କଂଗ୍ରେସରେ ବହୁତ ସ୍ଲିପର ସେଲ୍ ଆକ୍ଟିଭ ଅଛନ୍ତି: ଦିଗ୍ବିଜୟଙ୍କ ବୟାନକୁ ନେଇ ସରଗରମ ରାଜନୀତି
ନୂଆଦିଲ୍ଲୀ: ରାଜନୀତିରେ ସମୟ ହିଁ ସବୁକିଛି। ଯେତେବେଳେ ଦିଲ୍ଲୀରେ କଂଗ୍ରେସ କାର୍ଯ୍ୟକାରିଣୀ (CWC) ମନରେଗା (MGNREGA)ର ନାମ ପରିବର୍ତ୍ତନ କରି VB-G RAM G କରିବା ବିରୁଦ୍ଧରେ ରଣନୀତି ପ୍ରସ୍ତୁତ କରୁଥିଲା, ମଧ୍ୟପ୍ରଦେଶର ବରିଷ୍ଠ ନେତା ଦିଗବିଜୟ ସିଂହଙ୍କ ଏକ ସୋସିଆଲ ମିଡିଆ ପୋଷ୍ଟ ଦଳକୁ…