Latest Odisha News

BREAKING NEWS

ଭାଷା ଭାଗବତ : ବହିର ସଂସାର

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହାର ଯେଉଁପରି ରୁଚି ସେ ଯଦି ତାହା ହିଁ କରୁଛି ଅପୂର୍ବ ବହିର ସଂସାର ବିନଷ୍ଟ ହେବ ଅତି ଶୀଘ୍ର ବହି ବ୍ୟତୀତ ସବୁ କଥା ସୃଷ୍ଟି କରିବ ମଥାବ୍ୟଥା ଆତ୍ମପ୍ରଚାର ପରାୟଣ ଲୋକେ କରିବେ ହଇରାଣ ମଲାଟ ଚିତ୍ର ଦେଲେ ଦେଖା ସମୀକ୍ଷା ନ ହୋଇଲେ…

ଭାଷା ଭାଗବତ : ଲୋକଜଡ଼ିତ ଭାଷା

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମତ ହୋଇଲେ ଶୁଦ୍ଧ ସତ ସହଜେ ହୁଏନାହିଁ ମୃତ ମନ ତ ଅଟେ ମତ-ଘର କିପରି ହେବ ତା ଅଂତର ମତ ବଦଳେ ଘନ ଘନ କିଂତୁ ସୁସ୍ଥିର ରହେ ମନ ବିଶୁଦ୍ଧ ମତକୁ ଆଶ୍ରୟି ବକ୍ତବ୍ୟ ହୁଏ କାଳଜୟୀ ରଚନା ହେଲେ କଷ୍ଟବୋଧ୍ୟ ବୁଝିବା ଲୋକ ହୋଇ ବାଧ୍ୟ…

ଭାଷା ଭାଗବତ : ତୃପ୍ତି ପରିପୂର୍ଣ ମନ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜକୁ ନିଜେ କରି ନାଶ ଅନ୍ୟକୁ ଦେଇଥାଉଁ ଦୋଷ ସରଳ କରିଦେଲେ ଭାଷା ବଢ଼ାଏ ବିଶ୍ବାସ ଭରସା ଅଧିକ ଶବ୍ଦ ବ୍ୟବହାର କରଇ ଭାବନା ସଂହାର ଅଳପ ଶବ୍ଦ, ବେଶି ଅର୍ଥ ରହିଲେ ରଚନା ଅବ୍ୟର୍ଥ କେବେ ନ ହୋଇ କେହିଜଣେ ରହିବା ହୋଇ ଜଣେ, ଜଣେ ଯାହାର…

ଭାଷା ଭାଗବତ : କଥା, କାମ ଭେଦ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ କଥା ବଳରେ ଚଳେ ଭାଷା କାମ ଫଳରେ ବଢ଼େ ଆଶା କଥା ଓ କାମର ପ୍ରଭେଦ ବୁଝିବା ଅଟେ ନିରାପଦ କେବଳ ମିଠା କଥା କହି କାମ ଯେ କେବେ କରେନାହିଁ ତାହାର ଜୀବନ ଦୁଃସହ ପ୍ରାୟତଃ ହୁଏ ଅହରହଃ କୌଣସି କଥାଖୋର ଲୋକ ସାରିପାରେନି କାମ ତକ କାମ କରିଲେ…

ଭାଷା ଭାଗବତ : ଭାଷାର ଅବକ୍ଷୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ମନୁଷ୍ୟ ଭାଷାବଂତ ପ୍ରାଣୀ ଏତିକି ପାରୁନାହିଁ ଜାଣି ଜାଣିଲେ ପାରୁନାହିଁ ମାନି ଏହା ତା ସଭ୍ୟତା କାହାଣୀ ସୂକ୍ଷ୍ମ ଭାବନା କରି ଚିଂତା କହିବା, ଲେଖିବା ଦକ୍ଷତା କରିଛି କେବଠୁଁ ଅର୍ଜନ ତେବେ ବି ସଦା ସଂଦିହାନ ନିଜର ବ୍ୟକ୍ତିଗତ ଖୋଇ…

ଭାଷା ଭାଗବତ : ଦୁଃ ସଂଗେ ବାସ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଦୁର୍ଗତି, ଦୁର୍ଜନ, ଦୁଶ୍ଚିଂତା ଦୁଃସାହସ ଓ ଦୁରବସ୍ଥା ଦୁର୍ବଳ, ଦୁର୍ଦଶା, ଦୁର୍ନାମ ଦୁର୍ଦାଂତ, ଦୁର୍ଦଂଡ, ଦୁର୍ଦମ ଦୁର୍ବୃତ୍ତ, ଦୁର୍ଧର୍ଷ, ଦୁର୍ଯୋଗ ଦୁର୍ମୂଲ୍ୟ, ଦୁଷ୍ପ୍ରାପ୍ୟ ସୁଯୋଗ ଆମେ ତ ଏ ସବୁ ସହିତ ସଭିଏଁ ହୋଇଛୁଁ ଅଭ୍ୟସ୍ତ…

ଭାଷା ଭାଗବତ : ବୌଦ୍ଧିକ ଆଳସ୍ୟ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଭାଷାକୁ ନ କଲେ ସରଳ ଆଗକୁ ସମସ୍ୟା ପ୍ରବଳ ହେବାର ଯଥାର୍ଥ ଆଶଂକା ଏବେ ହେଉଛି ଅଣଦେଖା ସ୍ବଭାଷା ଲେଖିବାକୁ ଡରି ସ୍ବଭାଷୀ ଅଛଂତି କିପରି ତାହା କି ଦେଖାଯାଉନାହିଁ ସରଳ ହେଉଁନୁ କିପାଇଁ ଅତୀତ ସୁକୀର୍ତିର ବଳେ ଏବେ କି କେଉଁ ଭାଷା ଚଳେ…

ଭାଷା ଭାଗବତ : ଜ୍ଞାନ ପ୍ରୟୋଗ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଯାହା ମଥାରେ ଥାଏ ଜ୍ଞାନ ଯଦି ତାହାର ଆଚରଣ ନ ହୁଏ କେବେ ପ୍ରୀତିପୂର୍ଣ ସେ ସତେ ଅଟଇ ଅଜ୍ଞାନ ଜ୍ଞାନକୁ ନିଜସ୍ୱ ସଂପତ୍ତି ବୋଲି ଭାବିଲେ ଅଜ୍ଞ ବ୍ୟକ୍ତି କରିଚାଲେ କେବଳ କ୍ଷତି ହୁଏନି ତା'ର କ୍ରମୋନ୍ନତି ଜ୍ଞାନ କରିଲେ ଉଚ୍ଚାରଣ…

ଭାଷା ଭାଗବତ : ପଚାରିବି କେତେ ?

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ଶବ୍ଦ-ଜାଲରେ ହୋଇ ଛଂଦି କବିତା ହେଲା ଯେବେ ବଂଦୀ କବି ତା' ରୁଚି ଅନୁଯାୟୀ ହେଲା ନିଜର ପ୍ରତିଦ୍ବଂଦ୍ବୀ ଭାବିଲା ନିଜେ ମନେ ମନେ ସେ ସତେ ସବୁକିଛି ଜାଣେ କରିଲା ଜ୍ଞାନ ପ୍ରଦର୍ଶନ ପ୍ରତିଭା ହେଲା ଅଂତର୍ଧାନ ଯେଉଁ ପ୍ରକାର ଭାଷା କହି…

ଭାଷା ଭାଗବତ : କାର୍ଯାରଂଭ

ପ୍ରଫୁଲ୍ଲ ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜର ମନର ମଇଳା ନିଜେ ଟିକିଏ ଆଗ ଓଳା କାମ କରିଲେ ନିୟମିତ ମନ ହୋଇବ ପରିଷ୍କୃତ ଯାହା ନିଜେ ପାରିବା କରି ତା ପାଇଁ କାହାକୁ ଗୁହାରି କରିବା ନୁହେ ଆବଶ୍ଯକ ବୁଝଂତି କର୍ମାସକ୍ତ ଲୋକ ଅନେକ ଧର୍ମାସକ୍ତ ଲୋକ ନ କରି ନିଜ କାମ ତକ କରଂତି…