Latest Odisha News

BREAKING NEWS

ଶୀତଦିନେ ବୁଲି ଯାଆନ୍ତୁ ସିକିମ୍ : ପ୍ରକୃତିପ୍ରେମୀଙ୍କ ପାଇଁ ଏହା ଉପଯୁକ୍ତ ସ୍ଥାନ

ନୂଆଦିଲ୍ଲୀ : ଆମ ଭାରତବର୍ଷରେ ଅନେକ ପର୍ଯ୍ୟଟନସ୍ଥଳୀ ରହିଛି  । ଯେଉଁଠାକୁ ପ୍ରତିଦିନ ଶହ ଶହ ଲୋକ ବୁଲିବାକୁ ଯାଆନ୍ତି  । କିନ୍ତୁ ଶୀତ ଦିନେ ବୁଲିବାର ମଜା ଟିକିଏ ନିଆରା  । ଆପଣମାନେ ଯଦି ଶୀତ ଦିନେ କୁଆଡେ  ବୁଲି ଯିବାକୁ ପ୍ଲାନ୍ କରୁଛନ୍ତି  । ତେବେ ନିଶ୍ଚୟ ଥରେ ସିକିମ୍ କଥା ମନକୁ…

ଗଙ୍ଗାଧର ବେଶରେ ବାବା ଧବଳେଶ୍ବର : ଆସନ୍ତାକାଲି ବଡ଼ ଓଷା , ଲାଗି ହେବ ଗଜ ଓ ତୋରଣ ଭୋଗ

ଆଠଗଡ : ଚାଲିଛି ମହାପଞ୍ଚୁକ ବ୍ରତ । ଏଥିଲାଗି ରାଜ୍ୟର ପ୍ରାୟ ସବୁ ଶୈବପୀଠ ଗୁଡିକ ଚଳଚଞ୍ଚଳ ହୋଇପଡିଛି । ସକାଳୁ ସକାଳୁ ସବୁ ଶିବ ମନ୍ଦିରରେ ଶ୍ରଦ୍ଧାଳୁଙ୍କର ପ୍ରବଳ ଭିଡ ପରିଲକ୍ଷିତ ହେଉଛି । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ଗଙ୍ଗାଧର ବେଶରେ ଦର୍ଶନ ଦେଉଛନ୍ତି ଆଠଗଡର ପ୍ରସିଦ୍ଧ ବାବା…

ଅବକାରୀ ଅଧୀକ୍ଷକଙ୍କ ଘରେ ଭିଜିଲାନ୍ସ

ନବରଙ୍ଗପୁର : ଭିଜିଲାନ୍ସ ଜାଲରେ ଅବକାରୀ ଅଧିକାରୀ ।  ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ସକାଳୁ ଅବକାରୀ ଅଧୀକ୍ଷକ ଗଙ୍ଗା ପାଇକରାୟଙ୍କ ଘରେ ରେଡ୍ କରାଯାଉଛି  । ଡି ଏସ୍‌-ଥ୍ରୀ ସିନେମା ହଲ ନିକଟ ଭଡ଼ା ଘରେ ଚଢାଉ ଚାଲିଛି  । ନବରଙ୍ଗପୁର ଓ ଜୟପୁର ସମେତ ୪ଟି ସ୍ଥାନରେ ଚଢାଉ…

କବିତା : ଶବ ବ୍ୟବଚ୍ଛେଦ

ରାମକୃଷ୍ଣ  ଭାବରତିରେ ମୂର୍ଚ୍ଛା ଯାଇଥିବା ବେଳେ ତାକୁ ଘୋଷଣା କରିଦିଆଗଲା ମୃତ ହତ୍ୟା ନା ଆତ୍ମହତ୍ୟା ? ସନ୍ଦେହ ଘେରରେ ଛନ୍ଦିହେଲା ଅକାଳରେ ଅପମରଣ ଚିରି ଭିତରେ ଖୋଜା ଚାଲିଲା କେଉଁଠି ଲୁଚିଛି ମୃତ୍ୟୁର କାରଣ ଛାତିର ବାଁପଟେ ଦରଫୁଟା ଗୋଟେ ଗୋଲାପ ଡାହାଣ ପଟେ ଗୋଟେ ପାଲଟଣା…

ସ୍ୱାସ୍ଥ୍ୟ ପାଇଁ ବରଦାନ ଫୁଲକୋବି : ଜଳଖିଆଠୁ ରାତ୍ରି ଭୋଜନ ସବୁଥିରେ ସାମିଲ କରନ୍ତୁ..

ନୂଆଦିଲ୍ଲୀ : ସାଧାରଣତଃ ଶୀତଦିନେ ଲୋକ ଅଧିକାଂଶ ସମୟରେ ଫୁଲକୋବି ଖାଇବାକୁ ପସନ୍ଦ କରନ୍ତି  । ଆଉ ଏହା ଏପରି ଏକ ପରିବା , ଯାହା ସମସ୍ତଙ୍କ ପ୍ରିୟ । ପଲୋଉ,ମଞ୍ଚୁରିଆନ୍‌‌ , ଉପମା ଭଳି ଅନେକ ସ୍ୱାଦିଷ୍ଟ ଖାଦ୍ୟ ତିଆରି ପାଇଁ ଆମେ ଫୁଲକୋବିକୁ ବ୍ୟବହାର କରୁ  । ଜଳଖିଆ ଠାରୁ ଆରମ୍ଭ କରି…

ରାଜ୍ୟ ସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ

ଭୁବନେଶ୍ୱର : ଜନଜାତୀୟ ଗୌରବ ଦିବସ କାର୍ଯ୍ୟକ୍ରମ ଅବସରରେ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି, ଗବେଷଣା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ (ଏସସିଏସଟିଆରଟିଆଇ) ପକ୍ଷରୁ ଚାଲିଥିବା ରାଜ୍ୟସ୍ତରୀୟ ଜନଜାତି କବି ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି ଦୁଇଦିନିଆ ସମ୍ମିଳନୀରେ ବିଭିନ୍ନ ଆଦିବାସୀ…

ଆଜିଠାରୁ ୨୬ ପର୍ଯ୍ୟନ୍ତ ଦ୍ୱିତୀୟ ‘ସୋଆ ସାହିତ୍ୟ ଉତ୍ସବ’

ଭୁବନେଶ୍ୱର : ଦେଶର ଅଗ୍ରଣୀ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ରେ ‘ସେଲିବ୍ରେସନ୍ ଅଫ୍ ୱର୍ଡ୍ସ ଆଣ୍ଡ ଆଇଡିଆଜ୍‌’ (ଶବ୍ଦ ଓ ଭାବନାର ଉତ୍ସବ) ଶୀର୍ଷକରେ ଆଜିଠାରୁ ଦ୍ଵିତୀୟ ଥର ପାଇଁ ତ୍ରିଦିବସୀୟ ସୋଆ ସାହିତ୍ୟ ଉତ୍ସବ ଆୟୋଜିତ ହେବାକୁ ଯାଉଛି। ସାହିତ୍ୟ, ସଂସ୍କୃତି, କଳା, ମଞ୍ଚ ଓ…

ହମାସ-ଇସ୍ରାଏଲ ମଧ୍ୟରେ ଆଜିଠୁ ଯୁଦ୍ଧ ବିରାମ : ପ୍ରଥମ ପର୍ଯ୍ୟାୟରେ ୧୩ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବ ହମାସ

ନୂଆଦିଲ୍ଲୀ : ହମାସ-ଇସ୍ରାଏଲ ମଧ୍ୟରେ ଆଜିଠୁ ଯୁଦ୍ଧ ବିରାମ। ଆଜି ସକାଳ ୧୦ଟାରୁ ଅସ୍ତ୍ରବିରତି ଆରମ୍ଭ ହେବ। ୪ଦିନିଆ ଅସ୍ତ୍ରବିରତି ପାଇଁ ଉଭୟଙ୍କ ମଧ୍ୟରେ ଚୁକ୍ତି ହୋଇଛି । ଆଜି ପ୍ରଥମ ପର୍ଯ୍ୟାୟରେ ହମାସ ୧୩ଜଣ  ପଣବନ୍ଦୀଙ୍କୁ ମୁକ୍ତ କରିବ  । ୪ ଦିନରେ ୫୦ ପଣବନ୍ଦୀଙ୍କୁ ମୁକ୍ତି କରିବାକୁ…

ମହାପଞ୍ଚୁକ ବ୍ରତ: ଆଜି ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ

ପୁରୀ : ଆଜି ପବିତ୍ର କାର୍ତିକ ମାସ ଶୁକ୍ଳପକ୍ଷ ଦ୍ବାଦଶୀ ତିଥି  । ଆଜି ପଞ୍ଚୁକର ଦ୍ବିତୀୟ ଦିନରେ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୂ । ଏହି ବେଶରେ ଠାକୁର ସୁବର୍ଣ୍ଣ ଅଳଙ୍କାରରେ ବିଭୂଷିତ ହେବା ସହ  ଚୂଡା ମଧ୍ୟ ଧାରଣ କରିଥାନ୍ତି। ମହାପ୍ରଭୁଙ୍କ ଏହି ଅନନ୍ୟ ବେଶ ଦେଖିବା ପାଇଁ…

ପ୍ରଦେଶ କଂଗ୍ରେସର ତୁଳସୀ ଯାତ୍ରା ନେଇ ପ୍ରସ୍ତୁତି ବୈଠକ, ଡିସେମ୍ବର ୧ରେ ପୁରୀ ଯିବ ଦଳ

ଭୁବନେଶ୍ୱର: ପ୍ରଦେଶ କଂଗ୍ରେସ ସଭାପତି ଶରତ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ଆସନ୍ତା ଡିସେମ୍ବର ୧ ତାରିଖରେ ପ୍ରଦେଶ କଂଗ୍ରେସ ପକ୍ଷରୁ ପୁରୀ ଶ୍ରୀକ୍ଷେତ୍ରକୁ ତୁଳସୀ ଯାତ୍ରା ଆୟୋଜିତ ହେବ । ଏହି କାର୍ଯ୍ୟକ୍ରମକୁ ସଫଳ ରୂପାୟନ କରିବା ନିମନ୍ତେ ଆଜି (ଗୁରୁବାର) ପ୍ରଦେଶ କଂଗ୍ରେସ ସଭାପତି ଶରତ…