Latest Odisha News

BREAKING NEWS

ଭାଷା ଭାଗବତ : ଆଶା ପ୍ରିୟ ସଖା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ କରିଲେ ପସଂଦ ମନରେ ରହେନାହିଁ ଦ୍ବଂଦ୍ବ ଉତ୍କୃଷ୍ଟ ହେଉ ଅବା ମଂଦ ଲେଖକ ସ୍ବଭାବେ ସ୍ବଚ୍ଛଂଦ ଅଶେଷ ଧୈର୍ଯବଂତ ହୋଇ ଯେ ସତେ ପ୍ରତୀକ୍ଷା କରଇ ମିଳୁ, ନ ମିଳୁ କିଛି ଫଳ ଆଶା ହିଁ ତାହାର ସଂବଳ ଲେଖୁଛିଁ, ପାରୁଛିଁ…

ଭାଷା ଭାଗବତ : ସ୍ମୃତିବାସୀ ମଣିଷ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏ ଭାଗବତ ଭକ୍ତିଗୀତ ଲେଖି, ଗାଇ ମୁଁ ଉପକୃତ ହୋଇଚାଲିଛିଁ ନିରଂତର ତେଣୁ ହୋଇନି ହରବର ଏହା ଏକାଂତ ବ୍ୟକ୍ତିଗତ ମୁଁ ନିଜେ ଜାଣିଥିବା ସତ ହେଉ କି ନ ହେଉ ସ୍ବୀକୃତ ନୁହେଁ ମୁଁ ତିଳେ ବିଚଳିତ ଭାଷାକୁ ବ୍ରହ୍ମ ରୂପେ ଜାଣି…

ଭାଷା ଭାଗବତ : ସ୍ବକର୍ମତତ୍ପର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ କରିଲେ ସ୍ବୀକାର ତାହା ସର୍ବୋଚ୍ଚ ପୁରସ୍କାର ଲେଖକ ସହିତ ପାଠକ ଯୋଡ଼ଂତି ନିର୍ମଳ ସଂପର୍କ ଅଭ୍ୟାସ ନାମକ ବଂଧନ ବ୍ୟକ୍ତିକୁ କରିଥାଏ ନ୍ୟୂନ ଯାହାଂକୁ ଯାହା ଲାଗେ ଭଲ କରି ହୁଅଂତି କଲବଲ…

ଭାଷା ଭାଗବତ : ପ୍ରକୃତି ବିଧାନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମ୍ପର୍କ୍କିତ କି ସଂପର୍କିତ ସମ୍ବର୍ଦ୍ଧିତ କି ସଂବର୍ଧିତ ବାଛିଲେ ଦ୍ବିତୀୟ ପ୍ରକାର ଲିପିର ଗତି ଦ୍ରୁତତର ହେବାର ଅଛି ସଂଭାବନା ତେବେ ବି ହେଉନାହିଁ ଘେନା ମନରେ କେଉଁ ଦୁର୍ଭାବନା ରଖି କରିଚାଲିଛୁଁ ମନା ଯେ କେହି…

ଭାଷା ଭାଗବତ : ସତ୍ୟର ଉପାସକ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସତ କହ, ଅବା ନ କହ ସତ୍ୟାନୁଭୂତି ସହ ରହ ସତ୍ୟକୁ ପାରେ ଯିଏ ସହି ନିରବ ହୋଇ, ଥାଏ ରହି ନ କଲେ ସତ୍ୟର ପ୍ରଚାର ପ୍ରତ୍ୟେକ ବ୍ୟକ୍ତି ଆବିଷ୍କାର କରିବେ ନିଜ ନିଜ ସତ୍ୟ ରହିବେ ସତ୍ୟର ସହିତ ସତ୍ୟ ତ ଏମିତି ଚୁଂବକ…

ଭାଷା ଭାଗବତ : ରେଫ ତଳେ ଯୁଗ୍ମାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଯୁଗ୍ମାକ୍ଷରରେ ରେଫ ଚିହ୍ନ ଦେବାକୁ ନାହିଁ ତ ବାରଣ ବଳୁଛି ଯାହାଂକର ମନ କରଂତୁ ଏପରି ଲିଖନ: ଦୁର୍ଗ୍ଗନ୍ଧ, ନିର୍ଜ୍ଜନ, ନିର୍ଦ୍ଧନ ଦୁର୍ନ୍ନାମ, ନିର୍ବ୍ବନ୍ଧ, ଦର୍ପ୍ପଣ ନିର୍ଲ୍ଲଜ ଅଥବ ନିର୍ମ୍ମଳ ନିଜେ ବୁଝଂତୁ ଫଳାଫଳ…

ଭାଷା ଭାଗବତ : ଦଗ୍‌ଧ ସ୍ବଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୂର ବା ନିକଟ ଅତୀତ ଏଠାରେ ନିତି ଉପାସିତ କିଂତୁ ଚଳିତ ବର୍ତମାନ ପ୍ରତ୍ୟହ ସହେ ଅପମାନ ଚଳିତ ସମୟକୁ ଗାଳି ଦେଇ ଲୋକେ ପାରଂତି ଚଳି କରଂତି ଅତୀତ ବଂଦନା ଏ କାମ ଭଲ ରୂପେ ଜଣା ନ ଥିଲେ ସୁଦ୍ଧା ନୂଆ ଜ୍ଞାନ ଉଦ୍‌ଗାରି…

ଭାଷା ଭାଗବତ : ମତ ସମନ୍ବୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କାହାର ମତର ଗୁରୁତ୍ବ ନ ହେଲେ ମୋର ଅନୁଭୂତ ମୁଁ ହୁଏଁନାହିଁ ସହମତ ଅଥବା ମିଛେ ବିଚଳିତ ମତ ନ କଲେ ବିଶ୍ଳେଷଣ ମିଳେନି ତଥ୍ୟଭରା ଜ୍ଞାନ ତାହା ବିରୋଧ, ସମର୍ଥନ କରିବା ହୁଏ ଅକାରଣ ଅନ୍ୟର ମତର ପ୍ରଭାବ ମୁଁ କଲେ ସ୍ପଷ୍ଟ…

ଭାଷା ଭାଗବତ : ଭାଷାସଖା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନନୁମେୟ ଏ ପ୍ରକୃତି ଦେଖୁଥିଲେ ହେଁ ଲୋକେ ନିତି କରଂତି ଭବିଷ୍ୟ ଗଣନା ଲାଗୁ ହୋଇନି କଟକଣା ' ଏହା କଲେ, ତାହା ହିଁ ହେବ ' ମନରେ ରଖି ଏହି ଭାବ ପ୍ରତ୍ୟହ ହେଉଁ ପରାଜିତ ତେବେ ବି ବଦଳୁନି ମତ ପ୍ରାପ୍ତିର ଆଶା ରଖି କାମ…

ଭାଷା ଭାଗବତ : ଧନୀ ଲୋକର କୁଂଠା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଧନୀ ଓ ଜ୍ଞାନୀଂକର କୁଂଠା ସହ ରହେନି ଭାଷାନିଷ୍ଠା ବୃଥା ହୁଏ ସମସ୍ତ ଚେଷ୍ଟା କେହି ନୁହଂତି ଦୂରଦ୍ରଷ୍ଟା ବାସ୍ତବତାରୁ ହୋଇ ଚ୍ୟୁତ ସେମାନେ ଅତି ଉଲ୍ଲସିତ ହୋଇ ରହଂତି ଆତ୍ମଲୀନ ଦେଖଂତି ଅଳୀକ ସପନ ଅନୁକରଣକାରୀ ହେଲେ…