Latest Odisha News

ଭାଷା ଭାଗବତ : ଭାଷାମେଳା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ମାତୃଭାଷାକୁ ଅବହେଳା କରିଲେ ଯାହା ଯେତେ ହେଲା ତାହା ତ ସଂସାର ଦେଖିଲା ଏବେ ହେଉଛି ଭାଷାମେଳା ଭାଷାଜ୍ଞାନୀଂକୁ ନିମଂତ୍ରଣ କରିଣ ଶୁଣିଲେ ଭାଷଣ ସମସ୍ୟାବଳି ସମାଧାନ କରିବେ ଏଠି ବିଜ୍ଞ ଜନ…

ଭାଷା ଭାଗବତ : ପାରସ୍ପରିକ ସହଯୋଗ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସଂଶୋଧକଂକୁ 'ଧନ୍ୟବାଦ' ଦେଇ ନ ହଟିଲେ ପ୍ରମାଦ ମନରେ ଜନ୍ମେ ବହୁ ଖେଦ ଭାଷାକୁ ପଡ଼ଇ ବିପଦ ଶୁଦ୍ଧତାକୁ କରିଲେ ସାଥୀ ସାର୍ଥକ କାମ କରେ ବ୍ୟକ୍ତି ଯାହା ବି ହୁଏ ତା'ର କୃତି ତା ହୁଏ ଜାତିର ସଂପତ୍ତି…

ଭାଷା ଭାଗବତ : କବିତାର ଅର୍ଥ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ନିଜ ଭାବନା ଆଉ ଚିଂତା କବିଏ କରିଲେ କବିତା ପାଠକେ ତହିଁ ଅର୍ଥନ୍ୟାସ କରି କାଢ଼ିପାରଂତି ରସ ଯେ ଯାହା ରୁଚି ଅନୁଯାୟୀ ହୁଅଂତି ନବ ରସପାୟୀ କାବ୍ୟକୃତିରେ ଅର୍ଥାରୋପ କରିଲେ ଦେଖଂତି ସ୍ବରୂପ …

ଭାଷା ଭାଗବତ : ଅନନ୍ୟତା ରକ୍ଷା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ନେହ, ଶ୍ରଦ୍ଧା ଓ ଭକ୍ତି, ପ୍ରୀତି ପ୍ରଦର୍ଶନ କରିବା ରୀତି ନ ଥିଲା କେବେ କେଉଁ କାଳେ ଏବେ କିପାଇଁ ଏତେ ଚଳେ ଓଷା, ବ୍ରତ ଓ ପୂଜା, ପର୍ବ ଯାତ୍ରା, ମେଳା ଓ ମହୋତ୍ସବ ସହିତ ମିଶି ଆଡ଼ଂବର ଭାବକୁ କଲେ ନାରଖାର ଭିଡ଼ର ଅନୁଗାମୀ…

ଭାଷା ଭାଗବତ : ଧୀର ଲେଖା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଲୋକଂକ ଜ୍ଞାନ ଆଉ ବୁଦ୍ଧି ଘଟାଂତି ଶୁଦ୍ଧି ବା ଅଶୁଦ୍ଧି ଲୋକଂକ କୁରୁଚି, ସୁରୁଚି ସବୁଠି ସର୍ବଦା ଦିଶୁଛି ଅଶୁଦ୍ଧ ହୁଏ ଯେବେ ଭାଷା ବଢ଼ଇ ଜାତିର ଦୁର୍ଦଶା ସୂଚିତ ଶୁଦ୍ଧତା ସ୍ବୀକାରି ହେବା ଭାଷାର ହିତକାରୀ ନିରୋଳ ସହଯୋଗ ବଳେ…

ଭାଷା ଭାଗବତ : ଜିରାରେ ଶିରା

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସତ୍ୟକୁ ସଦା ଶବ୍ଦବଦ୍ଧ କରିବା ଯେଣୁ ହାସ୍ୟାସ୍ପଦ କରିଲେ ରହିବ ପ୍ରମାଦ ବଢ଼ିବ ଅଲୋଡ଼ା ବିବାଦ ବାସ୍ତବିକ ସତ୍ୟାନୁଭୂତି ବ୍ୟକ୍ତ କରିପାରେନି ବ୍ୟକ୍ତି ଶବ୍ଦର ନାହିଁ ଏତେ ଶକ୍ତି ଯୁକ୍ତିତର୍କରୁ ଲୋଡ଼ା ମୁକ୍ତି କଥା କହିଲେ…

ଭାଷା ଭାଗବତ : ବିକଳ୍ପ ସଂଧାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଦଳ ସହିତ କରି ସଂଧି ଯେ ହୁଏ ଲୋକ ପ୍ରତିନିଧି ସେ ହୁଏନାହିଁ ଗଣସ୍ବର ଚଳେ ଏପରି ଗଣତଂତ୍ର ଲୋକଂକ ପୀଡ଼ା ଆଉ ଦୁଃଖ ବୁଝିପାରେନି ଯେଉଁ ଲୋକ ହୁଏ ସେ ଖୁବ୍‌ ବଡ଼ ନେତା ସବୁଠି ପାଳେ ନିରବତା …

ଭାଷା ଭାଗବତ : ସହଯୋଗ ବଳେ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ଏକାଂତ ନିରବ ସାଧନା କରିବା ଧାରା ଯଦି ଜଣା ନାହିଁ ବାଧା କି ଅସୁବିଧା ନିଜର ନିବାସ ବସୁଧା ଭାଷାକୁ ନ କଲେ ବିଶୁଦ୍ଧ ଭାବନା ହୁଏ ଅବରୁଦ୍ଧ ଭାବନା ହୁଏ ଯେବେ କୃତି ଘଟଇ ସକଳ ଉନ୍ନତି …

ଭାଷା ଭାଗବତ : ସ୍ବାନୁଭୂତି ଶ୍ରେଷ୍ଠ ଜ୍ଞାନ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ସ୍ବାନୁଭୂତି ହିଁ ଶ୍ରେଷ୍ଠ ଜ୍ଞାନ କାହିଁକି ହେବା ସଂଦିହାନ ନିଜ କର୍ତବ୍ୟ ସଂପାଦନ କରିଲେ ସ୍ଥିର ହେବ ମନ ନିଜେ ହିଁ ନିଜର ସହାୟ ହୋଇଲେ ରହିବନି ଭୟ ଈଶ୍ବର ଦେଇଛଂତି ସବୁ ଅଯଥା କିଆଁ ଏତେ…

ଭାଷା ଭାଗବତ : ଈଶ୍ବରାନୁଭୂତି

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ  ପାଇଲେ ଈଶ୍ବରାନୁଭୂତି ଧର୍ମୀୟ ଭାବ, ନୀତି, ରୀତି ଜୀବଂତ ପ୍ରକୃତି ସହିତ ଜଡ଼ିତ ହୋଇଥାଂତି ସ୍ବତଃ ଦିବ୍ୟତା ରହିଅଛି ପୂରି ପ୍ରତିଟି କୋଷରେ ସବୁରି ଏହାକୁ କଲେ ଅନୁଭବ ଈଶ୍ବର ସର୍ବତ୍ର ସଂଭବ ଲକ୍ଷ୍ୟ ଏକ, ଅନେକ ପଥ ଯୋଗୁଁ…