Latest Odisha News

BREAKING NEWS

ପାଣି ପିଆଇଲା ଜିମ୍ବାଓ୍ବେ, ୧ ରନରେ ହାରିଲା ପାକିସ୍ତାନ

ପର୍ଥ: ଆଜି ପାକିସ୍ତାନକୁ ହରାଇ ଐତିହାସିକ ବିଜୟ ହାସଲ କରିଛି ଜିମ୍ବାଓ୍ବେ । ସିକନ୍ଦର ରାଜା ମ୍ୟାଚ ବିଜୟର ହିରୋ ସାଜିଛନ୍ତି । ଏପରିକି ଦୁଇଟି ମ୍ୟାଚ ହାରି ପାକିସ୍ତାନ ପାଇଁ ବଡ଼ ବିପର୍ଯ୍ୟୟ ଆଣିଛି ଜିମ୍କାଓ୍ବେ । ଟି -୨୦ ଓ୍ବାର୍ଲଡ କପ ମ୍ୟାଚରେ ପର୍ଥରେ ପାକିସ୍ତାନ –ଜିମ୍ବାଓ୍ବେ…

ହରିୟାଣାର ସୁରଜକୁଣ୍ଡରେ ରାଜ୍ୟ ଗୃହ ମନ୍ତ୍ରୀମାନଙ୍କ ଚିନ୍ତନ ଶିବିର

ନୂଆଦିଲ୍ଲୀ: କେନ୍ଦ୍ର ଗୃହ ଓ ସମବାୟ ମନ୍ତ୍ରୀ  ଅମିତ୍ ଶାହ 27 ଓ 28 ଅକ୍ଟୋବର 2022 ରେ ହରିୟାଣାର ସୁରଜକୁଣ୍ଡରେ ବିଭିନ୍ନ ରାଜ୍ୟର ‘ଗୃହ ମନ୍ତ୍ରୀମାନଙ୍କର ଚିନ୍ତନ ଶିବିର’ ରେ ଅଧ୍ୟକ୍ଷତା କରିବେ। ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ  ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ଚିନ୍ତନ ଶିବିରକୁ…

ନେଦରଲ୍ୟାଣ୍ଡକୁ ପରାସ୍ତ କରିବା ପାଇଁ ରଣନୀତି ପ୍ରସ୍ତୁତ: ରୋହିତ

ସିଡ୍‌ନି:  ଟ୍ବେଣ୍ଟି-୨୦ ବିଶ୍ବକପ୍‌ରେ ଆଜି ନେଦରଲ୍ୟାଣ୍ଡକୁ ଭେଟିବ ଭାରତ। ଆଗାମୀ ଦକ୍ଷିଣ ଆଫ୍ରିକା ବିପକ୍ଷ ମୁକାବିଲା ପୂର୍ବରୁ ନେଦରଲାଣ୍ଡ୍‌ସ ବିପକ୍ଷରେ ସହଜ ବିଜୟ ହାସଲ କରିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ଅଧିନାୟକ ରୋହିତ ଶର୍ମା କହିଛନ୍ତି ।…

ଋଷକୁ ଅସ୍ତ୍ର ପଠାଉଛି ଇରାନ, ଆମେରିକା ଦେଲା ଚେତାବନୀ

ଓ୍ବାଶିଂଟନ:  ୟୁକ୍ରେନ ଓ ରୁଷ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଋଷକୁ ଡ୍ରାେନ ସହ ଅନେକ ଅସ୍ତ୍ର ପଠାଉଛି ଇରାନ । ଇରାନ ଜନସାଧାରଣ ଦେଶରେ ହିଜାବକୁ ନେଇ ଆନ୍ଦୋଳନ ଚଳାଇଥିବା ବେଳେ ୟୁକ୍ରେନ ଲୋକଙ୍କୁ ମାରିବା ପାଇଁ ଇରାନ ଋଷକୁ ଅସ୍ତ୍ରଶସ୍ତ୍ର ପଠାଉଛି ବୋଲି ଆମେରିକା କହିଛି ।…

ଗୌରହରି ଦାସ ପାଇଲେ ସମ୍ମାନଜନକ ଶାରଳା ପୁରସ୍କାର

ଭୁବନେଶ୍ୱର : ‘ଇମ୍ଫା ଚାରିଟେବୁଲ୍‌ ଟ୍ରଷ୍ଟ’ ପକ୍ଷରୁ ସ୍ଥାନୀୟ ଏକ ଘରୋଇ ହୋଟେଲରେ ଆୟୋଜିତ ଏକ ସ୍ୱତନ୍ତ୍ର ସାରସ୍ୱତ ଉତ୍ସବରେ ବିଶିଷ୍ଟ କଥାକାର ଗୌରହରି ଦାସଙ୍କୁ ୪୩ତମ ଶାରଳା ପୁରସ୍କାର ପ୍ରଦାନ କରାଯାଇଛି । ଟାଇମ୍‍ପାସ୍‍ ପବ୍ଲିକେଶନ୍‍ ଦ୍ୱାରା ପ୍ରକାଶିତ ତାଙ୍କ ଗଳ୍ପ ପୁସ୍ତକ ‘ବାଘ ଓ…

ସୂନକଙ୍କୁ ଅଭିନନ୍ଦନ ଜଣାଇଲେ ନାହିଁ ପୁଟିନ କହିଲେ ବ୍ରିଟେନକୁ ବନ୍ଧୁ ମାନେନାହିଁ ଋଷ

ମସ୍କୋ: ଋଷି ସୁନକ ବ୍ରିଟେନର ନୂତନ ପ୍ରଧାନମନ୍ତ୍ରୀ ହେବା ପରେ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ରାଗ ଶାନ୍ତ ପଡିନି । ଋଷ ରାଷ୍ଟ୍ରପତି ପୁଟିନ କହିଛନ୍ତି ବ୍ରିଟେନ ଆମର ବନ୍ଧୁ ରାଷ୍ଟ୍ର ନୁହଁ ।  ବିଶ୍ବର ଅନେକ ଦେଶର ମୁଖ୍ୟମାନେ ସୁନକଙ୍କୁ ଅଭିନନ୍ଦନ ଜଣାଇଥିବା ବେଳେ ପୁଟିନ…

ଏସଏଚଜି ମହିଳାମାନଙ୍କୁ ଅପମାନିତ କରୁଛି ବିଜେପି! ସିଇଓଙ୍କ ନିକଟରେ ଫେରାଦ ହେଲା ବିଜେଡି

ଭୁବନେଶ୍ବର: ଏସଏଚଜି ମହିଳା ବିଜେଡି ପାଇଁ ଟଙ୍କା ବାଣ୍ଟୁଥିବା ନେଇ ବିଜେପିର ଅଭିଯୋଗକୁ ମିଥ୍ୟା ବୋଲି କହିଛି ବିଜେଡି  । ବିଜେପିର ଅଭିଯୋଗ ପରେ ଏହାକୁ ନେଇ ବିଜେଡିର ୪ ଜଣିଆ ପ୍ରତିନିଧି ଦଳ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି  ଭିଡ଼ିଓର ଫରେନସିକ୍ ଯାଞ୍ଚ ପାଇଁ ମୁଖ୍ୟ ନିର୍ବାଚନ…

ଧାମନଗରରେ ଟଙ୍କା ବାଣ୍ଟିବା ପ୍ରସଙ୍ଗ: ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ

ନୂଆଦିଲ୍ଲୀ : ଧାମନଗର ଉପନିର୍ବାଚନ ହେବାକୁ ଯାଉଥିବା ବେଳେ ସେଠାରେ ବିଜେଡି ପକ୍ଷରୁ ଟଙ୍କା ବଣ୍ଟାଯାଉଥିବା ଅଭିଯୋଗ ଆଣିଛି ବିଜେପି । ଏହି ଅଭିଯୋଗ କଲେ ମଧ୍ୟ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବାରୁ ବୁଧବାର କେନ୍ଦ୍ରମନ୍ତ୍ରୀ…

ଋଷି ସୁନକଙ୍କ କ୍ୟାବିନେଟରେ ତିନି ମହିଳା ମନ୍ତ୍ରୀ ସାମିଲ: ବ୍ରେବରମେନ ପୁଣି ହେଲେ ଗୃହମନ୍ତ୍ରୀ

ଲଣ୍ଡନ: ଋଷି ସୁନକ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ନୂଆ ମନ୍ତ୍ରୀମଣ୍ଡଳ ଗଠନ କରିଛନ୍ତି । ଏଥିରେ ତିନି ଜଣ ମହିଳାଙ୍କୁ କ୍ୟାବିନେଟ ମନ୍ତ୍ରୀଭାବେ ସ୍ଥାନ ଦେଇଛନ୍ତି ସୁନକ । ସୁଏଲା ବ୍ରେବରମେନ ପୁଣି ଗୃହମନ୍ତ୍ରୀ ଭାବେ ଦାୟିତ୍ବ ତୁଲାଇବେ । ଟ୍ରସଙ୍କ ମନ୍ତ୍ରୀମଣ୍ଡଳରେ ସେ ମଧ୍ୟ…

କୋଏମ୍ବାଟୁର ବିସ୍ଫୋରଣରେ ଆତଙ୍କୀ ଲିଙ୍କ୍! ଅଭିଯୁକ୍ତଙ୍କ ବିରୋଧରେ ଲାଗିଲା ୟୁଏପିଏ

କୋଏମ୍ବାଟୁର : ଶେଷରେ କୋଏମ୍ବାଟୁର କାର ବିସ୍ଫୋରଣ ମାମଲାରେ ଆତଙ୍କବାଦୀ ଆଇଏସଆଇଏସ ଲିଙ୍କ ଥିବା ପୋଲିସ କହିଛି । ଗତ ରବିବାର ଦିନ ତାମିଲନାଡୁର କୋଏମ୍ବାଟୁରର କୋଟାଇ ଏସୱାରାନ ମନ୍ଦିର ନିକଟରେ ଏକ କାର ଭିତରେ ହୋଇଥିବା ବିସ୍ଫୋରଣ ମାମଲାକୁ ନେଇ ବିଜେପି ଆତଙ୍କବାଦୀ ଲିଙ୍କ୍ ଥିବା ଦାବି…