Latest Odisha News

ଛୋଟ ଛୁଆକୁ ମାଙ୍କଡ କଲା ଆକ୍ରମଣ..ଉପସ୍ଥିତି ବୁଦ୍ଧିରେ ବଂଚାଇଲା ନିଜକୁ

ଲକ୍ଷ୍ନୌ: ସୋସିଆଲ ମିଡିଆ ଓ ଅତ୍ୟାଧୂନିକ ଟେକ୍ନୋଲୋଜି ଅନେକ କ୍ଷେତ୍ରରେ ମଣିଷ ପାଇଁ ସହାୟ ହେଉଛି । ଉତରପ୍ରଦେଶରେ ମାଙ୍କଡଙ୍କ ଉତ୍ପାତ ବୃଦ୍ଧି ପାଇଛି । ନିକଟରେ ଗୋଟିଏ ଛୋଟ ପିଲାକୁ ମାଙ୍କଡ ଗୋଡାଇଥିଲା । ପିଲାଟି ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି ନିଜକୁ ବଂଚାଇଥିଲା । ସୋସିଆଲ ମିଡିଆରେ ଏବେ…

ଜଳିଲା ଭୁବନେଶ୍ଵର, ୧୧.୩୦ ସୁଦ୍ଧା ୩୯.୮ ଡିଗ୍ରୀ

ଭୁବନେଶ୍ଵର: ଅସହ୍ଯ ଖରାରେ ସିଝୁଛି ଓଡିଶା। ଜନଜୀବନକୁ ଅସ୍ତବ୍ଯସ୍ତ କରୁଛି ଅସମ୍ଭାଳ ଗ୍ରୀଷ୍ମ ପ୍ରବାହ ସହ ଗୁଳୁଗୁଳି। ଗତକାଲି ରାଜ୍ଯର ୨ ସହର ମାଲକାନଗିରି ଓ ବୌଦ୍ଧର ତାପମାତ୍ରା ୪୨ ଡିଗ୍ରୀ ଛୁଇଁଥିବାବେଳେ ଆଜି ଦିନ ୧୧ଟା ସୁଦ୍ଧା ଜଳିଲାଣି ରାଜଧାନୀ ଭୁବନେଶ୍ଵର । ଦିନ ୧୧.୩୦ ସୁଦ୍ଧା…

ମୋସାଦ ଶୈଳୀରେ ପାକିସ୍ତାନରେ ଭାରତ ଶତ୍ରୁ ନିପାତ କରୁଛି !

ନୂଆଦିଲ୍ଲୀ: ଇସ୍ରାଏଲର ଗୋଇନ୍ଦା ସଂସ୍ଥା ମୋସାଦ ଶୈଳୀରେ ଭାରତ ତାର ଶତ୍ରୁକୁ ପାକିସ୍ତାନରେ ନିପାତ କରୁଛି ବୋଲି ଖବର ପ୍ରକାଶ ପାଇଛି । ତେବେ ଦି ଗାର୍ଡିୟାନରେ ପ୍ରକାଶିତ ଏହି ଖବରକୁ ଭାରତ ଖଣ୍ଡନ କରିଛି । ଭାରତର ଗୋଇନ୍ଦା ବିଭାଗ ର ଏହି କାର୍ଯ୍ୟ କରୁଛି ବୋଲି ଉଲ୍ଲେଖ ରହିଛି । ପୂର୍ବରୁ…

ବ୍ରହ୍ମପୁର ବଡ ଲଢେଇ: ପ୍ରଦୀପ ବନାମ ଭୃଗୁ?

ବ୍ରହ୍ମପୁର: ବିଜେଡିର ବ୍ରହ୍ମପୁର ସରପ୍ରାଇଜ । ୧୯ରେ ବିଜେପି ପ୍ରାର୍ଥୀ, ୨୪ରେ ବିଜେଡି ସେନାପତି । ବ୍ରହ୍ମପୁର ଲଢେଇରେ ଭୃଗୁ ଟୁଇଷ୍ଟ! ଗଞ୍ଜାମ ଗଣିତ ଗୋଳମାଳ! କେତେ କାମ କରିବ ବିଜେଡି ରଣନୀତି? ପ୍ରଦୀପ ପାଣିଗ୍ରାହୀଙ୍କୁ ମାତ୍ ଦେବେ କି ଭୃଗୁ? ନା ପ୍ରଦୀପଙ୍କ ଗୋଟିରେ ହେବେ ଆଉଟ୍? କଣ…

ଗହୀରମଥାରେ ଅଲିଭରିଡ୍‌ଲେଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ, ସୁରକ୍ଷା ବ୍ୟବସ୍ଥା କଡାକଡି

କେନ୍ଦ୍ରାପଡା: ବିରଳ ଅଲିଭରିଡଲେ କଇଁଛଙ୍କ ଏନ୍ତୁଡିଶାଳ ରାଜକନିକା ଗହୀରମଥାରେ ବଂଶ ବୃଦ୍ଧି ପାଇଁ କଇଁଛଙ୍କ ଗଣ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ଦିନରେ ପ୍ରାୟ ୮୦ ହଜାର କଇଁଛ ଅଣ୍ଡାଦାନ ପ୍ରକ୍ରିୟାରେ ସାମିଲ ହୋଇଥିବା ବନ ବିଭାଗ ସୂତ୍ରରୁ ଜଣାପଡିଛି । ଗହିରମଥା ବାଲୁକା…

ଷଡଯନ୍ତ୍ର କରି କେଜ୍ରିୱାଲଙ୍କୁ ଗିରଫ କରାଯାଇଛି: ସଞ୍ଜୟ ସିଂ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସାଂସଦ ସଞ୍ଜୟ ସିଂ ଦିଲ୍ଲୀ ଅବକାରୀ ନୀତି ମାମଲାକୁ ନେଇ ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପିକୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସଞ୍ଜୟ କହିଛନ୍ତି ଯେ, ଏହା ସବୁଠାରୁ ବଡ ଦୁର୍ନୀତି । ସିଏମ ଅରବିନ୍ଦ କେଜ୍ରିୱାଲଙ୍କୁ ଫାଶରେ ପକାଇବା ପାଇଁ…

କଂଗ୍ରେସ କୁ ବଡ ଝଟକା, ହାତ ଛାଡିଲେ ପିସିସି ଉପସଭାପତି

ଭୁବନେଶ୍ବର: ମୁଣ୍ଡ ଉପରେ ସାଧାରଣ ନିର୍ବାଚନ । ଏହା ପୂର୍ବରୁ କଂଗ୍ରେସକୁ ମିଳିଛି ବଡ ଝଟକା । ଦଳ ଛାଡିଲେ ପିସିସି ଉପ ସଭାପତି ବିଶ୍ୱ ଭୂଷଣ ଦାସ । ସେ ଆଜି ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ତେବେ ସେ ଦଳ ଛାଡିବା ପଛର କାରଣ ଜଣାପଡିନାହିଁ…

ସପ୍ତମଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଲା ଆରବିଆଇ

ନୂଆଦିଲ୍ଲୀ: ଲଗାତାର ସପ୍ତମ ଥର ପାଇଁ ରେପୋ ରେଟ୍ ଅପରିବର୍ତ୍ତିତ ରଖିଛି ଭାରତୀୟ ରିଜର୍ଭ ବ୍ୟାଙ୍କ। ଆଜି ଭାରତୀୟ ରିଜର୍ଭ ବ୍ୟାଙ୍କର ମନିଟରିଂ ପଲିସି କମିଟିର ମିଟିଂରେ ଏହି ନିଷ୍ପତ୍ତି ନିଆଯାଇଛି । ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ରେପୋ ରେଟ୍ ତଥା ସୁଧ ହାର ଅପବର୍ତ୍ତିର୍ତ…

ପୁରୀ ପୋଲିସକୁ ବଡ ସଫଳତା, ଉଦ୍ଧାର ହେଲେ ୧୪୫ ନିଖୋଜ ଶିଶୁ

ପୁରୀ: ପୁରୀ ପୋଲିସକୁ ମିଳିଛି ବଡ ସଫଳତା । ୧୪୫ ଜଣ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଏହି ପିଲାମାନେ ଗତ ଦେଢ ମାସ ହେବ ନିଖୋଜ ଥିଲା । ଆଜି ସମସ୍ତ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ଉଦ୍ଧାର ପରେ ପିଲାମାନଙ୍କୁ ସେମାନଙ୍କ ପରିବାରଲୋକଙ୍କୁ…

ନବୀନଙ୍କ ଗଡରେ ବିଜେପି ଚକ୍ରବ୍ୟୂହ!

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଡରେ ବିଜେପି ଚକ୍ରବ୍ୟୁହ! ହିଞ୍ଜିଳି ଘେରିବାକୁ ଚବିଶ ପ୍ଲାନ୍! ନବୀନଙ୍କ ବିପକ୍ଷରେ ଶିଶିର ମିଶ୍ର ପ୍ରାର୍ଥୀ । ବିଜେଡିର ସବୁଠୁ ହାଇପ୍ରୋଫାଇଲ୍ ସିଟରେ ଚମକାଇବ କି ଫଳାଫଳ? ଦଳ ଗଠନ ପରଠୁ ବିଜେଡିର ଅଭେଦ୍ୟ ଦୁର୍ଗ ରହିଛି ହିଞ୍ଜିଳି । ୨୦୦୦…