ବଣ୍ଡି ବିଚରେ ଗୁଳିମାଡ; ୧୦ ମୃତ, ୧୬ରୁ ଅଧିକ ଆହତ
ସିଡନୀ: ଅଷ୍ଟ୍ରେଲିଆ ସିଡନୀରେ ଏକ ହୃଦୟ ବିଦାରକ ଘଟଣା ଘଟିଛି। ସିଡନୀର ସବୁଠାରୁ ଲୋକପ୍ରିୟ ବେଳାଭୂମି ମଧ୍ୟରୁ ଅନ୍ୟତମ ବଣ୍ଡି ବିଚରେ ଗୁଳିମାଡ ପରେ ଆତଙ୍କ ଖେଳିଯାଇଛି।
ଏହି ଘଟଣାରେ ଅତି କମରେ ୧୦ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ଘଟଣା ପରେ ବହୁ ସଂଖ୍ୟକ ଲୋକ ଜୀବନ…