Latest Odisha News

ଭାଷା ଭାଗବତ : ସରଳତର ଲିପି ଲେଖୁଁ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୩ କର୍ତ୍ତୃତ୍ବ, ଆର୍ଦ୍ଦ୍ର, ଊର୍ଦ୍ଧ୍ୱ ଲେଖା ଯେଉଁ ଦିନରୁ ଦେଲା ଦେଖା ଆମର ବର୍ଣାବଳି ଶିକ୍ଷା କେହି ବି କଲେନି ସମୀକ୍ଷା ଶିକ୍ଷାର ବିଫଳତା ବୁଝି ବଡ଼ମାନେ ନ ହେଲେ ରାଜି କିଛି ବି ଯାଏନି ବଦଳି ପ୍ରଥା ଓ…

ଭାଷା ଭାଗବତ : ଭାଷାର ଗୌରବ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୨  ଯାହାଂକୁ ଯେତେ ଭାଷା ଜଣା ସ୍ବଭାଷା ରୂପେ ହେଲେ ଗଣା ରହିବନାହିଁ କଟକଣା ଫୁଟିବ ମନର ଭାବନା ଭାବନା ଯାତ୍ରୀ, ଭାଷା ଯାନ ଅନନ୍ୟ ମନୁଷ୍ୟ ଜୀବନ କରିବା ଯାତ୍ରାର ବର୍ଣନ ଯାନର ରକ୍ଷଣାବେକ୍ଷଣ ଭାଷା ଓ…

ଭାଷା ଭାଗବତ : ଶୁଦ୍ଧତା ଆଡ଼କୁ…

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୧ ଶବ୍ଦର ଏହି ରୂପାବଳି ରଖିବା ଯତନେ ସଂଭାଳି ତ୍ରୁଟି ହେବନି ବାରଂବାର ସ୍ବଭାଷା ହେବ ଶୁଦ୍ଧତର କୃଷ୍ଣ ଓ ଅକ୍ରୂର ମିତ୍ରତା କୃଷକ ଉପରେ କ୍ରୂରତା ତୃତୀୟ ଥର ହେଲା ତ୍ରୁଟି ତୃଷ୍ଣା ଆତୁର ଶତ୍ରୁ ତଂଟି…

ଭାଷା ଭାଗବତ : ଭାଷା ରଥ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୩୦  ସ୍ବଭାଷା ସୁବିଶାଳ ରଥ ଲୋଡ଼େ ସହସ୍ରାଧିକ ହାତ ଧରିବେ ତାହାର ଦଉଡ଼ି ଲକ୍ଷ୍ୟ ପର୍ଯଂତ ନେବେ ଭିଡ଼ି ନୁହେ ଏ ଛୋଟ ଠେଲାଗାଡ଼ି ଗଳି କଂଦିରେ ରଡ଼ି ଛାଡ଼ି ପଣ୍ୟ ପସରା ସେଠି ମେଲି ଏକାକୀ ଜଣେ ନେବ ଠେଲି…

ଭାଷା ଭାଗବତ : ବନାନ ଓ ଉଚ୍ଚାରଣ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୯ ପଢ଼ିବା ଦେଇ ମନ ଧ୍ୟାନ କରିବା ଶବ୍ଦ ଉଚ୍ଚାରଣ ତିନିଟି ଶବ୍ଦ ଦିଶେ ଭିନ୍ନ ପ୍ରାୟତଃ ଶୁଭଇ ସମାନ ସଂଯମ ସଂଗମ ସଙ୍ଗମ ସ୍ବଗ୍ରାମ ସଂଗ୍ରାମ ସଙ୍ଗ୍ରାମ ସଂଯତ ସଂଗତ ସଙ୍ଗତ ସଂଯୁକ୍ତ ସଂପୃକ୍ତ ସମ୍ପୃକ୍ତ…

ଭାଷା ଭାଗବତ : ସରଳତା ସାଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୮ ଗୌଣଟି ବଡ଼, ମୁଖ୍ୟ ସାନ ଉପର ତଳ ଯୋଡ଼ାବର୍ଣ ଏକାଠି କଲେ ସଂଯୋଜନ କିପରି ହୁଏ ଦେଖ, ଜାଣ ନକ୍‌ସା ବକ୍‌ସି କି ନକ୍ସା ବକ୍ସି କେଉଁ ରୂପଟି ସଫା ବେଶି କରିବା ଯଦି ସୁନିଶ୍ଚିତ ସେପରି ହୋଇବ ଲିଖିତ…

ଭାଷା ଭାଗବତ : ସରଳତା ସାଧନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୭ ଲିପି ଯଦି ହୁଏ ଜଟିଳ ଲିପିଶିକ୍ଷା ସାରଇ ବେଳ ପଢ଼ିବାର ଆଗ୍ରହ ନଷ୍ଟ ସମସ୍ତଂକୁ ବହୁତ କଷ୍ଟ ସଂପ୍ରଦାୟ ଓ ସମ୍ପ୍ରଦାୟ ସମାର୍ଥକ ଶବ୍ଦ ଉଭୟ ଯାହା ଦିଶୁଛି ପରିଷ୍କାର ତାହା କରିବା ବ୍ୟବହାର ସଂବର୍ଧନା…

ଭାଷା ଭାଗବତ : ଶ-ଷ-ସ ସହିତ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୬  ଅଂଶ ଦଂଶ ଓ ବଂଶ ଭ୍ରଂଶ କଂସ ହଂସ ଓ ଧ୍ବଂସ ମାଂସ କେତେକାଂଶ ଓ ଅଧିକାଂଶ ଶବ୍ଦରେ ଶ ଓ ସ ନିବାସ କରୁଁ ନ କରୁଁ ଉଚ୍ଚାରଣ ଲିଖନ ଧାରା ବହମାନ ତହିଁରେ ଖଂଜିଦେଲେ ବାଧା ହେବ ବିବିଧ ଅସୁବିଧା କର୍କଶ…

ଭାଷା ଭାଗବତ : ବୁଢ଼ା ଓ ପିଲାଂକ ଭାଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୫  ଯେତେ ଶିକ୍ଷିତ ବୁଢ଼ା ବୁଢ଼ୀ ମନରୁ ସ୍ବଭାଷା ଘଉଡ଼ି ଅନ୍ୟ କାମରେ ସଦା ବ୍ୟସ୍ତ ପୋଡ଼ୁଛି ଭାଷାର ବନସ୍ତ ତାଂକର ପିଲାଝିଲା ଦଳ ଖେଳଂତୁ ଭାଷା ସହ ଖେଳ କରଂତୁ ସ୍ବଇଚ୍ଛା ପ୍ରକାଶ ଘଟାଂତୁ ଲିପିର ବିନ୍ୟାସ…

ଭାଷା ଭାଗବତ :ତ-ଅଂତ୍ୟ ଶବ୍ଦରାଜି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’  ଭାଗ : ୨୪  ତ-ଅଂତ୍ୟ ଶବ୍ଦରାଜି ଦେଖି ବର୍ଣଭେଦ ପାରିବା ଶିଖି କରିବା ଯଥାର୍ଥ ବନାନ ଯାହା ଯେଉଁଠି ସମୀଚୀନ ଅମତ ସ୍ବମତ ଦ୍ବିମତ ଶ୍ରୀମଂତ ସାମଂତ ହେମଂତ ସମ୍ମତ ଆଉ ଅସମ୍ମତ ଉନ୍ମତ୍ତ ଏବଂ ଗର୍ବୋନ୍ମତ୍ତ…