Latest Odisha News

BREAKING NEWS

ବିବାହ କରିବେ ମିସ ୟୁନିଭର୍ସ

ମୁମ୍ବାଇ: ସେ ବଲିଉଡ କଳାକାର  ହେଉ କି ଟଲିଉଡ ର କଳାକାର ସେମାନେ ନିଜର ନିଆରା କାମକୁ ନେଇ ସୋସିଆଲ ମିଡିଆ ରେ ସବୁବେଳେ ସକ୍ରିୟ ଥାଆନ୍ତି । ସେହିପରି ବର୍ତ୍ତମାନ ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ ଏବେ ନିଜର ଏକ ମନ୍ତବ୍ୟକୁ ନେଇ ବେସ୍ ଚର୍ଚ୍ଚା ରେ ଅଛନ୍ତି । ତାଙ୍କର ଅଭିନୟର ଯାଦୁ…

ବିଜେଡିରେ ମିଶିଲେ ଡାକ୍ତର ଦେବାନନ୍ଦ ମହାପାତ୍ର

ଭୁବନେଶ୍ବର: ବିଜେଡିରେ ଯୋଗଦେଲେ ବିଶିଷ୍ଟ ବ୍ୟକ୍ତି ସୁପରିଚିତ ଡାକ୍ତର ଦେବାନନ୍ଦ ମହାପାତ୍ର । ଆଜି ଶଙ୍ଖ ଭବନରେ ସାଂସଦ ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେଡିରେ ମିଶିଲେ ଡାକ୍ତର ଦେବାନନ୍ଦ । ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ପ୍ରଭାବିତ ହୋଇ ସେ ବିଜେଡିରେ…

ଚାଇଲ୍ଡ ଟ୍ରାଫିକିଂ ମାମଲାରେ ସିବିଆଇର ଚଢାଉ, ୮ ଶିଶୁ ଉଦ୍ଧାର

ଭୁବନେଶ୍ଵର: ଶିଶୁ ଚାଲାଣ ମାମଲାରେ ରାଜଧାନୀ ଦିଲ୍ଲୀ ଏନସିଆରରେ ଜାରି ରହିଛି ସିବିଆଇ ଚଢାଉ । ଏହି ସମୟ ମଧ୍ୟରେ, ସିବିଆଇ ୭-୮ ପିଲାଙ୍କୁ ଉଦ୍ଧାର କରଛି। ଏହି ଅପରାଧରେ ସହିତ ଜଡିତ କିଛିଜଣ ଲୋକଙ୍କୁ ମଧ୍ୟ ଗିରଫ କରିଛି ଅନୁସନ୍ଧାନକାରୀ ସଂସ୍ଥା । ଶିଶୁ ଚାଲାଣ ମାମଲାରେ ଏମାନଙ୍କୁ ପଚରାଉଚରା…

ଟି୨୦ ବିଶ୍ୱକପ ପୂର୍ବରୁ ଏହି ଖେଳାଳିଙ୍କ ଖରାପ ପ୍ରଦର୍ଶନ ନେଇ ଚିନ୍ତାରେ ଟିମ ଇଣ୍ଡିଆ

ନୂଆଦିଲ୍ଲୀ: ଟି୨୦ ବିଶ୍ୱକପର ୨୦୨୪ ସଂସ୍କରଣ ଜୁନରୁ ଆରମ୍ଭ ହେବ । ଏଥିପାଇଁ ସମସ୍ତ ଦେଶ ସେମାନଙ୍କ ପ୍ରସ୍ତୁତି ଜୋରଦାର କରିଛନ୍ତି । ଭାରତରେ ଏବେ ଆଇପିଏଲ ଚାଲିଥିବାରୁ ବିଶ୍ୱକପ ପୂର୍ବରୁ ଏହା ଏକ ଭଲ ପ୍ଲାଟଫର୍ମ ସାବ୍ୟସ୍ତ ହେବ ବୋଲି ସମୀକ୍ଷକମାନେ ଆଶାୟୀ ଅଛନ୍ତି । ତେବେ ଏ ପର୍ଯ୍ୟନ୍ତ…

ଜଳୁଛି ରାଜଧାନୀ ଭୁବନେଶ୍ଵର: ଦିନ ସାଢ଼େ ୧୧ ସୁଦ୍ଧା ଭୁବନେଶ୍ବରରେ ୩୬.୨ ଡିଗ୍ରୀ

ଭୁବନେଶ୍ଵର: ଜଳୁଛି ରାଜଧାନୀ ଭୁବନେଶ୍ଵର । ଗତକାଲି ୪୩.୫ ଡିଗ୍ରୀ ତାପମାତ୍ରା ସହିତ ବିଶ୍ବର ସବୁଠାରୁ ଉତ୍ତପ୍ତ ସହର ମଧ୍ଯରେ ୧୧ତମ ସ୍ଥାନରେ ଥିଲା ଭୁବନେଶ୍ବର । ପ୍ରବଳ ଖରାରେ ଅସ୍ତବ୍ୟସ୍ତ ହେଉଛି ଜନ ଜୀବନ । ତେବେ ଗତକାଲିଠାରୁ ଆଜି ଖରା ସାମାନ୍ୟ କମିଥିବା ବେଳେ ଆଜି ଦିନ ସାଢ଼େ ୧୧…

ଆଜିଠୁ ଯୁକ୍ତ୨ ପରୀକ୍ଷା ଖାତାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ଵର: ଆଜି ଯୁକ୍ତ୨ ପରୀକ୍ଷା ଖାତାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆରମ୍ଭ ହେବ।ମାଧ୍ୟମିକ ଶିକ୍ଷା ପରିଷଦ(ସିଏଚ୍ଏସ୍ଇ) ଦ୍ୱାରା ପରିଚାଳିତ ଯୁକ୍ତ୨ ପରୀକ୍ଷାର ଦ୍ୱିତୀୟ ପର୍ଯ୍ୟାୟ ମୂଲ୍ୟାୟନ ଆଜି ତଥା ଶନିବାର ଠାରୁ ଆରମ୍ଭ ହୋଇ ଆସନ୍ତା ୨୦ ତାରିଖ ପର୍ଯ୍ୟନ୍ତ ଖାତାଦେଖା ଚାଲିବ। ଏଥିରେ…

ଜେଲ୍‌ ରୁ ବାହାରିବା ଆଶା ମଉଳିଲା, ଆସନ୍ତା ୧୮ ଯାଏଁ ନ୍ୟାୟିକ ହେପାଜତରେ ରହିବେ ମନିଷ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଆଜିବି ନିରାଶ ହେଲେ ଦିଲ୍ଲୀର ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ଏବଂ ଆମ ଆଦମୀ ପାର୍ଟି ନେତା ମନୀଷ ସିସୋଦିଆ । ତାଙ୍କ ଜାମିନ ଆବେଦନକୁ ଖାରଜ କଲେ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ । ଆସନ୍ତା ୧୮ ପର୍ଯ୍ୟନ୍ତ ତାଙ୍କ ନ୍ୟାୟିକ ହେପାଜତକୁ…

ବିଜେପି@୪୪: ଦେଶର ସବୁଠାରୁ ଲୋକପ୍ରିୟ ଦଳ ବିଜେପି

ନୂଆଦିଲ୍ଲୀ: ଆଜି ବିଜେପି ପ୍ରତିଷ୍ଠା ଦିବସ । ୪୪ ବର୍ଷରେ ପାଦ ରଖିଲା ବିଜେପି । ଦେଶ ସାରା ସମସ୍ତ ବିଜେପି କର୍ମୀ ଆଜି ଅତି ଉତ୍ସାହର ସହ ବିଜେପି ପ୍ରତିଷ୍ଠା ଦିବସ ପାଳନ କରୁଛନ୍ତି । ୧୯୮୦ ମସିହା ଏପ୍ରିଲ ୬ ତାରିଖରେ ଭାରତୀୟ ଜନତା ପାର୍ଟୀ(ବିଜେପି) ଦଳ ପ୍ରତିଷ୍ଠା କରାଯାଇଥିଲା । ଆଜି…

ଏନ୍‌ଟିପିସି ପ୍ଲାଣ୍ଟରେ ଭୟାଭୟ ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

ଅନୁଗୁଳ: ତାଳଚେର କଣିହାଁ ସ୍ଥିତ ଏନ୍‌ଟିପିସିରେ ଭୟାଭୟ ଅଗ୍ନିକାଣ୍ଡ । ପ୍ଲାଣ୍ଟ ଭିତରେ ଥିବା କନଭେୟର ବେଲ୍ଟରେ ନିଆଁ ଲାଗିଥିବା ସୂଚନା । କୋଇଲା ଡିପୋରୁ ପ୍ଲାଣ୍ଟ ଭିତରକୁ ଯାଇଥିବା କନଭେୟର ବେଲ୍ଟରେ କୋଇଲା ଯୋଗୁଁ ନିଆଁ ଲାଗିଯାଇଥିବା ଅନୁମାନ କରାଯାଉଛି । ଖବରପାଇ ଘଟଣାସ୍ଥଳରେ ୨ ଟି…

ଆସନ୍ତା ୧୬ରେ ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା, ୧୫ ରାତିରେ ରଥ ପ୍ରତିଷ୍ଠା ନେଇ ନିଷ୍ପତ୍ତି

ଭୁବନେଶ୍ୱର: ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପ୍ରସିଦ୍ଧ ରୁକୁଣା ରଥଯାତ୍ରାକୁ ଆଉ ମାତ୍ର ୧୦ ଦିନ ରହିଛି । ଏକାମ୍ର ଆରାଧ୍ୟ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ପାଇଁ ଏବେ ରଥ ଖଳାରେ ଯୋରସୋରରେ କାମ ଜାରି ରହିଛି । ଏଥିପାଇଁ ଚଳଚଞ୍ଚଳ ପୂରା ଭୁବନେଶ୍ୱର । ଲିଙ୍ଗରାଜଙ୍କ ପବିତ୍ର ରୁକୁଣା…