ଭାଷା ଭାଗବତ : ତୃପ୍ତି ପରିପୂର୍ଣ ମନ
ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ
ନିଜକୁ ନିଜେ କରି ନାଶ
ଅନ୍ୟକୁ ଦେଇଥାଉଁ ଦୋଷ
ସରଳ କରିଦେଲେ ଭାଷା
ବଢ଼ାଏ ବିଶ୍ବାସ ଭରସା
ଅଧିକ ଶବ୍ଦ ବ୍ୟବହାର
କରଇ ଭାବନା ସଂହାର
ଅଳପ ଶବ୍ଦ, ବେଶି ଅର୍ଥ
ରହିଲେ ରଚନା ଅବ୍ୟର୍ଥ
କେବେ ନ ହୋଇ କେହିଜଣେ
ରହିବା ହୋଇ ଜଣେ, ଜଣେ
ଯାହାର…