Latest Odisha News

BREAKING NEWS

ରାଜଧାନୀରେ ଲୁଟେରା ରାଜ: ମହିଳାଙ୍କୁ ଆକ୍ରମଣ କରି ଝାମ୍ପି ନେଲେ ସୁନା ଚେନ୍

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଆତଙ୍କରାଜ । ବାଟଘାଟରୁ ଲୁଟ୍ । ସୈନିକ ସ୍କୁଲ-ଭିଏସଏସ ନଗର ରାସ୍ତାରେ ମହିଳାଙ୍କ ବେକରୁ ଲୁଟି ନେଲେ ସୁନା ଚେନ୍ । ଆଜି ସକାଳୁ ସକାଳୁ ମନ୍ଦିରରୁ ଫେରିବା ବେଳେ ମହିଳାଙ୍କୁ ମାଡ଼ ମାରି ତାଙ୍କ ବେକୁ ସୁନା ଚେନ୍ ଝାମ୍ପି ନେଇଛନ୍ତି ଲୁଟେରା । ସକାଳ ସାଢେ…

ଏମିତି ଆସେ ମୃତ୍ୟୁ: ହଳଦି ସେରିମୋନୀ ବେଳେ କୂଳରେ ଖସି ପଡ଼ି ୧୩ ମହିଳାଙ୍କ ମୃତ୍ୟୁ

ଲକ୍ଷ୍ନୌ: ହଳଦି ସେରିମୋନୀ ବେଳେ ଅସାବଧାନତାରୁ କୂଳରେ ଖସି ପଡ଼ି ୧୩ ଜଣ ମହିଳାଙ୍କର ମୃତ୍ୟୁ ହୋଇଛି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କୁଶୀନଗର ଜିଲ୍ଲାରେ । ଟିକେ ପୂର୍ବରୁ ଯେଉଁଠି ହସଖୁସିରେ ପୂରା ଅଞ୍ଚଳ ଫାଟି ପଡୁଥିଲା ସେଠାରେ ଦୁଃଖର ଛାୟା ଖେଳିଗଲା । ଫିକା…

T20 ଲଢେଇ: ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଲା ଟିମ୍ ଇଣ୍ଡିଆ

କୋଲକାତା: ବିଜୟରୁ ଟି-ଟ୍ୱେଣ୍ଟି ଅଭିଯାନ ଆରମ୍ଭ । ପ୍ରଥମ ଟି-ଟ୍ୱେଣ୍ଟିରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଛି ଟିମ୍ ଇଣ୍ଡିଆ । ପ୍ରଥମେ ବ୍ୟାଟିଂ କରି ୱେଷ୍ଟଇଣ୍ଡିଜ ୧୫୮ ରନ୍ ବିଜୟ ଲକ୍ଷ୍ୟ ଦେଇଥିଲା । ପ୍ରଥମରୁ ପ୍ରହାର ଆରମ୍ଭ କରିଥିଲେ କ୍ୟାପଟେନ୍ ରୋହିତ ଶର୍ମା । ତାଙ୍କୁ ସାଥ ଦେଇଥିଲେ…

ସୁଷମା ଲେଙ୍କାଙ୍କ ‘ନୂଆ ସକାଳର ସୂର୍ଯ୍ୟ’ ଏବଂ ‘ଶ୍ରୀକ୍ଷେତ୍ର ମହିମା’ ଉନ୍ମୋଚିତ

ଭୁବନେଶ୍ୱର : ଲେଖିକା ସୁଷମା ଲେଙ୍କାଙ୍କ ଗଳ୍ପ ସଙ୍କଳନ "ନୂଆ ସକାଳର ସୂର୍ଯ୍ୟ" ଏବଂ ଗୀତି କବିତା ସଙ୍କଳନ "ଶ୍ରୀକ୍ଷେତ୍ର ମହିମା " ରାଜଭବନ ପରିସରରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ କର କମଳରେ ଉନ୍ମୋଚିତ ହୋଇଯାଇଛି ସାଧାରଣ ମଧ୍ୟବିତ୍ତ ପରିବାରର ମଣିଷଟିଏ ଦୈନନ୍ଦିନ…

ଅନୁବାଦ କବିତା : ମଧ୍ୟରାତ୍ରିର ପୋଷ୍ଟମ୍ୟାନ

ମୂଳ ବାଂଲା : ଶାମସୁର ରାହମାନ ଏଇ ଅଧରାତିରେ ଏତେ ଜୋରରେ କିଏ କବାଟ କଡ଼ା ହଲେଇଲା ? ଶବ୍ଦଟା ଶୁଣିବା ପରେ ମୋ ଛାତି ଭିତରେ ଯେମିତି ଏକ ପେଚା ଡାକି ଉଠିଲା । ମୁଁ ଅବଶ୍ୟ ଶୋଇ ପଡ଼ିନଥିଲି, କିଛି ଦିନ ହେଲା ଉଚ୍ଚାକାଂକ୍ଷୀ ରକ୍ତଚାପଟା ମୋତେ ଖୁବ୍ କଷ୍ଟ ଦେଉଛି । ଧଡ଼ ଧଡ଼…

ଦେଖନ୍ତୁ ଭିଡିଓ] କିମ୍ବଦନ୍ତୀ ଗାୟକ ଗୋଲଡେନ୍ ମ୍ୟାନ୍ ବାପି ଦା’ : ଓଲିଉଡ଼ରେ ବି ସଙ୍ଗୀତର ଛାପ

ମୁମ୍ବାଇ: କିମ୍ବଦନ୍ତୀ ଗାୟକ ଗୋଲଡେନ୍ ମ୍ୟାନ୍ ବାପି ଦା’  ସଙ୍ଗୀତ ଜଗତରେ ତାଙ୍କର ଦବଦବା ଜାହିର କରିଥିବା ବେଳେ ପ୍ରତିଟି ଗୀତରେ ମତୁଆଲା ଦର୍ଶକ। ସେ କେବଳ ବଲିଉଡ଼ ପାଇଁ ନୁହେଁ ହିନ୍ଦୀ , ପଞ୍ଜାବୀ ବ୍ୟତୀତ ବଙ୍ଗାଳୀ, ତାମିଲ, ତେଲୁଗୁ, ମାଲାୟାଲମ୍, କନ୍ନଡ, ଗୁଜରାଟୀ, ମରାଠୀ,…

କଟକଣା ପ୍ରତ୍ୟାହାର କରିବା ପାଇଁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟକୁ ଚିଠି

ନୂଆଦିଲ୍ଲୀ: ପ୍ରତ୍ୟେକ ରାଜ୍ୟରେ ଏବେ କରୋନା ସଂକ୍ରମଣ ଗ୍ରାଫ କମିବାରେ ଲାଗିଛି । ତଥାପି କିଛି ରାଜ୍ୟରେ କଟକଣା ବଳବତ୍ତର ରହିଛି । ଏହି କଟକଣାକୁ ଉଠାଇବା ପାଇଁ ଆଜି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟଗୁଡ଼ିକୁ ଚିଠି ଲେଖାଯାଇଛି । ଗତ ସପ୍ତାହ ପାଖରୁ କରୋନା ସଂକ୍ରମଣ କମ୍…

[ଭିଡିଓ] ଆକାଶରୁ ମରି ଖସିଲେ ଶତାଧିକ ପକ୍ଷୀ, ମେକ୍ସିକୋରେ ଆତଙ୍କ

ଭୁବନେଶ୍ୱର: କ୍ୟାମେରରେ କଏଦ ହେଲା ତାଜୁବକର ଘଟଣା । ଆକାଶରୁ ମରି ଖସିଲେ ଶତାଧିକ ପକ୍ଷୀ । ମେକ୍ସିକୋର କ୍ୱାଓଟେମକ୍ ସହରରେ ଘଟିଥବା ଏହି ଘଟଣାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି । ଭାଇରାଲ୍ ହୋଇଥିବା ଭିଡିଓରେ ଅନେକ ପକ୍ଷୀ ଆକାଶରୁ ତଳକୁ ଖସିପଡିବାରେ…

ଆସନ୍ତୁ ଜାଣିବା ପୃଥିବୀର କେଉଁ ନଦୀ ଜଳ ସବୁଠାରୁ ଅଧିକ ପ୍ରଦୂଷିତ

ନୂଆଦିଲ୍ଲୀ: ଆମେରିକା ଏକ ଗବେଷଣା ସଂସ୍ଥା ପୃଥିବୀର ବିଭିନ୍ନ ନଦୀ ଜଳର ପ୍ରଦୂଷଣସ୍ତର ଉପରେ ଅନୁଧ୍ୟାନ କରିଛି । ଏଥିରେ ପାକିସ୍ତାନର ରାବୀ ନଦୀ ସବୁଠାରୁ ଅଧିକ ପ୍ରଦୂଷିତ ବୋଲି ଜଣାପଡିଛି । ଏହା ନିକଟରେ ରହୁଥିବା ଜନବସତି ବିଭିନ୍ନ ଅସୁବିଧାର ସମ୍ମୁଖୀନ ହେବେ ବୋଲି ସେମାନେ ଚେତାଇ…

ଲାଞ୍ଚ ନେଇ ଭିଜିଲାନ୍ସ ଜାଲରେ କୋଟିପତି ଡାକ୍ତର

ଭୁବନେଶ୍ୱର: ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ କୋଟିପତି ଡାକ୍ତର । ଡାକ୍ତରଙ୍କ ନାଁ ହେଉଛି ସୁକାନ୍ତ ଜେନା । ଡାକ୍ତର ଜଣକ କଣାସ ଚାରିଛକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଭାବେ କାର୍ଯ୍ୟକରୁଥିଲେ । ସେ ଅପରେସନ ପାଇଁ ରୋଗୀଙ୍କ ଠାରୁ ୮…