ରାହୁଲ ଗାନ୍ଧୀଙ୍କ ହାତରେ କିପରି ଲାଗିଲା ନରୱଣେଙ୍କ ଅପ୍ରକାଶିତ ପୁସ୍ତକ “ଫୋର ଷ୍ଟାର୍ସ ଅଫ୍ ଡେଷ୍ଟିନି?
ନୂଆଦିଲ୍ଲୀ: ବଜେଟ ଅଧିବେଶନ ସମୟରେ, ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ପୂର୍ବତନ ସେନା ମୁଖ୍ୟ ଜେନେରାଲ ମୁକୁନ୍ଦ ନରୱଣେଙ୍କ ପୁସ୍ତକ ଉପରେ ନିଜର ମତ ପ୍ରକାଶ କରିବାକୁ ବାରମ୍ବାର ଚେଷ୍ଟା କରିଥିଲେ। ଏହି ପୁସ୍ତକଟି ବହୁତ ଦିନ ଧରି ଆଲୋଚନାର ବିଷୟ ହୋଇ ରହିଛି। ପୁସ୍ତକ “ଫୋର…