ପୁରୀ ହେଲା ମହାନଗର ନିଗମ
ଭୁବନେଶ୍ୱର: ପୁରୀକୁ ଆନୁଷ୍ଠାନିକ ଭାବରେ ପୌରପାଳିକାରୁ ମହାନଗର ନିଗମକୁ ଉନ୍ନୀତ କରାଯାଇଥିବା ନେଇ ଗୃହ ନିର୍ମାଣ ଏବଂ ନଗର ଉନ୍ନୟନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସହରାଞ୍ଚଳ ଶାସନ ଏବଂ ଭିତ୍ତିଭୂମି ବିକାଶକୁ ଏକ ପ୍ରମୁଖ ପ୍ରୋତ୍ସାହନ ସ୍ୱରୂପ ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି।…