Latest Odisha News

BREAKING NEWS

ଭାଷା ଭାଗବତ : ନିରବତାର ଉପାସନା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୩ କହିଲେ ନିଜେ ନିଜ କଥା ବୋଲାଏ ତା ସ୍ବାର୍ଥପରତା କହିଲେ ନିଜ ଗାଆଁ ଦୁଃଖ ବୋଲାଇଥାଉଁ ଆଂଚଳିକ କହିଲେ ଦେଶର ଯଂତ୍ରଣା ବୋଲାଇଥାଉଁ ନୀଚମନା କହିଲେ ବିଶ୍ବର ଅବସ୍ଥା ମିଳଂତିନାହିଁ ଜଣେ ଶ୍ରୋତା ମନରେ ଥାଏ ଭାଷା ଜ୍ଞାନ ନ…

ଭାଷା ଭାଗବତ : ବାଲିଭରା ନଦୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୨ ଧାରାରେ ପାରୁନାହିଁ ବହି ତେଣୁ କୂଳରେ ବସି ରହି ଦେଖୁଛିଁ ପ୍ରବାହର ଗତି ପୁନର୍ଜୀବିତ ଲୁପ୍ତ ଭୀତି ଯେଉଁଠି ବାଲି ଥାଏ ରହି ତାହାକୁ ନଦୀ ବୋଲି କହି ସଭିଏଁ ଜଳକଷ୍ଟ ସହି ନିଜେ ଦୁର୍ବହ ଭାର ବୋହି ଗାଆଂତି ସ୍ରୋତସ୍ୱତୀ…

ଭାଷା ଭାଗବତ : ସାହିତ୍ୟର ମାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୧ ସ୍ମୃତିରେ ଥାଏ ଯେତେ ଭାଷା ତାହାକୁ କରିଲେ ଭରସା ସରଳ ହୁଏ ଲେଖା, କଥା ନ ଥାଏ ବେଶି ଅସ୍ପଷ୍ଟତା କିଂତୁ ଶବ୍ଦକୋଷରୁ ଆଣି ଦୁର୍ବୋଧ୍ୟ ଶବ୍ଦ ଦେଲେ ବୁଣି ଲେଖକ ଦେଖାଂତି ପାଂଡିତ୍ୟ ପାଠକେ ପାଆଂତିନି ହିତ ସରଳତମ ଶବ୍ଦ…

ଭାଷା ଭାଗବତ : ସ୍ମୃତି-ଜୀବୀ ଓଡ଼ିଆ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୬୦ କୋଶଳ, କଳିଂଗ, ଉତ୍କଳ ଭାବନା ସକ୍ରିୟ ସଚଳ ହେଲେ ହେଁ ' ଓଡ଼ିଶା ' ପ୍ରଦେଶ ଭୁଲିଛି ଏହି ଇତିହାସ ଇତିହାସରୁ ପାଇ ଶିକ୍ଷା କରିପାରୁନି ଭାଷା ରକ୍ଷା ଏହି ନିଷ୍ଠୁର ବାସ୍ତବତା ବୁଝଂତିନାହିଁ ଗଣନେତା ସଭିଂକୁ ନ କରି…

ଧାରାବାହିକ ଉପନ୍ୟାସ : ସୁଲୋଚନା (୨୪)

ସୁମିତା ବେହେରାଙ୍କ ଧାରାବାହିକ ଉପନ୍ୟାସ ‘ସୁଲୋଚନା’ କିଛିକ୍ଷଣର ନୀରବତା ପରେ ସରମା କହିଲେ, " ପିତାଙ୍କ ଆଶ୍ରମରେ ରହି ବିଦୁଷୀ ବେଦବତୀ ଶ୍ରୀବିଷ୍ଣୁଙ୍କୁ ପତି ରୂପରେ ପାଇବା ପାଇଁ ତପସ୍ୟାରେ ମଗ୍ନା ରହିଲେ। ତପସ୍ୟାର ଶକ୍ତି ବଳରେ ତାଙ୍କ ଶରୀରରେ ଏକ ଅଦ୍ଭୁତ ତେଜ ସୃଷ୍ଟି ହେଲା। ମୁଖର…

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ (୩)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୯ ଅନେକ ଏକାକ୍ଷରୀ ଶବ୍ଦ ଅଟଂତି ଭାଷାର ସଂପଦ ଆ ଆଁ ଆଃ ଏ ଏଁ ଏଃ ଓ ଓଁ ଓଃ ମୁଁ ତୁ ସେ ନା ନାଁ ହଁ ହିଁ ହୁଁ ହୋ ସତରେ ଅଟଂତି ସ୍ବାଧୀନ ଲୋଡ଼ଂତି ନିଜ ନିଜ ସ୍ଥାନ ଅଯଥା କଲେ ଯୋଡ଼ାଯୋଡ଼ି ପାରଂତିନାହିଁ ବେଶି ବଢ଼ି ବଟିକା ଖାଇ…

ଭାଷା ଭାଗବତ : କ୍ଷତି ପୂରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୮ ଅନେକ ସୂକ୍ଷ୍ମଗ୍ରାହୀ ଚିତ୍ତ ଗ୍ରାହ୍ୟ କରିବା ଯୋଗୁଁ ପ୍ରୀତ ମୁଁ ହୋଇ ବେଶି ଭାଷାସକ୍ତ ଲେଖୁଛିଁ ସ୍ପଷ୍ଟ ଭାବ, ମତ ଏ ଭାଷା ହେଲେ ଲୋକାଦୃତ ପୂର୍ଣ ହେବ ମୋ ମନୋରଥ ଶିଶୁଂକୁ ଦେଇ ଏବେ ଧ୍ୟାନ ଲେଖୁଛିଁ ପ୍ରାୟ ପ୍ରତିଦିନ…

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ (୨)

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୭ ଶବ୍ଦ ମଝିରେ ଶୂନ୍ୟସ୍ଥାନ ପଦକୁ କରେ ଅର୍ଥପୂର୍ଣ କଲେ ଅଯଥା ଯୋଡ଼ାଯୋଡ଼ି ସହଜେ ହୁଏନାହିଁ ପଢ଼ି ସ୍ବାଧୀନ ହେଲେ ସବୁ ଶବ୍ଦ ଭାଷାକୁ ଛୁଏଁନି ବିପଦ ଏ ସବୁ ଆମ ହାତକାମ ସାରିଲେ ମିଳିବ ବିଶ୍ରାମ କରତ ଧର, କାଠ କାଟ କର ତ,…

ଭାଷା ଭାଗବତ : ଯୋଡ଼ା ଛଡ଼ା ଭେଦ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୬ ଅକ୍ଷର ଯୋଡ଼ା ଛଡ଼ା ଭେଦ ଅଟେ ଏ ଭାଷାର ସଂପଦ ଏ ଭେଦ କରିଲେ ସ୍ବୀକାର ସ୍ବଭାଷା ହେବ ଚମତ୍କାର ଆଂକିଲା ଏ ହାତ ବି ଚିତ୍ର ଏହା ତ ଦିଶିଲା ବିଚିତ୍ର ଅଂକ ନ କଷି, ଏ ଅଂକନ ଆଡ଼କୁ ମିଛେ ନେଲି ମନ ଅନାମ, ଇଆଡ଼େ ଅନା ମ ଏହା…

ଭାଷା ଭାଗବତ : ସପନର ଜାଲ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ : ୧୫୫ ଅପୂର୍ବ ଭୂଇଁ ଏ ଓଡ଼ିଶା ' ବହୁତ୍ବ ' ବାଂଧି ଏଠି ବସା ରହିଛି, ଦେଖୁଁ କାଳାବଧି ଲଂଘେନି କେବେ ବି ପରିଧି ନିଜକୁ କରି ସମର୍ପଣ ସଂତୁଷ୍ଟ ଏଠି ଜନଗଣ ନିଃସ୍ପୃହ ଜୀବନ ଯାପନ କରଂତି, ହୋଇ ଦୈବାଧୀନ ସଭିଂକୁ କରଂତି ସ୍ବାଗତ…