Latest Odisha News

BREAKING NEWS

ଭାଷା ଭାଗବତ : ମତ ନୁହେ ଦୀର୍ଘଜୀବୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମନରୁ ତଡ଼ି ସବୁ ଡର ନିଜର କାମ ନିଜେ କର ଅନ୍ୟ ଲୋକଂକ ମତାମତ ନ କରୁ ଆଉ ବିଚଳିତ ' ମତ ନୁହଇ ଦୀର୍ଘଜୀବୀ ' ଏହି ସତ୍ୟକୁ ମନେ ଭାବି ସଂସାରେ ଛାଡ଼ିଗଲେ କୃତି ଘଟିବ ଭାଷାର ଉନ୍ନତି ପ୍ରତିଭା ସହ ଯୋଡ଼ି ନିଷ୍ଠା କରିଲେ…

ଭାଷା ଭାଗବତ : ପୁନର୍ଲିଖନ କରି କରି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପୁନର୍ଲିଖନ କରି କରି ସବୁ ସମୟ ଦେଲେ ସାରି ମନରେ ନୂତନ ଭାବନା ପଶିବା ପାଇଁ କରେ ମନା ପୁନର୍ଲିଖିତ ବାକ୍ୟାବଳି ଲେଖି ଯେ ସୁଖେ ଯାଏଚଳି ଆବିଷ୍କାର କି ଉଦ୍‌ଭାବନ ତା ପାଇଁ ହୁଏ ଦିବାସ୍ୱପ୍ନ ହାତକୁ ମିଳେନି ବିଶ୍ରାମ…

ଭାଷା ଭାଗବତ : ଅଶେଷ କ୍ଳେଶ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନାମ ସାଂବାଦିକଗଣ ଯାହା ଲେଖଂତି ପ୍ରତି ଦିନ ତାହା ହିଁ ଅଧିକ ପଠିତ ହେଉଛି, ଏହା ପୂରା ସତ ଲେଖକ ନାମ ଦେଖି କେହି ପଢ଼ଂତିନାହିଁ ଯେଣୁ ବହି ସଂସ୍ଥାର ଅଜଣା ଲେଖକ ରଖଂତି ସ୍ବଭାଷାର ଟେକ ସବୁ କଥା ଜାଣିବା ପାଇଁ ଦୈନିକ…

ଭାଷା ଭାଗବତ : ଓଡ଼ିଆର ସ୍ଥିତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଏଠି ମରିବା ପରେ ଯାଇ କେହି ସମ୍ମାନ ପାରେ ପାଇ ଅନୁକରଣ କରି କରି ଓଡ଼ିଆ ଯାଉଛି ବିସ୍ମରି ଅତି ଅଧିକ କଥା କହି ଯେ ପାରେ ଉଲ୍ଲସିତ ହୋଇ କରିପାରେନି କିଛି କାମ ବୃଥା ପାଟିର ପରିଶ୍ରମ ପୁନର୍ଲିଖନ ବାରଂବାର ହେବାରୁ ଓଡ଼ିଆ…

ଭାଷା ଭାଗବତ : ପାଠ ସଂପାଦନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲିଖିତ ପାଠ ସଂପାଦନ ପୂର୍ବରୁ କରିଲେ ମୁଦ୍ରଣ ତହିଁର ବହୁବିଧ ତ୍ରୁଟି ପୃଷ୍ଠାରେ ଦିଶଇ ଉକୁଟି ତ୍ରୁଟି-ପୂରିତ ଛାପା ପାଠ ପହଂଚେ ପାଠକ ନିକଟ ଏପରି ତ୍ରୁଟିର ପ୍ରସାର ଭାଷା ପାଇଁ ଅହିତକର କରିଲେ ଆତ୍ମସଂଶୋଧନ…

ଭାଷା ଭାଗବତ : ଜ୍ଞାନ ନୁହେ ସ୍ଥିର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ କୌଣସି ଜ୍ଞାନ ନୁହେ ସ୍ଥିର ବଦଳୁଥାଏ ନିରଂତର ଏ ସତ୍ୟ ନ କଲେ ସ୍ବୀକାର ହୋଇବା ଅଜ୍ଞାନ ପ୍ରବର ବଦଳିଯିବା ପାଇଁ ଡର ମନରେ କରେ ଯଦି ଘର ମଣିଷ ହୁଏନି ତତ୍ପର କରେନି କିଛି ଆବିଷ୍କାର କୌଣସି ପ୍ରଶ୍ନ ନ ପଚାରି ଆଗ କି ପଛ…

ଭାଷା ଭାଗବତ : ଜ୍ଞାନର ବିସ୍ତାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଫା କରିବା ଭଳି କର୍ମ ହେଲେ ହେଁ ସର୍ବୋତ୍ତମ ଧର୍ମ ନ ବୁଝିପାରି ତା'ର ମର୍ମ ଆମେ ହିଁ ହେଉଁ ନରାଧମ ଯେତେ କହିଲେ ସୁଦ୍ଧା କଥା ବଦଳୁନାହିଁ ବାସ୍ତବତା ଆମର ଏପରି ଅବସ୍ଥା ବଢ଼ାଇ ପାରୁନାହିଁ ଆସ୍ଥା ମଣିଷ ହୁଏ ଯଦି…

ଭାଷା ଭାଗବତ : ଯଶେଷଣା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ପାଠକେ ନ କଲେ ଆଦର ଲେଖକ ଲୋଡ଼େ ପୁରସ୍କାର କରେ ଯାହା ବି ଦରକାର ଏମିତି ଦଶା ସାହିତ୍ଯର ନିଜର ଲେଖାକୁ ବିଶ୍ବାସ ନ କରି, ହୁଏ ଯେ ହତାଶ ଛପା ହେଲେ ବି ତା'ର ବହି ପାଠକ ଖୋଜି ପଢ଼େନାହିଁ ଅତି ଅଧିକ ଯଶେଷଣା କରି ଲେଖକ…

ଭାଷା ଭାଗବତ : ଅତି ପ୍ରୀତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅତି ଆଲୋକ କରେ ଅଂଧ ଅତି ଚିଂତନ ଯୋଗୁଁ ଦ୍ବଂଦ୍ବ ଅତି ଗର୍ଜନ କରେ କାଲ ଅତି କଦାପି ନୁହେ ଭଲ ଅତି ଜ୍ଞାନରୁ ଜାତ ଗଉଁ ଅତି ଧନରୁ ଦୁଃଖ ପାଉଁ ଅତିକୁ କରିଲେ ବର୍ଜନ ସଂଭବ ପ୍ରଶାଂତି ଅର୍ଜନ ଅତିର ପରିଣାମ ଇତି ଯଦିଓ…

ଭାଷା ଭାଗବତ : ଏପରି ଦୁର୍ଦଶା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଳ୍ପ ଥିଲେ ବି ପାରେ ଚଳି ନିଜର ଚରିତ୍ର ସଂଭାଳି ନିଜକୁ ପାରେନାହିଁ ବିକି ଏପରି ଜଣେ ବି ଅଛି କି ? ସ୍ବାଧୀନ ହେଲେ ସୁଦ୍ଧା ଦେଶ ଯେଉଁମାନେ କରଂତି ବାସ ସେମାନେ ହୋଇ କିଣାଦାସ ପାଆଂତି ବିକୃତ ଉଲ୍ଲାସ ଭାଷାରେ ସ୍ପଷ୍ଟ…