Latest Odisha News

BREAKING NEWS

ଅନୁଗୁଳ-ପୁରୀ ଓ ଭଦ୍ରକ-କଟକ ମେମୁ ସମୟରେ ପରିବର୍ତ୍ତନ

ଭୁବନେଶ୍ୱର: ଯାତ୍ରୀଙ୍କ ସୁବିଧା ଏବଂ ପରିଚାଳନା ଦକ୍ଷତା ବୃଦ୍ଧି କରିବା ପାଇଁ ଏପ୍ରିଲ ୨୫ ତାରିଖରୁ ଦୁଇଟି MEMU ଟ୍ରେନର ସମୟରେ ସଂଶୋଧନ କରାଯାଇଛି। ଏନେଇ ପୂର୍ବତଟ ରେଳପଥ ସୂଚନା ଦେଇଛି। ଏହି ପରିବର୍ତ୍ତନଗୁଡ଼ିକ ଟ୍ରେନ୍ ନଂ. ୬୮୪୨୧ (ଅନୁଗୁଳ-ପୁରୀ MEMU) ଏବଂ ଟ୍ରେନ୍ ନଂ. ୬୮୪୩୭…

Salim Dola Arrest Turkey:ତୁର୍କୀରେ ଭାରତୀୟ ଡ୍ରଗ୍ସ ଡନ୍ ଗିରଫ;ଦାଉଦ ଇବ୍ରାହିମ ସହ ରହିଛି ଲିଙ୍କ୍…

ନୂଆଦିଲ୍ଲୀ:ଭାରତର କୁଖ୍ୟାତ ଡ୍ରଗ୍ ମାଫିଆ ସଲିମ୍ ଡୋଲାଙ୍କୁ ତୁର୍କୀରେ ଗିରଫ କରାଯାଇଛି। ସଲିମ୍ ଡୋଲା ଜଣେ ଅନ୍ତର୍ଜାତୀୟ ଡ୍ରଗ୍ସ ନେଟୱାର୍କର ଜଣେ ବଡ଼ ଖେଳାଳି ଭାବରେ ଜଣାଶୁଣା । ଭାରତୀୟ ସୁରକ୍ଷା ଏଜେନ୍ସି ଏହା ନିଶ୍ଚିତ କରିଛନ୍ତି। ତୁର୍କୀ ସୁରକ୍ଷା ଏଜେନ୍ସିଗୁଡ଼ିକ ଇସ୍ତାନବୁଲରେ ଏକ…

ଆଇପିଏଲ ଇତିହାସରେ ସବୁଠାରୁ ବଡ ସ୍କୋରକୁ ଚେଜ କଲା ପଞ୍ଜାବ

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ପଞ୍ଜାବ କିଙ୍ଗସ ୬ ୱିକେଟରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି । ଏହି ମ୍ୟାଚରେ ଆଇପିଏଲ ଇତିହାସର ସର୍ବାଧିକ ସ୍କୋର ଚେଜ କରି ପଞ୍ଜାବ ଇତିହାସ ରଚିଛି । ଚଳିତ ସଂସ୍କରଣରେ ପଞ୍ଜାବର ଏହା କ୍ରମାଗତ ୭ମ ବିଜୟ । ପ୍ରଥମେ ବ୍ୟାଟିଂ କରି ଦିଲ୍ଲୀ ୨ ୱିକେଟ…

ବାଇକକୁ ଧକ୍କା ଦେଲା ଆମ ବସ୍, ୨ ଆହତ

କଟକ: କଟକରେ ଶନିବାର ଅପରାହ୍ନରେ ଆମ ବସ୍ ଏକ ମୋଟରସାଇକେଲକୁ ପଛପଟୁ ଧକ୍କା ଦେଇଥିବା ଅଭିଯୋଗ ହୋଇଛି। ଯାହା ଫଳରେ ଗାଡ଼ିରେ ବସିଥିବା ଜଣେ ପୁରୁଷ ଏବଂ ଜଣେ ମହିଳା ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଦୁର୍ଘଟଣାଟି ଅପରାହ୍ନ ପ୍ରାୟ ୨ଟା ସମୟରେ ବ୍ୟସ୍ତବହୁଳ କ୍ୟାଣ୍ଟନମେଣ୍ଟ ରୋଡରେ…

‘୪ଟି ସନ୍ତାନ ଜନ୍ମ କର, ଗୋଟିଏ ଆରଏସଏସକୁ ଦିଅ’, ଧୀରେନ୍ଦ୍ର ଶାସ୍ତ୍ରୀଙ୍କ ବୟାନ ସୃଷ୍ଟି କଲା ନୂଆ…

ନୂଆଦିଲ୍ଲୀ: ବିବାଦୀୟ ମନ୍ତବ୍ୟ ଦେଇ ଚର୍ଚ୍ଚାରେ ଦେଶର ପ୍ରସିଦ୍ଧ କଥାବାଚକ ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀ । ସେ ଏବେ ନାଗପୁରରେ ଏକ ବିବାଦୀୟ ବୟାନ ଦେଇ ହଇଚଇ ସୃଷ୍ଟି କରିଛନ୍ତି । ଯେଉଁଥିପାଇଁ ତାଙ୍କୁ ଅନ୍ଧଶ୍ରଦ୍ଧା ନିର୍ମୂଳଣ ସମିତି ଖୋଲାଖୋଲି ଚ୍ୟାଲେଞ୍ଜ କରିଛି । ତାଙ୍କର ସଦ୍ୟତମ ବୟାନ…

ସ୍ୱପ୍ନକୁ ବି ନିୟନ୍ତ୍ରଣ କରିବ ଏଆଇର ଏହି ଡିଭାଇସ

ଭୁବନେଶ୍ୱର: ଆର୍ଟିଫିସିଆଲ ଇଂଟେଲଜେନ୍ସି ଏବେ ସମସ୍ତ ବିଭାଗରେ କବଜା କରିବା ଆରମ୍ଭ କରିଛି । ଭଲ ଓ ମନ୍ଦର ଦୋ ଛକି ବିଚାରରେ ୟୁଜର୍ସମାନେ କିନ୍ତୁ ଏହାକୁ ବ୍ୟବହାର କରିବାକୁ ପଛାଉ ନାହାନ୍ତି । ପ୍ରଫେଟିକ ଏଆଇ ନାମକ ଏକ କମ୍ପାନୀ ସ୍ୱପ୍ନକୁ ନିୟନ୍ତ୍ରଣ କରିବା ଭଳି ଡିଭାଇସ ପ୍ରସ୍ତୁତ କରିଛି…

ବୁଲି ବୁଲି ବାଣ୍ଟୁଥିଲେ ଏଡସ୍… ଧରା ପଡ଼ିବା ପରେ ଆଜୀବନ କାରାଦଣ୍ଡ ଶୁଣାଇଲେ କୋର୍ଟ…

ନୂଆଦିଲ୍ଲୀ: ବ୍ରିଟେନରୁ ଏକ ଅଜବ ଖବର ସାମ୍ନାକୁ ଆସିଛି । ଜଣେ ବ୍ୟକ୍ତିଙ୍କୁ ଏଡସ ହୋଇଥିବା ସତ୍ତ୍ବେ ସେ ଏହାର ପ୍ରତିକାର ନକରି କୌଣସି ଔଷଧ ସେବନ ନକରି ୭ ଜଣଙ୍କୁ ଏହି ମାରାତ୍ମକ ରୋଗ ବାଣ୍ଟିଥିବା ଖବର ସାମ୍ନାକୁ ଆଶିଛି । ଯାହାକୁ କେନ୍ଦ୍ର କରି ବ୍ରିଟେନର ନ୍ୟୁ କଷ୍ଟଲ କ୍ରାଉନ କୋର୍ଟ…

ଦୁର୍ଦ୍ଦାନ୍ତ ମାଓ ନେତା ହେମଲା ସହ ଆତ୍ମସମର୍ପଣ କଲେ ୪୭ ଜଣ କ୍ୟାଡର ନକ୍ସଲ

ମାଲକାନଗିରି: ମାଲକାନଗିରି ‌ଜିଲ୍ଲା ସୀମାନ୍ତ ତେଲେଙ୍ଗାନା ପୋଲିସ ନିକଟରେ ଆଜି ଦୁର୍ଦ୍ଦାନ୍ତ ମାଓ ନେତା ହେମଲା ଓରଫ ଭିଜା ସମେତ ୪୬ ନକ୍ସଲ ଆତ୍ମସମର୍ପଣ କରିଛନ୍ତି । ହାଇଦ୍ରାବାଦ ଠାରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ସମ୍ମୁଖରେ ଏମାନେ ୩୨ଟି…

କ୍ୟାଚ ନେବା ବେଳେ ଲୁଙ୍ଗି ନିଗଡିଙ୍କ ବେକ ମାଡ ହୋଇଗଲା, ଡାକ୍ତରଖାନାରେ ଭର୍ତି

ନୂଆଦିଲ୍ଲୀ: ଚଳିତ ଆଇପିଏଲରେ ଶନିବାର ଅନୁଷ୍ଠିତ ଦିଲ୍ଲୀ କ୍ୟାପିଟାଲ୍ସ ଓ କିଙ୍ଗସ ଏକାଦଶ ପଞ୍ଜାବ ମ୍ୟାଚରେ ଏକ ବଡ ଅଘଟଣ ଘଟିଛି । ଦିଲ୍ଲୀରଦିଲ୍ଲୀ କ୍ୟାପିଟାଲ୍ସ ପ୍ରଥମେ ବ୍ୟାଟିଂ କରି କେଏଲ ରାହୁଲଙ୍କ ବିସ୍ଫୋରକ ଶତକ(୧୫୨ ନଟଆଉଟ) ସହାୟତାରେ ୨୬୪ ରନ କରିଥିଲା । ୨୬୫ ରନର ଲକ୍ଷ୍ୟକୁ…

ଆତଙ୍କବାଦୀ ଆକ୍ରମଣ ନେଇ ବାଂଲାଦେଶରେ ହାଇ ଆଲର୍ଟ ଜାରି…

ଢାକା: ବାଂଲାଦେଶର ସୁରକ୍ଷା ବାହିନୀ ଏକ ବଡ଼ ଆତଙ୍କବାଦୀ ଯୋଜନାକୁ ପଣ୍ଡ କରିଛନ୍ତି । ବାଂଲାଦେଶ ପୋଲିସ ମୁଖ୍ୟାଳୟ ଦ୍ୱାରା ଜାରି ଏକ ଗୁପ୍ତଚର ସର୍କୁଲାର ଏହି ବିବରଣୀ ପ୍ରକାଶ କରିଛି । ଏହି ଯୋଜନା ସଂସଦ, ସାମରିକ ଏବଂ ପୋଲିସ ପ୍ରତିଷ୍ଠାନ, ଧାର୍ମିକ ସ୍ଥଳ, ମନୋରଞ୍ଜନ କେନ୍ଦ୍ର ଏବଂ ଢାକାର…