ଭାଷା ଭାଗବତ : କୃତଜ୍ଞତା ସ୍ବୀକାର
ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’
କୃତଜ୍ଞତାର ନାହିଁ ସୀମା
ପ୍ରକାଶ କଲେ ମିଳେ କ୍ଷମା
ମନରେ ରହେ ସୁଖ, ଶାଂତି
ଉଭେଇଯାଏ ଭୟ, ଭ୍ରାଂତି
କୃତଜ୍ଞ ରହିବା ସ୍ବଭାବ
ଘୁଂଚାଏ ଅନେକ ଅଭାବ
ସମାଜେ ବଢ଼ାଏ ସଦ୍ଭାବ
ଲୋକେ କରଂତି ଅନୁଭବ
ଏହି ନିର୍ଦିଷ୍ଟ ଭଲ…