Latest Odisha News

BREAKING NEWS

ଭାଷା ଭାଗବତ : ଦିବାସ୍ୱପ୍ନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶୁଣିଲେ କଥା ଦୁଇ ପଦ ଆରଂଭ କରିଲେ ବିବାଦ ପ୍ରସଂଗ ହୁଏ ଆପେ ଗୌଣ ବୁଝଂତି ଆମ ନେତାଗଣ ବିବୃତିଦାତା ଯେତେ ନେତା ନ କରି ମୂଳ ଚୂଳ ଚିଂତା ଭାଂଗିଲେ ସୁଦ୍ଧା ନିରବତା ଫଳଦାୟୀ ହୁଏନି କଥା ଏତେ ଅଧିକ କହି, କହି…

ଭାଷା ଭାଗବତ : ବୁଢ଼ାଲୋକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବୁଢ଼ାଲୋକଂକୁ ' ଧୈର୍ଯ ଧର ' କହିବା ଅଭ୍ୟାସ ଯାହାର ତାହାର କାଳ, ପାତ୍ର ଜ୍ଞାନ ହୁଏନି କେବେ ପରିଚ୍ଛନ୍ନ ଯୁବକମାନେ ଏତେ ବ୍ୟସ୍ତ ଯେ, ଅଛି ହେବା ପାଇଁ ଅସ୍ତ ତାହାର ମୁଖ୍ୟ ପ୍ରୟୋଜନ କେବେ ନ କରଂତି ପୂରଣ କେବଳ ଥାଇ,…

ଭାଷା ଭାଗବତ : ଶିକ୍ଷା ନିରଂତର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଆଗ ପୂରୁ ମୋ ଜ୍ଞାନ-କୁଂଭ ତା'ପରେ ହେବ କାର୍ଯାରଂଭ ହେବି କି ହେବିନାହିଁ ଗୁରୁ ଶିଷ୍ୟପଣ କେବେ ନ ସରୁ ସବୁବେଳେ ଶିଖିବି ଆଉ ଜୀବନ ମୋର ସରିଯାଉ ବଢ଼ୁଥାଉ ଜ୍ଞାନର ଭାଉ ଜ୍ଞାନାଂତ କେବେ ବି ନ ହେଉ ଦେଖାଇବି ଓ ଚଖାଇବି…

ଭାଷା ଭାଗବତ : ପକ୍ଷୀଂକର ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପକ୍ଷୀର ଭାଷା ଆନୁଗତ୍ୟ ହୁଏନି କେବେ ବିଚଳିତ କେକା, କୁହୁ ଆଉ କାକଳି କେବେ ନ ଯାଆଂତି ବଦଳି ପକ୍ଷୀ ତ ବିଶ୍ବ-ପର୍ଯଟକ ସବୁଠି ରଖେ ଭାଷା ଟେକ ଚିଁଚାଁ, କାଆକାଆ ଓ କୁହୁ ଯାହା ଯେମିତି ହୋଇଥାଉ ସବୁଠି ଚଳାଇ ତା ଭାଷା…

ଭାଷା ଭାଗବତ : ବ୍ୟଥାହତ ବ୍ୟକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ' ତର୍କରେ ହୋଇଲେ ବିଜୟୀ ଚଳିଲେ ନିଜ ଅନୁଯାୟୀ ସଂପର୍କ ହୁଏନାହିଁ ସ୍ଥାୟୀ ତର୍କଶୀଳ ହିଁ ହୁଏ ଦାୟୀ ବିଶ୍ବାସ-ନିର୍ଭର ସଂପର୍କ ପାଇଁ ଅଲୋଡ଼ା ଯୁକ୍ତିତର୍କ ଏତିକି ବୁଝିଗଲେ ଜଣେ ନିଜ ଇଚ୍ଛାକୁ ତୁଚ୍ଛ ମଣେ ସ୍ବେଚ୍ଛାଚାଳିତ…

ଭାଷା ଭାଗବତ : ସଂସ୍କୃତି ସଂରକ୍ଷଣ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ ଅସଲି କର୍ତବ୍ୟ ପାସୋରି ଦରକାରୀ କାମ ନ କରି ବାରଂବାର ଗଲେ ବି ହାରି ଦାୟିତ୍ୱ ରହୁନି କାହାରି ଅଜାଗାରେ କରି ଗୁହାରି ନିଜ କାମ ନିଜେ ନ କରି ରହିଛୁଁ ଯେହେତୁ ନିଷ୍କ୍ରିୟ ହେଉନି ମନେ ଜ୍ଞାନୋଦୟ ସଂସ୍କାର ଶିଖାଇବା ପାଇଁ…

ଭାଷା ଭାଗବତ : ଜ୍ଞାନାଂଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷାଟେ ନ ହେଲେ ଲିଖିତ ତହିଁରେ ଭାବନା ରଚିତ ଅଥବା ସୂଚନା ସଂଚିତ ହୋଇପାରେନି ସ୍ବୟଂକୃତ ଭାଷାରେ ଥିଲେ ବି ସାହିତ୍ୟ ବିବିଧ ବିଷୟକ ଗ୍ରଂଥ ଯଦି ତା ହୁଏନି କଥିତ କାଳକ୍ରମେ ହୁଅଇ ମୃତ ଏହି ପ୍ରକ୍ରିୟା ଅନୁଯାୟୀ…

ଭାଷା ଭାଗବତ : ଶବ୍ଦ ସୂତ୍ରାବଳି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦଗଠନ ସୂତ୍ରାବଳି ମନରେ ରଖିଲେ ସଂଭାଳି ଶିକ୍ଷାର୍ଥୀ ସହିତ ଶିକ୍ଷକ ହୁଅଂତି ଜ୍ଞାନ ଉପାସକ ଆକାଶ, ପ୍ରକାଶ, ବିକାଶ ' କାଶ ' ହିଁ ଶବ୍ଦର ଶେଷାଂଶ ଉତ୍କଟ, ପ୍ରକଟ, ବିକଟ ' କଟ ' ହିଁ ଉତ୍‌, ପ୍ର, ବି ନିକଟ ଏହା ତ…

ଭାଷା ଭାଗବତ : ଫୋନ୍‌ ସଂପୃକ୍ତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତ୍ୟଧିକ ଫୋନ୍‌ ସଂପୃକ୍ତି କମାଇଥାଏ ଚିଂତା ଶକ୍ତି ସର୍ବଦା ବିଚଳିତ ମତି କରେ ବ୍ୟକ୍ତିର ଖୁବ୍‌ କ୍ଷତି ଦିନକୁ ଘଂଟାଏ କେବଳ ଫୋନ୍‌ ସହିତ ଚାଲୁ ଖେଳ ଜୀବନ ସହ ରହୁଁ ଲାଖି ବହୁ କଥା ପାରିବା ଶିଖି ନିର୍ଜୀବ ଯଂତ୍ର…

ଭାଷା ଭାଗବତ : ଜିଇଁବା ନିତ୍ୟକର୍ମ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂସାରେ ରହି ଅଛୁଁ ପଡ଼ି ଜିଇଁବା ଦେଇଅଛୁଁ ଛାଡ଼ି ଏଠି ସେଠି ସର୍ବଦା ଗଡ଼ି ପାରୁନୁ ବଢ଼ି କିଂବା ଉଡ଼ି ପବନ, ବର୍ଷା ଆସେ ମାଡ଼ି ତେବେ ବି ଚଳାଇଲେ ଗାଡ଼ି ଝଡ଼ରୁ ପାରିବା ମୁକୁଳି ସଂସାର ହେବ ପୂର୍ବ ଭଳି ହୋଇ ଝଡ଼ର…