Latest Odisha News

BREAKING NEWS

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବୁଝିଲେ 'ଈଶ୍ବର'ର ଅର୍ଥ ଜ୍ଞାନ ହୋଇପାରେନି ବ୍ୟର୍ଥ ଈଶ୍ବରମୟ ଏହି ବିଶ୍ବ ନୁହେ, ନ ଥିଲା କେବେ ନିଃସ୍ବ ଲୋକଂକୁ ଈଶ୍ବରାନୁଭୂତି ଦେଲେ ହେଁ ସମଗ୍ର ପ୍ରକୃତି ତାଂକୁ ମଣିଲେ ବସ୍ତୁ, ବ୍ଯକ୍ତି ଘଟଇ ସୁଜ୍ଞାନର କ୍ଷତି…

ଭାଷା ଭାଗବତ : ସମୁଦ୍ର ଓ ପାଣି

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସମୁଦ୍ର ରଖିନି ହିସାବ କେତେ ଜାହାଜ, କେତେ ନାବ ରହଂତି ସଦା ବୁଡ଼ି, ଭାସି କେବେ ବି ଯାଆଂତିନି ମିଶି ସିଂଧୁକୁ ସର୍ବଦା ଅଜଣା କେତେଟା ନଦୀ ଓ ଝରଣା ତାହା ଭିତରେ ହେଲେ ଲୀନ ବାସ୍ତବ ଅର୍ଥରେ ନିଶ୍ଚିହ୍ନ ତଥ୍ୟର ଆଦାନ…

ଭାଷା ଭାଗବତ : ଭାଷାକୁ ଅନାଦର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଦୀପାବଳି ହେଲା ଦୀୱାଲି ଜାଣିନାହିଁ କେବେ କିଭଳି ଅଜଣା ଶବ୍ଦଟେ ଆସିଲା ଆମର ଭାଷାରେ ପଶିଲା ଆପଣା ଶବ୍ଦକୁ ଛାଡ଼ିଲେ ଅଭିନବ ଶବ୍ଦ ଯୋଡ଼ିଲେ ନିଜର ଭାଷାକୁ ଆଦର ହୋଇଗଲା ମନୁ ପାସୋର ଏତେଟେ ପ୍ରଭାବ ଗ୍ରହଣ କରିଲେ…

ଭାଷା ଭାଗବତ : ଅନାବଶ୍ୟକ ଯୁକ୍ତାକ୍ଷର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅଭ୍ୟାସ ନ ପାରିଲେ ଛାଡ଼ି ସ୍ବଭାଷା ପାରିବନି ବଢ଼ି ଅନାବଶ୍ୟକ ଯୁକ୍ତାକ୍ଷର ଶୀଘ୍ର କରିବା ପରିହାର ଶବ୍ଦର ବିବିଧ ପ୍ରକାର ବନାନ ନୁହେ ଦରକାର ଶବ୍ଦ ହୋଇଲେ ବହୁରୂପୀ ପାରେନି ବେଶି ଦୂର ବ୍ୟାପି ସୀମିତ ବ୍ୟବହାର କ୍ଷେତ୍ର…

ଭାଷା ଭାଗବତ : ଭାଷାର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ 'ଭାଷା ଭାଗବତ' ପରିବର୍ତନ ନିରଂତର ଅଟଇ ଚରିତ୍ର ଭାଷାର କିଛି ବି ନୁହେ ଏଠି ସ୍ଥାୟୀ ବଦଳେ କାଳ ଅନୁଯାୟୀ ଚିତ୍ର ଓ ଅକ୍ଷର ମଧ୍ୟରେ କେତେ ଯେ ଭେଦ ଥାଇପାରେ କରିଲେ ତାହା ଅଧ୍ୟୟନ ବୁଝିବା ସ୍ପଷ୍ଟ ଭାଷା ଜ୍ଞାନ ସଂପୂର୍ଣ ଭାଷାର ସଂସାର…

ଭାଷା ଭାଗବତ : ସହଯୋଗ ଲୋଡ଼ା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଏ ଭାଷା ହେଲେ ହେଁ ବଳିଷ୍ଠ ଲୋକେ ହିଁ କରୁଛଂତି ନଷ୍ଟ ସହିଲେ ଅଳ୍ପ ଟିକେ କଷ୍ଟ ସୁଗୁଣ ହେବ ପରିଦୃଷ୍ଟ ରହିବା ସ୍ବଭାଷା ସହିତ ନିଶ୍ଚୟ ହେବ ସର୍ବହିତ ଆମ ହାତରେ ଭବିଷ୍ଯତ ହୋଇପାରିବ ସୁରକ୍ଷିତ ଏ ନୁହେ ଜଣକିଆ କାମ ଅନେକେ କରି…

ଭାଷା ଭାଗବତ : ତ୍ରୁଟି ଓ ପ୍ରମାଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅତି ଶୁଦ୍ଧତାପ୍ରେମୀ ହୋଇ ବାସ୍ତବ ଭାଷାକୁ ଲୁଚାଇ ରଖଂତି ଅନେକ ଲେଖକ ରହେନି ସ୍ବଭାଷାର ଟେକ ଲୋକ ତୁଂଡରୁ ଯେଉଁ ଶବ୍ଦ ବାହାରି ହୁଏ ବାକ୍ୟ, ପଦ ତହିଁରେ ନ ଥିଲେ ଶୃଂଖଳା ବୁଡ଼େନି ସ୍ବଭାଷାର ଭେଳା ଶୁଦ୍ଧ, ଅଶୁଦ୍ଧ ମିଶାମିଶି ଭାଷାରେ…

ଭାଷା ଭାଗବତ : ଆମେ ଭାଷାଘାତୀ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଅଜବ ଓଡ଼ିଆ ସଂତାନ ଇଂଲିଶ୍‌ ଲେଖି ପ୍ରତି ଦିନ ଦେଖାଂତି ସ୍ବଭାଷା ପୀରତି ଅବୋଧ୍ୟ ଅଟେ ଏହି ରୀତି ଓ. କେ. ନ ଲେଖି, ଲେଖୁଁ O K ନ ଭାବି ଥରେ ଅଳ୍ପ ଟିକେ ଦୁଇଟି ଲିପିର ମିଶ୍ରଣ କେବେ ବି ନୁହେ ସମୀଚୀନ ବହୁ ଭାଷାରୁ ଶବ୍ଦ ନେଇ ନିଜ…

ଭାଷା ଭାଗବତ : ଅନୁଭୂତ ସତ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ସ୍ବାନୁଭୂତିରୁ ଜାତ ସତ୍ୟ ଯୋଗୁଁ ସଭିଏଁ ଉପକୃତ ସବୁଠି ନ ହେଲେ ସଂପୃକ୍ତ ମୁକୁଳା ହୁଏ ସିଧା ପଥ ଅନ୍ୟ ଲୋକଂକ ମତାମତ ପଢ଼ି ନ ହେଲେ ବିଚଳିତ ଚିଂତା ହୋଇବ ବ୍ୟବସ୍ଥିତ ବ୍ୟକ୍ତି ବି ହେବ ସୁନିଶ୍ଚିତ ମଥାରେ ଭରି ଆବର୍ଜନା ସର୍ବଦା ହେଲେ…

ଭାଷା ଭାଗବତ : ବହିର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାର ଯେଉଁପରି ରୁଚି ସେ ଯଦି ତାହା ହିଁ କରୁଛି ଅପୂର୍ବ ବହିର ସଂସାର ବିନଷ୍ଟ ହେବ ଅତି ଶୀଘ୍ର ବହି ବ୍ୟତୀତ ସବୁ କଥା ସୃଷ୍ଟି କରିବ ମଥାବ୍ୟଥା ଆତ୍ମପ୍ରଚାର ପରାୟଣ ଲୋକେ କରିବେ ହଇରାଣ ମଲାଟ ଚିତ୍ର ଦେଲେ ଦେଖା ସମୀକ୍ଷା ନ ହୋଇଲେ…