Latest Odisha News

BREAKING NEWS

ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ

ରାଉରକେଲା: ଆସିଷ୍ଟାଣ୍ଟ କଲେକ୍ଟରଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ । ଆୟବର୍ହିଭୂତ ସଂପତ୍ତି ଠୁଳ ଅଭିଯୋଗରେ ରାଉରକେଲା ଆସିଷ୍ଟାଣ୍ଟ କଲେକ୍ଟର ମନୋରଞ୍ଜନ ନାୟକଙ୍କ ଘର ସମେତ ପାଞ୍ଚଟି ସ୍ଥାନରେ ଭିଜିଲାନ୍ସ ଚଢ଼ାଉ ଜାରି ରଖିଛନ୍ତି । ଭିଜିଲାନ୍ସର ପାଞ୍ଚଟି ଟିମ ପୃଥକ…

ରାଜ୍ୟରେ ଆଉ ୨୧ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟାରେ ୧୫୦୩ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଉ ୨୧ ଜଣଙ୍କ ଜୀବନ ନେଲା କରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୮୭୭୫କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ…

ଭାଷା ଭାଗବତ : ଶବ୍ଦର ଗଠନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୦  ବୁଝିବା ଶବ୍ଦର ଗଠନ କିପରି ହୁଏ ସୂତ୍ରାଧୀନ ଅଳପ ରଖିବା ସ୍ମରଣ ବେଶି କରିବା ସଂଯୋଜନ ଯୌଗିକ ଶବ୍ଦ ଶିଖି ଗଢ଼ି ମନରୁ ଶବ୍ଦ ସବୁ କାଢ଼ି କରିବା ସର୍ବେ ବ୍ୟବହାର ବଢ଼ିବ ଦକ୍ଷତା ଆମର ପୂର୍ବଗଠିତ ଶବ୍ଦ…

ଧାରାବାହିକ ଉପନ୍ୟାସ : ଚୋରାବାଲି (୨)

ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ଚୋରାବାଲି ଭାଗ : ୩ ଏମିତିରେ ଆଜିକାଲି ତାଙ୍କ ପାଖରେ ସମୟ ଅଭାବ । ଏ ସବୁ ପାଇଁ ବି ବେଳ କମ୍ । ସେ ଡେରି ରାତିରେ ଫେରିଲା ବେଳକୁ, ଇଏ ଶୋଇ ଯାଇଥାଏ, ତ’ କେବେ ଅଧରାତିରେ ଆଖି ଖୋଲି ଗଲେ, ବୈଭବ କେତେବେଳେ ଫେରି, ସାଇଡରେ ଘୁଙ୍ଗୁଡ଼ି…

କବିତା : ଘର

ପୁଣ୍ୟପ୍ରଭା ଦେବୀ  ଆଜିଠାରୁ ବହୁ ବର୍ଷ ପରେ ଏକ ଅଜଣା ଦିନରେ ଆମେ ଦୁହେଁ ନ ଥିବା ତ ଯାଇଥିବା ଆଗ ପଛ ହୋଇ ଆମ ଘରେ ରହୁଥିବ ପୁଅ ତାର ପରିବାର ସାଥେ ଆମର ଯା କିଛି ଥିବ ସେ ସବୁର ସ୍ବାଧୀକାର ପାଇ। ଥିବ ଏକ ଅପରାହ୍ନ ନୀରବ ନିଶୁନ ଯେଣୁ ଛୁଟିଦିନ ଥିବ କର୍ମ କ୍ଲାନ୍ତ ବୋହୂ ଆମ…

ମଙ୍ଗଳରେ ମିଳିଲା ଜୀବସତ୍ତାର ପ୍ରମାଣ !

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ଜୀବ ଅଛିକି ନାହିଁ ସେ ନେଇ ଅନେକ ତର୍କ ବିତର୍କ ଚାଲିଥିଲା । ବୈଜ୍ଞାନିକମାନେ ମଧ୍ୟ ଏନେଇ ଅନେକ ରିସର୍ଚ୍ଚ ଜାରି ରଖିଥିଲେ । ତେବେ ବୈଜ୍ଞାନିକମାନେ ମଙ୍ଗଳ ଗ୍ରହକୁ ନେଇ ରିସର୍ଚ୍ଚ କରିବା ସମୟରେ ବହୁବାର ଏଲିୟନ ଓ ୟୁଏଫଓ ଉଡୁଥିବା ଦେଖିବାକୁ ପାଇଛନ୍ତି। ହେଲେ…

ବିକ୍ରି ହେଲାନି ଧାନ, ଗୋଦାମ ଘରେ ନିଆଁ ଲଗାଇଦେଲେ ଚାଷୀ

କେନ୍ଦୁଝର: ମଣ୍ଡିରେ ଧାନ ବିକ୍ରିକୁ ନେଇ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି । କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଅଂଚଳର ଯମୁନାପଶି ଲ୍ୟାମ୍ପରେ ଦେଖିବାକୁ ମିଳିଛି ଏହାର ଜ୍ୱଳନ୍ତ ଉଦାହରଣ । ଆଜି ଧାନ ବିକ୍ରି ହୋଇନପାରିବାରୁ ଜଣେ ଚାଷୀ ଧନ ରଖାଯାଇଥିବା ଗୋଦାମରେ ନିଆଁ ଲଗାଇଦେଇଥିବା…

ବାଇକ୍ ଚାଳକଙ୍କୁ ମାଡ଼ି ବସିଲା ବାଘ

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁରରେ ବାଘ ଆତଙ୍କ । ଗତ ରାତିରେ ବାଇକ ଯୋଗେ ଯାଉଥିବା ଜଣେ ଶ୍ରମିକଙ୍କୁ ହଠାତ୍ ଗୋଟିଏ ବାଘ ଆକ୍ରମଣ କରିଥିଲା । ବାଇକ୍ ଚାଳକ ଜଣକ ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଛିଟିକି ପଡ଼ିଥିଲେ । ସେହି ରାସ୍ତା ଦେଇ ଯାଉଥିବା ଅନ୍ୟଲୋକମାନେ ଘଟଣା ଦେଖିଲା ପରେ ବାଘ ଉପରକୁ…

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ୨୦ ଜଣିଆ ତାରକା ପ୍ରଚାରକ ତାଲିକା ଘୋଷଣା କଲା କଂଗ୍ରେସ

ଭୁବନେଶ୍ବର : ପଞ୍ଚାୟତ ନିର୍ବାଚନ ପାଇଁ ଷ୍ଟାର କ୍ୟାମ୍ପେନର ତାଲିକା ଘୋଷଣା କରିଛି କଂଗ୍ରେସ । ପିସିସି ପକ୍ଷରୁ ଏକ ୨୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି । ଏହି ତାଲିକାରେ ଓଡ଼ିଶା କଂଗ୍ରେସ ପ୍ରଭାରୀ ତଥା ସାଂସଦ ଡ. ଏ ଚେଲ୍ଲା କୁମାରଙ୍କ ସହିତ ପିସିସି ସଭାପତି ନିରଞ୍ଜନ…

ରାଜ୍ୟବାସୀଙ୍କ ପାଇଁ ଖୁସି ଖବର, ଖସୁଛି ସଂକ୍ରମଣ ଗ୍ରାଫ୍

ଭୁବନେଶ୍ୱର: ରାଜ୍ୟରେ କରୋନା ଗ୍ରାଫ ଧୀରେ ଧୀରେ ତଳ ମୁହାଁ ହେବାରେ ଲାଗିଛି । ସଂକ୍ରମଣ ଗ୍ରାଫ ତଳକୁ ଖସିବାରେ ଲାଗିଛି । ଯାହା ରାଜ୍ୟବାସୀଙ୍କ ପାଇଁ ଖୁସି ଖବର । ତେବେ ଆଜି ରାଜ୍ୟରୁ ୩୬୨୧ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ଯାଏଁ ମୋଟ୍ ୧୨ ଲକ୍ଷ…