Latest Odisha News

BREAKING NEWS

ନିର୍ବାଚନୀ ବଣ୍ଡ ବାତିଲ ହେବାର ବର୍ଷକ ପରେ ରାଜନୈତିକ ଦଳକୁ ମିଳିଲା ୩ ଗୁଣ ଅଧିକ ଚାନ୍ଦା, ଜାଣନ୍ତୁ ବିଜେପି…

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନାକୁ ରଦ୍ଦ କରିବାର ଗୋଟିଏ ବର୍ଷ ପରେ, ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ସାମ୍ନାକୁ ଆସିଛି। କର୍ପୋରେଟ୍-ସମର୍ଥିତ ଟ୍ରଷ୍ଟଗୁଡ଼ିକ ରାଜନୈତିକ ଦଳଗୁଡ଼ିକୁ ପ୍ରଚୁର ପରିମାଣରେ ଚାନ୍ଦା ଦାନ କରିଛନ୍ତି। ସୁପ୍ରିମକୋର୍ଟ ନିର୍ବାଚନୀ ବଣ୍ଡ ଯୋଜନାକୁ…

ରେଡ୍ ଫ୍ଲାଗ ଅନ୍ତର୍ଭୁକ୍ତ ହେଲା ସହିଦନଗର ଗଣଦୁଷ୍କର୍ମ ମାମଲା

ଭୁବନେଶ୍ୱର: ସହିଦ ନଗରର ଏକ ଭଡ଼ା ଘରେ ୧୭ ବର୍ଷୀୟା ଯୁବତୀଙ୍କ ସହ ହୋଇଥିବା ଗଣଦୁଷ୍କର୍ମ ମାମଲାକୁ ଓଡ଼ିଶା କ୍ରାଇମ୍ ବ୍ରାଞ୍ଚ 'ରେଡ୍ ଫ୍ଲାଗ୍' ଭାବରେ ବର୍ଗୀକୃତ କରିଛି। କମିଶନରେଟ୍ ପୋଲିସକୁ ତଦନ୍ତରେ ସହଯୋଗ କରିବ କ୍ରାଇମବ୍ରାଞ୍ଚ। କ୍ରାଇମ୍ ବ୍ରାଞ୍ଚ ଡିଜିପି ମାମଲାକୁ କଡ଼ାକଡ଼ି…

Handshake History: ଜାଣିଛନ୍ତି କି ହାତ ମିଳାଇବାର ପରମ୍ପରା କେବେଠାରୁ ଆରମ୍ଭ ହୋଇଥିଲା?

ନୂଆଦିଲ୍ଲୀ: ଆଜିକାଲି କୌଣସି ବ୍ୟକ୍ତିଙ୍କୁ ଭେଟିବା ସମୟରେ ହାତ ବଢାଇବା ସବୁଠାରୁ ସ୍ୱାଭାବିକ ପ୍ରତିକ୍ରିୟା ପାଲଟିଛି, କିନ୍ତୁ ଆପଣ କେବେ ଭାବିଛନ୍ତି କି ଏହି ପରମ୍ପରା କେବେଠାରୁ ଏବଂ କିପରି ଆରମ୍ଭ ହୋଇଥିଲା? ଲୋକମାନେ ସାକ୍ଷାତ ସମୟରେ ସର୍ବଦା ଏହିପରି ହାତ ମିଳାଉଥିଲେ ନା ଏହା ପଛରେ ଭୟ,…

ପୁଣି ୨ ଟଙ୍କା ବଢ଼ିଲା ଅଣ୍ଡା ଦର, ବୃଦ୍ଧି ପଛର କାରଣ କହିଲେ ବେପାରୀ…

ଭୁବନେଶ୍ୱର: କିଛି ଦିନର ବ୍ୟବଧାନ ପରେ ପୁଣି ବଢ଼ିଲା ଅଣ୍ଡା ଦର । ପୂର୍ବରୁ ବଜାରରେ ୭ଟଙ୍କା ଥିବାବେଳେ, ଏବେ ଏଥିରେ ୨ଟଙ୍କା ବୃଦ୍ଧି ପାଇ ଗୋଟାକ ୯ ଟଙ୍କାରେ ମିଳୁଛି । ସେହିପରି, ଅଣ୍ଡା ଟ୍ରେ’ ୧୮୦ ଟଙ୍କା ଥିବା ବେଳେ ଏବେ ତାହା ୨୭୦ଟଙ୍କାରେ ପହଁଚିଛି । ବେପାରୀଙ୍କ କହିବା ଅନୁସାରେ,…

ଟକ୍ସିକରେ ପ୍ରଶଂସକଙ୍କୁ ପ୍ରଭାବିତ କରୁଛି କିୟାରାଙ୍କ ଫାଷ୍ଟ ଲୁକ

ମୁମ୍ବାଇ: ୟଶ ଅଭିନୀତ ଟକ୍ସିକ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍କଣ୍ଠା ବଢ଼ିବାରେ ଲାଗିଛି । ଅବଶ୍ୟ ଏବେ ୟଶଙ୍କ ପ୍ରତ୍ୟେକ ଫିଲ୍ମ ପୂର୍ବରୁ ଦର୍ଶକମାନେ ଉତ୍ସାହିତ ହେବା ସ୍ୱାଭାବିକ ହୋଇଯାଇଛି । ଟକ୍ସିକରେ ୟଶଙ୍କ ସହିତ ନୟନତାରା ଓ କିୟାରା ଆଡଭାନୀ ଅଭିନୟ କରୁଛନ୍ତି । ମେକର୍ସଙ୍କ ପକ୍ଷରୁ ଏବେ…

Union Budget: ରବିବାର ଉପସ୍ଥାପନ ହୋଇପାରେ ୨୦୨୬ ବଜେଟ!

ନୂଆଦିଲ୍ଲୀ: ବଜେଟ ୨୦୨୬ ଏଥର ରବିବାରରେ ଉପସ୍ଥାପନ ହୋଇପାରେ । ୨୦୨୬ ଫେବ୍ରୁଆରୀ ପହିଲା ଏଥର ରବିବାର ପଡୁଛି । ଏହି ଦିନ ଗୁରୁ ରବିଦାସଙ୍କ ଜୟନ୍ତୀ ମଧ୍ୟ ପଡ଼ୁଛି । ୨୦୨୫ରେ ଗୁରୁ ରବିଦାସ ଜୟନ୍ତୀ ୧୨ ଫେବ୍ରୁଆରି ବୁଧବାର ଦିନ ପଡିଥିଲା। ସଂସଦର ବଜେଟ୍ ଅଧିବେଶନ ମଧ୍ୟରେ ଏହା ପଡ଼ିଥିଲା । ଏହି…

ଅରୁଣାଚଳ ପ୍ରଦେଶରେ ଗୁଇନ୍ଦା ନେଟୱାର୍କର ପର୍ଦ୍ଦାଫାସ: ଚୀନ ସହ ରହିଛି ଲିଙ୍କ୍, ପାକିସ୍ତାନୀ ପାଇଁ କରୁଛନ୍ତି କାମ

ନୂଆଦିଲ୍ଲୀ: ଆସାମ ଏବଂ ଅରୁଣାଚଳ ପ୍ରଦେଶର ସୁରକ୍ଷା ଏଜେନ୍ସି ପାକିସ୍ତାନ ପାଇଁ ଗୁଇନ୍ଦା କରୁଥିବା ଅଭିଯୋଗରେ ତିନି ଜଣଙ୍କୁ ଗିରଫ କରିଛି। ଗିରଫ ସନ୍ଦିଗ୍ଧଙ୍କ ମଧ୍ୟରେ ଜଣେ ଅବସରପ୍ରାପ୍ତ ଭାରତୀୟ ବାୟୁସେନା କର୍ମଚାରୀ ଅଛନ୍ତି। ଗତ ୧୦ ଦିନ ମଧ୍ୟରେ ଏହି ଗିରଫଦାରୀ ଉତ୍ତର-ପୂର୍ବ ଭାରତର…

ଆସାମରେ ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ବସତି ଦେବାକୁ ଚାହୁଁଛି କଂଗ୍ରେସ, ତେଣୁ SIRକୁ ବିରୋଧ କରୁଛି: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଦୁଇ ଦିନିଆ ଆସାମ ଗସ୍ତରେ ଅଛନ୍ତି। ଏହି ସମୟରେ ସେ ଆସାମ ଭ୍ୟାଲି ଫର୍ଟିଲାଇଜର ଆଣ୍ଡ କେମିକାଲ୍ କମ୍ପାନୀ ଲିମିଟେଡର ଆମୋନିଆ-ୟୁରିଆ ପ୍ରକଳ୍ପର ଶିଳାନ୍ୟାସ ସମାରୋହରେ ଯୋଗ ଦେଇଥିଲେ। ସମାରୋହ ପରେ, ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, "ଆଜି ଆସାମ ଏବଂ ସମଗ୍ର…

ହ୍ୟୁମାନ ସାଗରଙ୍କ ମୃତ୍ୟୁର ତଦନ୍ତ ପାଇଁ ଥାନାରେ ଏତଲା ଦେଲେ ମା’ ଶେଫାଳୀ ସୁନା

କଟକ: ଓଡ଼ିଶାର ଜଣାଶୁଣା କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁ ମାମଲାରେ ଥାନାରେ ଏତଲା ଦେଲେ ମାଆ ଶେଫାଳୀ ସୁନା । କଟକ ମର୍କତ ନଗର ଥାନାରେ ଏତଲା ଦେଇଛନ୍ତି ହ୍ୟୁମାନଙ୍କ ମାଆ । ହ୍ୟୁମାନଙ୍କର ମୃତ୍ୟୁ ହୋଇନାହିଁ ବରଂ ତାଙ୍କୁ ଜାଣିଶୁଣି ମାରି ଦିଆଯାଇଛି ବୋଲି ସେ ଅଭିଯୋଗ ଆଣିଛନ୍ତି…

ବେଦାନ୍ତ ଓ ପ୍ରଶାସନ ପକ୍ଷରୁ କୋଇଲିଘୁଘର ଜଳପ୍ରପାତରେ ‘ପ୍ଲାଷ୍ଟିକ-ମୁକ୍ତ ପିକନିକ୍ ସ୍ପଟ୍‌’ ସଚେତନତା…

ଝାରସୁଗୁଡା: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଆଲୁମିନିୟମ, ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡର ଆଂଚଳିକ କାର୍ଯ୍ୟାଳୟ ସହିତ ମିଳିତ ଭାବରେ, ଝାରସୁଗୁଡାର ସବୁଠାରୁ ଲୋକପ୍ରିୟ ପର୍ଯ୍ୟଟନ ସ୍ଥଳ ମଧ୍ୟରୁ ଗୋଟିଏ କୋଇଲିଘୁଘର ଜଳପ୍ରପାତରେ 'ପ୍ଲାଷ୍ଟିକ-ମୁକ୍ତ ପିକନିକ୍…