Latest Odisha News

BREAKING NEWS

ଫୋର୍ବସରେ ସ୍ଥାନ ପାଇଥିବା ସବୁଠୁ ଦାମିକା ଅଭିନେତ୍ରୀ କିଏ; ଜାଣନ୍ତୁ

ସୋଫିଆ ଭର୍ଗାରା ଫୋର୍ବସରେ ସର୍ବାଧିକ ପାରିଶ୍ରମିକ ପ୍ରାପ୍ତ ଅଭିନେତ୍ରୀ ତାଲିକାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ୪୩ ମିଲିୟନ୍‌ ଡଲାର୍‌ ଆୟ ସହିତ ଫୋର୍ବସ୍‌ ତାଲିକାରେ ଶୀର୍ଷରେ ଅଛନ୍ତି। ସୋଫିଆଙ୍କ ଅଧିକାଂଶ ଆୟ ମର୍ଡନ୍‌ ଫ୍ୟାମିଲି ସୋ ଏବଂ ଆମେରିକା ଗଟ୍‌ ଟ୍ୟାଲେଣ୍ଟରୁ…

ନିୟମିତ ସ୍କିପିଂ ବା ଦଉଡିଡିଆଁ କଲେ କଣ ମିଳେ ଫାଇଦା ଜାଣନ୍ତୁ

ଯଦି ଆପଣ ଓଜନ ହ୍ରାସ କରିବାକୁ ଚାହୁଛନ୍ତି, ତେବେ ସ୍କିପିଂ ଆପଣଙ୍କ ସ୍ବାସ୍ଥ୍ୟ ପାଇଁ ପ୍ରତ୍ୟେକ କ୍ଷେତ୍ରରେ ଲାଭଦାୟକ ପ୍ରମାଣିତ ହେବ। ଏହା ଆପଣଙ୍କ ହାର୍ଟବିଟ୍‌କୁ ସନ୍ତୁଳନ ରଖେ ଏବଂ ଷ୍ଟ୍ରୋକ୍‌ର ଆଶଙ୍କାକୁ ମଧ୍ୟ କମାଇଥାଏ। ଏହା ସହିତ ହୃଦ୍‌ଘାତର ଆଶଙ୍କାକୁ ମଧ୍ୟ କମ୍‌…

ଆଜି ଅନ୍ତର୍ଜାତୀୟ ଶିକ୍ଷକ ଦିବସ

୧୯୯୪ ମସିହାରୁ ପ୍ରତିବର୍ଷ ଅକ୍ଟୋବର ୫ ତାରିଖରେ ୟୁନେସ୍କୋ ଓ ଏଜୁକେସନ୍‌ ଇଣ୍ଟର୍‌ନ୍ୟାସନାଲ୍‌ ଆନୁକୂଲ୍ୟରେ ବିଶ୍ବ ସ୍ତରରେ ଆନ୍ତର୍ଜାତୀୟ ଶିକ୍ଷକ ଦିବସ ପାଳିତ ହେଉଛି। ଆଗାମୀ ଭବିଷ୍ୟତକୁ ଗଢ଼ିବାରେ ଶିକ୍ଷକ ସମାଜର ଗରୁତ୍ବପୁର୍ଣ୍ଣ ଭୂମିକା ରହିଛି। ସେଥିପାଇଁ ଶିକ୍ଷକମାନଙ୍କ…

ଆଜି ବିଶ୍ବ ସ୍ଥାପତ୍ୟ ଦିବସ। ଜାଣନ୍ତୁ କାହିଁକି ପାଳନ ହୁଏ ଏହି ଦିନ

ପ୍ରତିବର୍ଷ ଅକ୍ଟୋବର ମାସ ପ୍ରଥମ ସୋମବାର ଦିନ ୟୁନିୟନ୍‌ ଇଣ୍ଟରନ୍ୟାସନାଲ୍‌ ଡେସ୍‌ ଆର୍କିଟେକ୍‌ସ ଆନୁକୂଲ୍ୟରେ ୨୦୦୫ ମସିହାରୁ ଏହି ଦିନ ପାଳିତ ହେଉଛି। ସ୍ଥପତି ଓ ସ୍ଥାପତ୍ୟ ସମ୍ପର୍କରେ ଚିନ୍ତା କରିବା ଏବଂ ଏହାର ବିକାଶ ଦିଗରେ ପ୍ରୟାସ କରିବା ହେଉଛି ଏହାର ମୂଳ ଲକ୍ଷ୍ୟ। ବହୁ ପୁରାତନ…

ସୋନୁ ସୁଦ୍‌ଙ୍କ ନାଁରେ ଖୋଲିଲା ଫାଷ୍ଟଫୁଡ୍ ଷ୍ଟଲ୍

ନୂଆଦିଲ୍ଲୀ: ଅସହାୟଙ୍କ ସାହାରା ସାଜିଥିବା ସୋନୁ ସୁଦ୍‌ ଏବେ ବି ଚର୍ଚ୍ଚାରେ। ହ୍ରାଇଦାବାଦ ଜଣେ ଫାଷ୍ଟଫୁଡ୍‌ ବେପାରୀ ତାଙ୍କ ଫାଷ୍ଟଫୁଡ୍ ଷ୍ଟଲ୍‌ ନାଁ ପରିବର୍ତ୍ତନ ସୋନୁଙ୍କ ନାଁ ଦେଇଛନ୍ତି। ହ୍ରାଇଦ୍ରାବାଦର ଅନିଲ୍ କୁମାରଙ୍କର ପୂର୍ବରୁ ଏକ ଚାଇନିଜ୍‌ ଫାଷ୍ଟଫୁଡ୍‌ ଷ୍ଟଲ ଥିଲା।…

କିଭଳି ପତ୍ନୀ ସୋହା ଅଲ୍ଲୀ ଖାନ୍‌ଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ପତି କୁନାଲ୍

ମୁମ୍ବାଇ: ରବିବାର ଅର୍ଥାତ୍ ଆଜି ବଲିଉଡ୍ ଅଭିନେତ୍ରୀ ସୋହା ଅଲ୍ଲୀ ଖାନ୍‌ଙ୍କ ଜନ୍ମଦିନ। ଏହି ଅବସରରେ ପତି କୁନାଲ୍‌ ସୋସିଆଲ୍‌ ମିଡିଆରେ ସୋହା ଏବଂ ତାଙ୍କର ଏକ ଫଟୋ ପୋଷ୍ଟ କରି ସେଥିରେ ଏକ ହୃଦୟସ୍ପର୍ଶୀ ବାର୍ତ୍ତା ଲେଖିଛନ୍ତି।…

ସୁପର୍‌ହିରୋ ପାଇଁ ସଜବାଜ ହେଉଛନ୍ତି କାଟ୍ରିନା

ମୁମ୍ବାଇ:  କାଟ୍ରିନା କୈଫ୍ ତାଙ୍କ ଆଗାମୀ ମୁଭି ‘ସୁପର୍‌ହିରୋ’ର ସୁଟିଙ୍ଗ୍‌ ପାଇଁ ସଜବାଜ ହେଉଛନ୍ତି। ଏଥିପାଇଁ ସେ ବ୍ୟାୟାମ୍‌ କରି ନିଜ ଶରୀରକୁ ଫିଟ୍ ରଖୁଛନ୍ତି। ତେବେ ଏହି ଚଳଚ୍ଚିତ୍ରର ନିର୍ମାତା ଅଲ୍ଲୀ ଆବାସ ଜାଫର୍‌ ଏକ ସାକ୍ଷାତକାରରେ କହିଛନ୍ତି ଯେ ସୁଟିଂ ପାଇଁ ପୂରା ଟିମ୍‌…

ନିଆରା ଭାଷା କହୁଥିବା ଦୁନିଆର ଏକମାତ୍ର ମହିଳା; ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ: ସାରା ବିଶ୍ବରେ ପ୍ରାୟ ୬୯୦୦ରୁ ଅଧିକ ଭାଷା କଥିତ। ଏହି ଭାଷାଗୁଡ଼ିକ ମଧ୍ୟରୁ ଅନେକ ହଜାର ବର୍ଷ ପୁରୁଣା। ଏହା ମଧ୍ୟରୁ ଅନେକ ଭାଷା ଲୋପ ମଧ୍ୟ ପାଇସାରିଲାଣି। କିନ୍ତୁ କିଛି ଭାଷାକୁ ଜୀବିତ ରଖିବା ପାଇଁ ଲୋକ ଏବେ ବି ପ୍ରୟାସ ଜାରି ରଖିଛନ୍ତି। ସେହିଭଳି ଏକ ଭାଷା ହେଉଛି…

ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ନେପାଳ ପ୍ରଧାନମନ୍ତ୍ରୀ କେ.ପି ଓଲି ଏବଂ ତାଙ୍କର ବ୍ୟକ୍ତିଗତ ପରାମର୍ଶଦାତା କରୋନା ସଂକ୍ରମଣର ଶିକାର ହୋଇଛନ୍ତି। କେବଳ ସେତିକି ନୁହେଁ ନେପାଳ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ଦାୟିତ୍ବରେ ଥିବା ୭୬ ଯବାନ ମଧ୍ୟ କରୋନା ସଂକ୍ରମିତ ହୋଇଛନ୍ତି। ସୂଚନା ମୁତାବକ…

ନିଜ ବୟସଠାରୁ କମ୍ ବର୍ଷର ଜୀବନସାଥୀ ବାଛିଥିବା ଅଭିନେତ୍ରୀ

ସୁସ୍ମିତା ଓ ରୋହମାନ୍‌ ବ୍ରହ୍ମାଣ୍ଡ ସୁନ୍ଦରୀ ସୁସ୍ମିତା ସେନ୍ ଏବଂ ରୋହମନ୍‌ଙ୍କ ପ୍ରେମ ସମ୍ପର୍କ କାହାଠାରୁ ଲୁଚି ନାହିଁ। ଏହି ଦୁଇ ଜଣଙ୍କ ପ୍ରେମକୁ ନେଇ ଖୁବ୍ ଚର୍ଚ୍ଚା ମଧ୍ୟ ହୋଇଛି। କାରଣ ସୁସ୍ମିତା ରୋହମନ୍‌ଙ୍କ ଠାରୁ ବୟସରେ ବଡ଼। ରୋହମନ୍‌ ଜଣେ ମଡେଲ୍ ଏବଂ ସୁସ୍ମିତା…