Latest Odisha News

ଶ୍ରୀମନ୍ଦିରରେ ଯାଞ୍ଚ ହେବ ‘ଅବଢା’ର ମାନ

ଭୁବନେଶ୍ବର: ତିରୁପତି ବାଲାଜୀ ମନ୍ଦିରରେ ଘଟଣାରେ ଏବେ ମହାପ୍ରଭୁଙ୍କ ଶ୍ରୀମନ୍ଦିରେ ମହାପ୍ରସାଦ ଅବଢା, ଶୁଖିଲା ଭୋଗ ଏବଂ ଏହାର ପ୍ରସ୍ତୁତିରେ ଲାଗୁଥିବା ଘିଅର ମାନ ମଧ୍ୟ ଯାଞ୍ଚ କରାଯିବ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ରାଜ୍ୟ ସରକାର । ଏଥିପାଇଁ ଆଇନ ମନ୍ତ୍ରୀ ପୃଥିରାଜ ଚୌହାନ କହିଛନ୍ତି,…

ସେନା ଅଧିକାରୀ ଓ ବାନ୍ଧବୀଙ୍କୁ ଦୁର୍ବ୍ୟବହାର: ଗିରଫ ହେଲେ ୭ ରୋଡ ରୋମିଓ

ଭୁବନେଶ୍ବର: ସେନା ଅଧିକାରୀ ଓ ତାଙ୍କ ବାନ୍ଧବୀଙ୍କୁ ରାସ୍ତାରେ ହଇରାଣ କରିବା ଘଟଣାରେ ୭ ଜଣ ରୋଡ ରୋମିଓଙ୍କୁ ଶେଷରେ ଗିରଫ କରିଛି ପୋଲିସ୍ । ଚନ୍ଦକା ପୋଲିସ୍ ୭ ଜଣଙ୍କୁ ମହିଳାଙ୍କ ଉପରକୁ ହାତ ଉଠାଇଥିବା ଘଟଣାରେ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହିତ ସେମାନଙ୍କ ମୋବାଇଲ ଓ ତା…

ଥାନା ସାମନାରେ ଆତ୍ମହତ୍ୟା ଉଦ୍ୟତ ମହିଳାଙ୍କ ସମେତ ସ୍ବାମୀ ଓ ଭାଇ ନାଁରେ ମାମଲା

ବ୍ରହ୍ମପୁର: ଗଞ୍ଜାମ ଜିଲା ଛତ୍ରପୁର ଥାନା ସାମନାରେ ମଙ୍ଗଳବାର ରାତିରେ ଝିଲି ପାତ୍ର ନାମକ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ବୁଧବାର ଏହି ଘଟଣାକୁ ନେଇ ତିନି ଜଣଙ୍କ ନାଁରେ ଛତ୍ରପୁର ଥାନାରେ ଏତଲା ରୁଜୁ ହୋଇଛି। ସେମାନେ ହେଲେ ଆତ୍ମହତ୍ୟା ଉଦ୍ୟମ କରିଥିବା ଝିଲି ଏବଂ…

ଆସିଲା ଏରୋ ସ୍ପୋର୍ଟସ ପଲିସି-୨୦୨୨: ଏୟାର ସ୍ପୋର୍ଟସରୁ ଆସିବ ଦଶ ହଜାର କୋଟି ରାଜସ୍ୱ

ଭୁବନେଶ୍ୱର: ଭାରତ ମଙ୍ଗଳବାର ଏରୋ ସ୍ପୋର୍ଟସ ପଲିସି-୨୦୨୨ ଉନ୍ମୋଚନ କରିଛି । ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ଏମ. ସିନ୍ଧିଆ ଏହାକୁ ଉନ୍ମୋଚନ କରିବା ସହ ଏହି ନୀତି(ପଲିସି) ଏରୋ ସ୍ପୋର୍ଟସରୁ ୧୦ ହଜାର କୋଟି ଟଙ୍କାର ରାଜସ୍ୱ ସୃଷ୍ଟି ହୋଇପାରିବ ।…

ଦୁଷ୍କର୍ମକୁ ପ୍ରଚାର କରୁଥିବା ‘ସଟ୍’ ବଡି ସ୍ପ୍ରେ ବିଜ୍ଞାପନ ସୋସିଆଲ ମିଡ଼ିଆରୁ ହଟାଇବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ସୋସିଆଲ ମିଡିଆରୁ ‘ଲେୟର ସଟ୍’ ବଡି ସ୍ପ୍ରେ ବିଜ୍ଞାପନ ହଟାଇବାକୁ ସୂଚନା ଏବଂ ପ୍ରସାରଣ ମନ୍ତ୍ରାଳୟ ଟ୍ୱିଟର ଓ ୟୁଟୁବକୁ ନିର୍ଦ୍ଦେଶ ଦେଇଛି । ଏହି କମ୍ପାନୀର ଦୁଇଟି ଭିଡିଓ ନିକଟରେ ରିଲିଜ ହୋଇଥିଲା । ଯାହା ଟ୍ୱିଟର ଓ ୟୁଟୁବରେ ରିଲିଜ କରାଯାଇଥିଲା । ଅଶ୍ଳୀଳତା ଭରି ରହିଥିବାରୁ…

ଖରା ଛୁଟି ପାଇଁ ପଶ୍ଚିମବଙ୍ଗ ଦୁଇ ଭାଗ, ନୂଆ ରାଜ୍ୟ ଦାବି

କୋଲକାତା: ଖରା ପାଇଁ ପଶ୍ଚିମବଙ୍ଗ ଦୁଇ ଭାଗ ହୋଇଗଲାଣି । ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଜୁନ୍ ୧୫ ଯାଏଁ ସ୍କୁଲ ଗୁଡ଼ିକୁ ଖରା ଛୁଟି ଘୋଷଣା କରିଛନ୍ତି । ଏହି ଛୁଟି ସର୍କୁଲାର ଜାରି ହେବା ପରେ ରାଜ୍ୟ ବିଭାଗୀକରଣ ରାଜନୀତି ଆରମ୍ଭ ହୋଇଯାଇଛି । ଏହି ସର୍କୁଲାର ରାଜ୍ୟକୁ ଦୁଇ ଭାଗରେ ବିଭକ୍ତ…

ଭାରତ-ଚୀନ ସୀମା ବିବାଦର ୯ମ ବୈଠକରେ ବାହାରିଲା କି ସମାଧାନର ସୂତ୍ର ?

ନୂଆଦିଲ୍ଲୀ: ଦୀର୍ଘ ୯ ମାସ ଧରି ଲଦାଖର ପୂର୍ବ ଭାଗରେ ଭାରତ ଓ ଚୀନ ସେନା ମୁହାଁମୁହିଁ ଅବସ୍ଥାରେ ଥିବା ବେଳେ ଗତକାଲି ହୋଇଥିବା ୯ମ ବୈଠକରେ ସମାଧାନର ସୂତ୍ର ବାହାରିଥିବାର ସଂକେତ ମିଳିଛି । ଏହି ବୈଠକ ପରେ କୁହାଯାଇଛି ଯେ, ହୋଇଥିବା ଆଲୋଚନା ସକରାତ୍ମକ, ବାସ୍ତବାଦୀ ଓ ଗଠନମୂଳକ ଥିଲା । ଏହା…

ଫେବ୍ରୁଆରି ୧ ରେ ଚାଷୀ ସଂଗଠନ ପାର୍ଲାମେଣ୍ଟ ଚାଲ୍ ଅଭିଯାନ

ନୂଆଦିଲ୍ଲୀ: ତିନି କୃଷି ଆଇନ ପ୍ରତ୍ୟାହାର ଦାବିରେ ଅଟଳ ଥିବା ଚାଷୀମାନେ ଆଜି କେନ୍ଦ୍ର ସରକାରକୁ ଆଉ ଏକ ବଡ ଚେତାବନୀ ଦେଇଛନ୍ତି । ଆସନ୍ତା ଫେବ୍ରୁଆରି ୧ ରେ ସାଧାରଣ ବଜେଟ ସଂସଦରେ ଉପସ୍ଥାପନ ହେବାର ଅଛି । ସେହି ଦିନ ସଂସଦ ଚାଲ୍ ଡାକରା ଦେଇଛନ୍ତି ସେମାନେ । ଦେଶର ବିଭିନ୍ନ ସ୍ଥାନରୁ…

ଓଡ଼ିଶାର ପ୍ରତିଟି ରାସ୍ତାଘାଟ, ରେଲୱେ ଷ୍ଟେସନରେ ମଧ୍ୟ ଶୁଭିଲା ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ

ଭୁବନେଶ୍ୱର: କରୋନା ଯୋଦ୍ଧାଙ୍କ ତ୍ୟାଗ ଓ କର୍ତ୍ତବ୍ୟକୁ ସମ୍ମାନ ଜଣାଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନୁରୋଧ କରିଥିଲେ ଶନିବାର ସନ୍ଧ୍ୟାରେ ‘ବନ୍ଦେ ଉତ୍କଳ ଜନନୀ’ ସଙ୍ଗୀତ ଗାନ କରିବାକୁ ।ଓଡ଼ିଶାର କରୋନା ଯୋଦ୍ଧାଙ୍କୁ ସମ୍ମାନ ଜଣାଇ ରାଜ୍ୟର ଅଧିକାଂଶ ଜନସାଧାରଣ ନିଜ ଘରେ, ବଜାର…

ଓଡିଶା ସମ୍ବାଦ, ଓଡିଶା ବାଇଟ୍ସର ଲକ୍‌-ଡାଉନ୍ ରେସିପି: ମେ’୧୭କୁ ବଢିଲା ସମୟସୀମା

ଭୁବନେଶ୍ୱର: ବଢିଲା ଲକ୍‌-ଡାଉନ୍ ଅବଧି । ଲକ୍‌-ଡାଉନ୍ ରେସିପିକୁ ଓଡିଶା ସମେତ ସାରା ଦେଶରୁ ମିଳିଛି ଭରପୁର ପ୍ରଶଂସା ସହ ସକରାତ୍ମକ ପ୍ରତିକ୍ରିୟା । ଏଥିରେ ସାମିଲ ହେବା ନେଇ ଲୋକଙ୍କ ଆଗ୍ରହ ଦିନକୁଦିନ ବଢିବାରେ ଲାଗିଛି । ଲୋକଙ୍କ ଅନୁରୋଧକୁ ରକ୍ଷା କରି ଶୋ’ ରେ ଭିଡିଓ ଓ ଫଟୋ ପଠାଇବାର ସମୟ…