Latest Odisha News

BREAKING NEWS

ଭାଷା ଭାଗବତ : ବଚନ ଉଚ୍ଚାରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୩ ପ୍ରଥମେ ତୁଂଡର ବଚନ ତା ପରେ ଲିପିରେ ଲିଖନ ପ୍ରକାର ହେଲେ ସୁଦ୍ଧା ଭିନ୍ନ ବଦଳେନାହିଁ ଉଚ୍ଚାରଣ ଗୁନ୍‌ଜନ, ଗୁଞ୍ଜନ, ଗୁଂଜନ ଯେମିତି କଲେ ବି ଲିଖନ କହିଲେ ଶୁଭିବ ଗୁନ୍‌ଜନ ନିଜେ ପରଖି ଥରେ ଶୁଣ ଞ ବର୍ଣ ସତେ ଅଟେ କ'ଣ…

ଭାଷା ଭାଗବତ : ସ୍ମୃତିନିର୍ଭର ଭାଷାକର୍ମୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୨ ଏକାଂତବାସୀ ପଦ୍ୟକାର ଲେଖୁଛିଁ ଭାବନା ନିଜର ମିଳୁ ଆଦର, ଅନାଦର କରୁଛିଁ ସବୁ ମୁଁ ସ୍ବୀକାର ସ୍ବଭାଷା ସହ ହୋଇ ଯୁକ୍ତ ହେଲିଣି ଯେତେ ଉପକୃତ କରିନି ତାହାର କଳନା କଥାରେ ବୋଳୁନି ଛଳନା କଥିତ ଭାଷାକୁ ଗୁରୁତ୍ବ ଦେଇ ମୁଁ…

ଭାଷା ଭାଗବତ : ଗ୍ରଂଥ ହେଲାଣି ବସ୍ତୁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୧ ଲିପିତ୍ୟାଗୀ ହେଲେ ଲେଖକ ରହେନାହିଁ ଭାଷାର ଟେକ ଦୃଶ୍ୟ, ଧ୍ବନି ମାୟାରେ ପଡ଼ି ଅଯଥା ଲିପି ଦେଲେଛାଡ଼ି ଅଦୃଶ୍ୟ ହୋଇବ ଅକ୍ଷର ହେବନାହିଁ ବ୍ୟାପକତର ଏ କାର୍ଯ ନୁହେ ହିତକର ଜାଣି କରୁଛୁଁ ବାରଂବାର କେଜାଣେ କିଏ କ'ଣ ଭାବି…

ଭାଷା ଭାଗବତ : ଭାଷାଂତର, ସ୍ତରାଂତର

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୯୦  ତତ୍‌ସମ ଶବ୍ଦଭରା ଭାଷା ଉପରେ ନ କଲେ ଭରସା କରିପାରିବା ଭାଷାଂତର ଲାଗିବ ଏକାଂତ ନିଜର ଗୋଟେ ଭାଷାର ଦୁଇ ସ୍ତର ମଧ୍ୟରେ ପାତର ଅଂତର କିପରି ହୁଏ ହାନିକର ପ୍ରସଂଗ କରିବା ବିଚାର * ମସ୍ତକ ମଧ୍ୟସ୍ଥିତ ମନ ସଂଚୟ କରେ…

ଭାଷା ଭାଗବତ : ଗୋଷ୍ଠୀ କରେନି ସୃଷ୍ଟି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୯ ପାଠକ ପଢ଼ିସାରି ବହି ଦେଲେ ତା ମଥାରେ ଛୁଆଁଇ ସାହିତ୍ୟ ପାଇଲା ସମ୍ମାନ ବଢ଼ିଲା ପାଠକର ଜ୍ଞାନ ଅନ୍ୟତ୍ର ସଭା ଆୟୋଜନ କରି ସେଠାରେ ଗୁଣୀଜନ ମାରିଲେ ସୁଦ୍ଧା କରତାଳି ସମ୍ମାନ ହୁଏନି ସେଭଳି ସ୍ବଭାଷାପ୍ରୀତି ପ୍ରଦର୍ଶନ…

ଭାଷା ଭାଗବତ : ପଦସ୍ଥ କିଂବା ଦିବଂଗତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୮ ପଦସ୍ଥ କିଂବା ଦିବଂଗତ ଲେଖକ ଏଠି ସମାଦୃତ ଜୀବିତ ହୋଇ ସୃଷ୍ଟିରତ ପ୍ରାୟତଃ ହୁଏ ଉପେକ୍ଷିତ ଏହି ପ୍ରଥାର ଅବସାନ ସତେ ଘଟିବ କେଉଁ ଦିନ କରିହୁଏନି ଅନୁମାନ ଶଂକାପୀଡ଼ିତ ସବୁ ମନ ଯାହା ଭୋଗଂତି ନିଜ ଅଂଗେ ରହଂତିନାହିଁ…

ଭାଷା ଭାଗବତ : ମୃତାରାଧନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୭  ମରଣ ଉତ୍ତାରୁ ସ୍ମରଣ କରି ବ୍ୟକ୍ତିର କୀର୍ତିଗାନ ଜଣାଂତି ଏଠି ବିଜ୍ଞଜନ ତତ୍କାଳ ନିଜର ସମ୍ମାନ ' ହେଲା ଅପୂରଣୀୟ କ୍ଷତି ' ପ୍ରାୟତଃ ସଭିଏଁ କହଂତି ପାରଂପରିକ ଏହି ଶୋକ ବ୍ୟକ୍ତ କରଂତି ବହୁ ଲୋକ ବ୍ୟକ୍ତି ନ ମରିବା…

ଭାଷା ଭାଗବତ : ଭାଷା ତ ସ୍ବଭାବେ ସୀମିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୬ ମାପନୀୟ ଓ ଗଣନୀୟ ହେଲେ ଘଟଇ ବୃଦ୍ଧି, କ୍ଷୟ ତଥ୍ଯ, ସୂଚନା ହୁଏ ମାପି ଜ୍ଞାନ ଓ ଭାବ ସର୍ବବ୍ୟାପୀ ପୃଷ୍ଠାରେ ଶବ୍ଦ, ବର୍ଣ ଗଣି ଆକାର ପାରୁଁ ସିନା ଜାଣି ତହିଁରେ ନିହିତ ଭାବାର୍ଥ ବୁଝିବା ପାଇଁ ଅସମର୍ଥ ସ୍ଥୂଳ ଶରୀର,…

ଭାଷା ଭାଗବତ : ତ୍ର, ତଂତ୍ର, ଯଂତ୍ର ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୫  ମଂତ୍ରରୁ ପରିଶୁଦ୍ଧ ଜ୍ଞାନ ତଂତ୍ରରୁ ଜ୍ଞାନ ସଂଚାଳନ ଯଂତ୍ରରୁ ଦକ୍ଷତା ବର୍ଧନ ଭାଷାରେ ସବୁ ବିଦ୍ୟମାନ ଭାଷାର ସୁପରିଚାଳନା ସହିତ ନୂତନ ଭାବନା ମିଶିଲେ ହୁଏ ହିତକର ଉନ୍ନତ ହୁଏ ଏ ସଂସାର ଧ୍ବନି ଓ ଲିପି ମାଧ୍ୟମରେ…

ଭାଷା ଭାଗବତ : ଭାଷାକୁ ଲୋଡ଼ା ସରଳତା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୮୪ ଅନେକ ଗ୍ରଂଥ, ବହି ପଢ଼ି ତହିଁରୁ ପଦାବଳି କାଢ଼ି ପୁନଶ୍ଚ ଲେଖିଲେ ସଜାଡ଼ି ଭାଷାଟେ ପାରେନାହିଁ ବଢ଼ି ପୂର୍ବଲିଖିତ ବାକ୍ୟାବଳି ଏବେ ବି ଲେଖି ଯାଉଁ ଚଳି ଏପରି ଲେଖିବା ଅଭ୍ଯାସ କରେନି ଭାଷାର ବିକାଶ ଅପ୍ରଚଳିତ ଶବ୍ଦ ଖୋଜି…