Odisha Vigilance: ୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଏଏସ୍ଆଇ ଗିରଫ
ଯାଜପୁର: ଲାଞ୍ଚ ନେଉଥିବା ବେଳେ ଯାଜପୁର ଟାଉନ ଥାନାର ଏଏସ୍ଆଇଙ୍କୁ ମାଡିବସିଲା ପୋଲିସ । ଜମି ବିବାଦ ମାମଲାରେ ସାହାଯ୍ୟ କରିବା ପାଇଁ ଏକ ପାନଦୋକାନୀଙ୍କଠାରୁ ୫ ହଜାର ଟଙ୍କା ଟଙ୍କା ଲାଞ୍ଚ ନେଉଥିଲେ ଏଏସ୍ଆଇ ନନ୍ଦ କିଶୋର ଦାସ ।
ଖବର ମୁତାବକ, ପାନଦୋକାନୀ ଜଣଙ୍କ ତାଙ୍କ ଜମିର ସୀମା…