Latest Odisha News

BREAKING NEWS

ସାମସଙ୍ଗ୍‌ ଗାଲାକ୍ସି ଏ ସିରିଜ୍‌ ଉପରେ ଆକର୍ଷଣୀୟ ଅଫର୍; ଜାଣନ୍ତୁ କଣ ରହିଛି ଅଫର୍

ନୂଆଦିଲ୍ଲୀ: ସାମ୍‌ସଙ୍ଗ୍‌ ଭାରତରେ ଏହାର ଗାଲାକ୍ସି ଏ ସିରିଜ୍‌ ସ୍ମାର୍ଟଫୋନ ଉପରେ  ଆକର୍ଷଣୀୟ କ୍ୟାସ୍‌ବ୍ୟାକ୍‌ ଅଫର୍‌ ଘୋଷଣା କରିଛି। ଚାରୋଟି ଗାଲାକ୍ସି ଏ ସିରିଜ୍ ସ୍ମାଟ୍‌ଫୋନ୍‌ ଉପରେ କ୍ୟାସ୍‌ବ୍ୟାକ୍‌ ଅଫର୍‌ ମିଳିବ। ଗାଲାକ୍ସି ଏ ୭୧, ଗାଲାକ୍ସି ଏ ୫୧, ଗାଲାକ୍ସି ଏ ୩୧ ଏବଂ…

ମକା ଖାଇବା ପରେ ପାଣି ପିଉଛନ୍ତି କି? ରୁହନ୍ତୁ ସାବଧାନ !

ଯଦି ଆପଣ ମକା ଖାଇବା ପରେ ପାଣି ପିଉଛନ୍ତି ତେବେ ଏହା ଆପଣଙ୍କର ହଜମ ପ୍ରକ୍ରିୟାକୁ ବହୁତ ଖରାପ କରିପାରେ। ମକା ଖାଇବା ପରେ ତୁରନ୍ତ ପାଣି ପିଇବା ଶରୀର ପକ୍ଷେ ହାନିକାରକ ହୋଇଥାଏ। ମକାରେ ଯଥେଷ୍ଟ ମାତ୍ରାରେ ଫାଇବର୍‌ ରହିଥାଏ ଯାହା ଫଳରେ ଏହା ଆପଣଙ୍କ ହଜମ ପ୍ରକ୍ରିୟା ଉପରେ ପ୍ରତିକୂଳ…

ଆଜି ବିଶ୍ବ ପଶୁ କଲ୍ୟାଣ ଦିବସ; କାହିକିଁ ପାଳନ କରାଯାଏ ଏହି ଦିନ; ଜାଣନ୍ତୁ କଣ ଏହାର ଉଦ୍ଦେଶ୍ୟ

ଆଜି ହେଉଛି ବିଶ୍ବ ପଶୁ କଲ୍ୟାଣ ଦିବସ। ଏହା ପ୍ରତିବର୍ଷ  ଅକ୍ଟୋବରରେ ୪ ତାରିଖରେ ଏକ ଅନ୍ତର୍ଜାତୀୟ ଦିବସ ଭାବେ ପାଳନ କରାଯାଏ। ଏହି ଦିନଟି ଆସିସ୍‌ର ସେଣ୍ଟ ଫ୍ରାନ୍ସିସ୍‌ଙ୍କ ଜନ୍ମଦିବସ ମଧ୍ୟ। ସେ ପଶୁମାନଙ୍କର ଜଣେ ମହାନ ପୃଷ୍ଠପୋଷକ ଥିଲେ। ୧୯୩୧ ମସିହାରେ ଇଟାଲୀର ଫ୍ଲୋରେନ୍ସ ସହରରେ…

ଫ୍ଲିପ୍‌କାର୍ଟ ବିଗ୍‌ ବିଲିୟନ୍ ଡେ ସେଲ୍ ୧୬ରୁ ଆରମ୍ଭ; ଜାଣନ୍ତୁ କଣ ସବୁ ରହିଛି ଆକର୍ଷଣୀୟ ଅଫର୍

ନୂଆଦିଲ୍ଲୀ: ଫ୍ଲିପ୍‌କାର୍ଟ ପକ୍ଷରୁ ଖୁବ୍‌ ଶୀଘ୍ର ବିଗ୍‌ ବିଲିୟନ୍‌ ଡେ ସେଲ୍ ଆରମ୍ଭ ହେବାକୁ ଯାଉଛି। ଏହି ସେଲ୍‌ ଅକ୍ଟୋବର ୧୬ରୁ ୨୧ ପର୍ଯ୍ୟନ୍ତ ଚାଲିବ। କମ୍ପାନୀ ଗ୍ରାହକମାନଙ୍କ ପାଇଁ ବିଭିନ୍ନ ସାମଗ୍ରୀ ଉପରେ ଡିଲ୍‌, ରିହାତି ଏବଂ ଅଫର୍‌ ଆଣିବ। ଏଥିରେ ଫ୍ଲିପ୍‌କାର୍ଟ ପ୍ଲସ୍‌…

ବିଗ୍‌ ବସ୍‌ ୧୪ରେ ସିଦ୍ଧାର୍ଥଙ୍କ ରି ଏଣ୍ଟ୍ରି; ହାଇ ଡିମାଣ୍ଡ ଚାର୍ଜ କଲେ ସିଦ୍ଧାର୍ଥ ଶୁକ୍ଲା; ସପ୍ତାହକୁ ନେବେ ୪୦…

ମୁମ୍ବାଇ: ସଲ୍‌ମାନ ଖାନ୍‌ ବିଗ୍‌ ବସ୍‌ରେ ପ୍ରତି ଏପିସୋଡ୍ ପିଛା ଯେତିକି ଫି ଚାର୍ଜ କରନ୍ତି ତାକୁ ନେଇ ସବୁବେଳେ ଚର୍ଚ୍ଚା ଲାଗି ରହିଥାଏ। ତେବେ ଏଥର ବିଗ୍ ବସ୍ ସିଜିନ୍‌ ୧୩ର ବିଜେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଚାର୍ଜେସ ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଆଉ ମାତ୍ର କିଛି ଘଣ୍ଟା ପରେ…

ସପ୍ତରଙ୍ଗୀ ପାହାଡ; ଜାଣନ୍ତୁ କାହିଁକି ଏହି ପାହାଡର ରଙ୍ଗ ଇନ୍ଦ୍ରଧନୁର ସାତ ରଙ୍ଗ ପରି

ପେରୁରେ ଅବସ୍ଥିତ ୫୨୦୦ ମିଟର ଉଚ୍ଚତା ବିଶିଷ୍ଟ ଏହି ‘ରେନ୍‌ବୋ ମାଉଣ୍ଟେନ୍‌ସ୍‌’ ବା ‘ସପ୍ତରଙ୍ଗୀ ପାହାଡ’ ଅନେକ ସମୟରେ ପର୍ଯ୍ୟଟକଙ୍କ ଦୃଷ୍ଟି ଆକର୍ଷଣ କରିଥାଏ। ଲୋକମାନେ ଏହାକୁ ‘ଇନ୍ଦ୍ରଧନୁ ପାହାଡ’ ମଧ୍ୟ କହନ୍ତି। ଏହି ପର୍ବତଗୁଡ଼ିକର ରଙ୍ଗ ବର୍ଷକୁ ପ୍ରାୟ ୮ ମାସ ସମାନ ରହିଥାଏ।…

ତେ‌ହ୍‌ରୀ ହ୍ରଦରେ ନିର୍ମାଣ ହେଲା ଦେଶର ସବୁଠୁ ବଡ଼ ଝୁଲା ପୋଲ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ବିଶ୍ବ ପ୍ରସିଦ୍ଧ ତେ‌ହ୍‌ରୀ ହ୍ରଦ ଉପରେ ଦେଶର ସର୍ବବୃହତ୍ ଡୋବ୍ରା-ଚାଣ୍ଟି ମୋଟର ସସପେନ୍ସ ସେତୁ ପ୍ରସ୍ତୁତ ହୋଇସାରିଛି। ଖୁବ୍ ଶୀଘ୍ର ଏହାର ଉଦ୍‌ଘାଟନ କରାଯିବ। ସୂଚନାଯୋଗ୍ୟ ଏହି ୪୪୦ ମିଟର ଲମ୍ବା ସେତୁ ନିର୍ମାଣରେ ସରକାରଙ୍କ ପକ୍ଷରୁ ଏକକାଳୀନ ୮୮ କୋଟି…

ଚର୍ଚ୍ଚାରେ ‘ରେଡ୍‌ ଡ୍ରେସ୍’

ନୂଆଦିଲ୍ଲୀ: ବିଶେଷ କରି ପୋଷାକ ମଧ୍ୟରେ ଡିଜାଇନର୍ ପୋଷାକ ପିନ୍ଧିବାକୁ ଲୋକେ ଅଧିକ ପସନ୍ଦ କରନ୍ତି। ସେହଭଳି ଡିଜାଇନର୍‌ମାନଙ୍କ ପୋଷାକ ତିଆରି କରିବାର ଶୈଳୀ ମଧ୍ୟ ବେଶ୍ ନିଆରା। କିନ୍ତୁ ନିକଟରେ ଏକ ଡ୍ରେସ୍ ଡିଜାଇନ୍‌କୁ ନେଇ ସମଗ୍ର ବିଶ୍ବରେ ଚହଳ ସୃଷ୍ଟି ହୋଇଛି। ସୁନ୍ଦର ରେଶମ…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ୍ ୧୬ରୁ ଆରମ୍ଭ

ନୂଆଦିଲ୍ଲୀ: କରୋନା ମହାମାରୀ ଭିତରେ କେନ୍ଦ୍ର ସରକାର ଆସନ୍ତା ଆର୍ଥିକ ବର୍ଷ(୨୦୨୦-୨୧) ପାଇଁ ବଜେଟ୍‌ ପ୍ରସ୍ତୁତି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଚଳିତ ମାସ ୧୬ରୁ ଏହି ପ୍ରକ୍ରିୟା ଆରମ୍ଭ ହେବ। ଏହା କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ତୃତୀୟ ବଜେଟ୍ ହେବ। ଏଥିରେ…

ମହିନ୍ଦ୍ରା ଆଣିଲା ନୂଆ ‘ଏସ୍‌ୟୁଭି ଥର୍’

ମୁମ୍ବାଇ: ମହିନ୍ଦ୍ରା ଆଣ୍ଡ୍‌ ମହିନ୍ଦ୍ରା ୭୫ ତମ ବାର୍ଷିକୀ ଅବସରରେ ନୂଆ ମହିନ୍ଦ୍ରା ‘ଏସ୍‌ୟୁଭି ଥର୍’ ଲଞ୍ଚ୍‌ କରିଛି। ଏହା ଏଏକ୍ସ ଓ ଏଲ୍‌ଏକ୍ସ ଭଳି ଦୁଇଟି ସିରିଜ୍‌ରେ ଉପଲବ୍ଧ ରହିବ। ଏଏକ୍ସର ସୋ ରୁମ୍‌ ମୂଲ୍ୟ ୯.୮୦ ଲକ୍ଷରୁ ଆରମ୍ଭ ହୋଇଥିବା ବେଳେ ଏଲ୍‌ଏକ୍ସର ମୂଲ୍ୟ ୧୨.୪୯…