Khandagiri Jatra: ଖଣ୍ଡଗିରିରେ କେଉଁ ପାର୍ଟି କେଉଁ ଦିନ ଯାତ୍ରା କରିବ ଜାଣନ୍ତୁ..
ଭୁବନେଶ୍ୱର: ଆଉ କିଛି ଦିନ ପରେ ଖଣ୍ଡଗିରେରେ କମ୍ପିବ ଯାତ୍ରା ମହାସମର । ସବୁ ଯାତ୍ରା ପାର୍ଟି ନିଜର ସବୁଠୁ ବେଷ୍ଟ ନାଟକ ଏଠାରେ ପରିବେଷଣ କରିବେ । ତେବେ ଚଳିତ ବର୍ଷ କେଉଁ ପାର୍ଟି କେଉଁ ଦିନଠାରୁ ଯାତ୍ରା ଆରମ୍ଭ କରିବ ଆସନ୍ତୁ ଜାଣିବା ।
ଚଳିତବର୍ଷ ୭ଟି ପେଣ୍ଡାଲରେ ୧୫ଟି ଯାତ୍ରା!--StartFragment>…