Latest Odisha News

BREAKING NEWS

ଭାଷା ଭାଗବତ : ଚିଂତାକୀର୍ଣ ମନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ସଂପର୍କ, ଭରସା, ବିଶ୍ବାସ ତୁଟିଲେ ହୃଦ୍‌ବୋଧ ନାଶ ହେବା ହିଁ ଅଟେ ସ୍ବାଭାବିକ ବୁଝଂତିନାହିଁ ବହୁ ଲୋକ ଭାବି ପାଆଂତି ଯେତେ ପୀଡ଼ା ସବୁଯାକ ତ ଅବାହୁଡ଼ା କାଚ ଫାଟିଲେ ହୁଏ ନଷ୍ଟ ଏହା ତ ଅତ୍ୟଂତ ସୁସ୍ପଷ୍ଟ କାଳ,…

ଭାଷା ଭାଗବତ : ନିଃସ୍ବ ବିଶ୍ବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅରଣ୍ୟ ଔଷଧ ଭଂଡାର ଖୋଜି ଆଗ ବାହାର କର ରୋଗୀ ହୋଇବେ ଉପକୃତ ବଇଦ ବି ପାଇବେ ବିତ୍ତ ପ୍ରତ୍ୟେକ ଗାଆଁରେ ଜଂଗଲ ରହିଲେ କେତେ ଯେ ମଂଗଳ ପାଆଂତି ସବୁ ପ୍ରାଣୀକୁଳ ଏ କଥା ମନେ ଥରେ ଭାଳ ଯାହା କାଟି ଦେଇଛେଁ ବିକି…

ଭାଷା ଭାଗବତ : ପ୍ରତ୍ୟକ୍ଷ ଲିଖନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ନ ବିଗିଡ଼ିଲେ, ହେବ ଭଲ ସଜାଡ଼ି ହେଉଁ କଲବଲ ମଇଳା କରି ନିଜ ମନ ଧୋଇବା ପାଇଁ କରୁଁ ଯତ୍ନ ପ୍ରଥମେ କିଛି ଭୁଲ୍‌ କରି ତା'ପରେ କରିଲେ ଗୁହାରି ମାଗିବା ବାରଂବାର କ୍ଷମା ଠିକ୍‌ ବୁଝିବାନାହିଁ ଜମା ମୂଳରୁ ନ କରିଲେ…

ଭାଷା ଭାଗବତ : ତ୍ରୁଟି ସଂଶୋଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଜାଣିପାରିଲେ ତ୍ରୁଟିମାନ କଲେ ତୁରଂତ ସଂଶୋଧନ ଦିଶିବନାହିଁ ' ଶଂସୋଧନ ' ବଢ଼ିବ ସ୍ବଭାଷା ସମ୍ମାନ ଥରେ କି ଦୁଇ ଥର ତ୍ରୁଟି କରିବା ପରେ ମନେ ଘାଂଟି କରିଲେ ଶୀଘ୍ର ସଂଶୋଧନ ସ୍ବଲେଖା ହୁଏ ତ୍ରୁଟିହୀନ କେବଳ…

ଭାଷା ଭାଗବତ : ଅନାବଶ୍ୟକ ଭାଷା-ରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଶବ୍ଦ ହେଲେ ହେଁ ସୂତ୍ରାଧୀନ ବାକ୍ୟର ଯେତେ ପଦମାନ ଯେହେତୁ ସଦା ପ୍ରଥାଧୀନ ମତ ନିମଂତେ ନାହିଁ ସ୍ଥାନ ପ୍ରତି ଭାଷାର ବ୍ୟାକରଣ କରଂତି ଅବସ୍ଥା ବର୍ଣନ ନୁହଂତି ନିୟମ, ବିଧାନ ଅଥବା ଭାଷା ସଂବିଧାନ ଭାଷାର…

ଭାଷା ଭାଗବତ : ସଂପର୍କ ଗୋଟେ ଚାରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମୋ ସାଂଗେ ବିତାଇ ସମୟ ଯାହା ମନରୁ ହଟେ ଭୟ ହୋଇପାରେ ସେ ହାସ୍ୟମୁଖ ବାସ୍ତବ ଆନଂଦିତ ଲୋକ ତାହା ଆନଂଦ ମୁହିଁ ଦେଖି ନିଜେ ବି ହୁଏଁ ଖୁବ୍‌ ସୁଖୀ ଏମିତି ବିତିଗଲେ କାଳ ଦୁହିଂକୁ ଲାଗେ ଖୁବ୍‌ ଭଲ ନ କରି ବେଶି…

ଭାଷା ଭାଗବତ : ଶ୍ରଦ୍ଧାପୂରିତ ଶବ୍ଦାଂଜଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଲୋକେ ନ ଆସଂତି ବାହୁଡ଼ି କେବଳ ବହୁ ସ୍ମୃତି ଛାଡ଼ି ରହଂତି ଯେଣୁ ଆମ ମନେ ପାସୋରି ହୁଏନାହିଁ କ୍ଷଣେ ଯେ ଆଉ ଦେଖାଯାଉନାହିଁ ସ୍ମୃତିରେ ଅଛି ଯେଣୁ ରହି କରିଲେ ତାହାକୁ ସ୍ମରଣ ଆଚ୍ଛନ୍ନ କରେ ଆମ ମନ ଆମର ସ୍ମୃତି…

ଭାଷା ଭାଗବତ : ଜ୍ଞାନର ଆଲୋକ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଭାଷା ଚଳେନି ଆପେ ଆପେ ଶବ୍ଦ, ଅକ୍ଷର କଲେ ବ୍ୟାପେ ଲୋକେ କରଂତି ବ୍ୟବହାର ଶୁଭେ ଓ ଦିଶେ ଅଂତଃସ୍ବର ଭାଷା ମୂଳତଃ ଲୋକାଶ୍ରୟୀ ଚଳଇ ତାଂକ ଅନୁଯାୟୀ କ୍ଷଣ କ୍ଷଣକେ ହୁଏ ଆନ ଚଳେନି ବିଧି କି ବିଧାନ ଭାଷାର ଏହି…

ଭାଷା ଭାଗବତ : ଲୋକଭାଷାରେ ଲେଖାବଳି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ବିକଳ୍ପ ସୁବିଧାଜନକ ହେଲେ ହେଁ ଏଠି ବହୁ ଲୋକ ହୁଅଂତି ପ୍ରଥାର ସ୍ତାବକ ଦିଶେନି ନୂଆ ଜ୍ଞାନାଲୋକ ପରିବର୍ତନ ପ୍ରତି ଭୀତି ଥିବାରୁ ସୁପ୍ରାଚୀନ ଜାତି କରିପାରୁନି ଅଗ୍ରଗତି ସହୁଛି ବହୁବିଧ କ୍ଷତି ବିଶ୍ବ ଆଡ଼େ…

ଭାଷା ଭାଗବତ : ଗତାନୁଗତିକ ଚିଂତନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ଅନୁକରଣକାରୀ ଜଣେ ନିଜକୁ ଅତି ସାନ ମଣେ ତେଣୁ କରେନି ନୂଆ ଚିଂତା କହେ ଓ ଲେଖେ ପୂର୍ବ କଥା ଯେଉଁ ସମୟ ନାହିଁ ଆଉ ବଢ଼ାଇଚାଲେ ତା'ର ଭାଉ ଗତାନୁଗତିକ ଚିଂତନ କରେ ସର୍ବଦା ତା'ର ମନ ସର୍ବଦା ଚଳିଲେ ବି ତୁଂଡ କାମ…