Latest Odisha News

BREAKING NEWS

ହ୍ୱାଟ୍ସଆପ୍‌ରେ ରେଡ୍ ହାର୍ଟ୍ ଇମୋଜି ପଠାଉଛନ୍ତି କି? ହୋଇପାରେ ଜେଲ ଦଣ୍ଡାଦେଶ

ଭୁବନେଶ୍ୱର: ଡିଜିଟାଲ୍ ଯୁଗରେ ହ୍ୱାଟ୍ସଆପ୍ ଭଳି ବାର୍ତ୍ତାବାହକ ଆପ୍ଲିକେସନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ତେବେ ଏହାର ଭୁଲ ବ୍ୟବହାର ଆପଣଙ୍କୁ ସମସ୍ୟାରେ ପକାଇପାରେ । ହ୍ୱାଟ୍ସଆପ୍‌ରେ ଯଦି ଆପଣ କାହାକୁ ରେଡ୍ ହାର୍ଟ ଇମୋଜି ପଠାଉଛନ୍ତି, ତେବେ ବେଳ ଥାଉଥାଉ ସାବଧାନ…

ରୁଷ ସେନାର ମୁକାବିଲା ପାଇଁ ହାତରେ ଏକେ୪୭ ଧରିଲେ ୭୯ ବର୍ଷର ବୃଦ୍ଧା

ମସ୍କୋ: ରୁଷ ଏବଂ ୟୁକ୍ରେନ ବିବାଦ ଚରମସୀମାରେ ପଂହଚିଯାଇଛି । ୟୁକ୍ରେନକୁ ଆମେରିକା ସମେତ ନାଟୋ ଦେଶଗୁଡିକ ସମର୍ଥନ କରୁଛନ୍ତି । ଶକ୍ତିଶାଳୀ ରୁଷ ବିରୋଧରେ ଲମ୍ବା ଲଢ଼େଇ ପାଇଁ ୟୁକ୍ରେନ ନାଗରିକମାନେ ମଧ୍ୟ ସେନାକୁ ସହଯୋଗ କରିବା ପାଇଁ ଆଗେଇ ଆସିଛନ୍ତି । ତେବେ ୭୯ ବର୍ଷୀୟ ବୃଦ୍ଧା ଭାଲେନଟିନା…

ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ସରିଲା : ପିସିସି ସଭାପତି

ଭୁବନେଶ୍ୱର : ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହିଂସାରେ ସରିଲା ବୋଲି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ହସ୍ତଗତ ହୋଇଥିବା ତଥ୍ୟ…

ଏଲଆଇସି ପାଖରେ ପଡି ରହିଥିବା ୨୧,୫୩୯ କୋଟି ଟଙ୍କାର କେହି ନାହାନ୍ତି ଦାବୀଦାର

ନୂଆଦିଲ୍ଲୀ:ଏଲଆଇସି ପାଖରେ ପଡି ରହିଥିବା ୨୧,୫୩୯ କୋଟି ଟଙ୍କାର କେହି ଦାବୀଦାର ନ ଥିବା ଜଣାପଡିଛି । ଏଲଆଇସି ସେବି ନିକଟରେ ଜମା କରିଥିବା ଆଇପିଓ କାଗଜପତ୍ରରୁ ଏହି ତଥ୍ୟ ଜଣାପଡିଛି । ମାର୍ଚ୍ଚ ୨୦୧୯ରେ ୧୩,୮୪୩.୭୦, ୨୦୨୦ରେ ୧୬,୦୫୨.୬୫ ଓ ମାର୍ଚ୍ଚ ୨୦୨୧ରେ ୧୮,୪୯୫ କୋଟି ଟଙ୍କା ପଡି ରହଛି…

କିଟ୍ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବୁଧବାର କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ବକ୍ତୃତା ପ୍ରଦାନ କରି ଶ୍ରୀ ପାରାଜୁଲି କହିଲେ ବିଗତ ୫୦ ବର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଦିନେ ଖାଦ୍ୟ ପାଇଁ…

ଦେଶରେ ଜେଟ୍ ଇନ୍ଧନ ଦର ୫.୨ ପ୍ରତିଶତ ବୃଦ୍ଧି

ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳର ଦର ବଢୁଥିବା ବେଳେ ଏହାର ପ୍ରଭାବ ଏବେ ବିମାନ ଇନ୍ଧନ ଉପରେ ପଡ଼ିଛି । ଦେଶରେ ଜେଟ୍ ଫୁଏଲ ଦର ସର୍ବକାଳୀନ ଉଚ୍ଚତମ ସ୍ତରକୁ ପହଞ୍ଚିଛି । ବୁଧବାର ବିମାନ ଇନ୍ଧନର ମୂଲ୍ୟରେ ୫.୨ ପ୍ରତିଶତ ବୃଦ୍ଧି ହୋଇଛି । ଚଳିତ ଥରକୁ ମିଶାଇ ୪ଥର ବିମାନ ଇନ୍ଧନର…

[ଦେଖନ୍ତୁ ଭିଡିଓ] ସଙ୍ଗୀତ ଜଗତର ଶୂନ୍ୟ ସ୍ଥାନ …ଅଲବିଦା ବାପି ଦା’

ମୁମ୍ୱାଇ: ଲିଭିଗଲା ସଙ୍ଗୀତ ଜଗତର ଆଉ ଏକ ଦୀପ ଶିଖା। ଶୁଣିବାକୁ ମିଳିବନି ତାଙ୍କର ମତୁଆଲା କରିଦେଉଥିବା ସଙ୍ଗୀତର ଧୂନ୍ । ସବୁଦିନ ପାଇଁ ଚାଲିଯାଇଛନ୍ତି ସଙ୍ଗୀତ ଜଗତର ଏହି ମହାନ୍ କିମ୍ବଦନ୍ତୀ ଗାୟକ ଗୋଲଡେନ୍ ମ୍ୟାନ୍ ବାପି ଦା’ ଓରଫ ବାପି ଲାହିରି।କିଛି ଦିନ ତଳେ ସୁର ସାମ୍ରାଜ୍ଞୀ ଲତାଙ୍କ…

କେଜ୍ରିୱାଲଙ୍କୁ ଖଲିସ୍ତାନୀ ସମର୍ଥକ କହିଲେ କୁମାର ବିଶ୍ୱାସ

ଚଣ୍ଡୀଗଡ: ଆମ ଆଦମୀ ପାର୍ଟିର ପୂର୍ବତନ ନେତା ତଥା କବି କୁମାର ବିଶ୍ୱାସ ପଞ୍ଜାବ ବିଧାନସଭା ନିର୍ବାଚନ ପୂର୍ବରୁ ଚାଂଚଲ୍ୟକର ବୟାନ ଦେଇଛନ୍ତି । ସେ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ ଖଲିସ୍ତାନଙ୍କ ବଡ ସମର୍ଥକ ଅଟନ୍ତି । କ୍ଷମତା ହାସଲ ପାଇଁ ସେ ସବୁ…

ଗିରଫ ହେଲେ ଏଏସପି ତ୍ରିନାଥ ମିଶ୍ର, ପତ୍ନୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ବନ୍ଧା ହେଲେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଭିଜିଲାନ୍ସ ସୂଚନା ଅନୁସାରେ, ତ୍ରିନାଥ…

ଶ୍ରେୟାଶ ହେଲେ କେକେଆର ଅଧିନାୟକ

କୋଲକାତା: ଆଗାମର ଆଇପିଏଲ ପାଇଁ କୋଲକାତା ନାଇଟ ରାଇଡର୍ସ ଶ୍ରେୟାଶ ଆୟାରଙ୍କୁ ଦଳର ଅଧିନାୟକ ଭାବେ ନିଯୁକ୍ତ କରିଛି । ବୁଧବାର ଏ ନେଇ ବିଧିବଦ୍ଧ ଭାବେ ଘୋଷଣା କରାଯାଇଛି । ଆୟାରଙ୍କୁ କୋଲକାତା ୧୨.୨୫ କୋଟି ଟଙ୍କାରେ ଦଳରେ ନେଇଥିଲା । ୨୦୧୯, ୨୦ରେ ସେ ଦିଲ୍ଲୀ କ୍ୟାପିଟାଲ୍ସର ନେତୃତ୍ୱ…