Latest Odisha News

ମୁଖ୍ୟ ସ୍ରୋତରେ ଥିବା ଗଣମାଧ୍ୟମ ନିଜ ପାଇଁ ନିଜେ ବିପଦ: ଅନୁରାଗ ଠାକୁର

ନୂଆଦିଲ୍ଲୀ: ମୁଖ୍ୟ ସ୍ରୋତରେ ଥିବା ବଡ଼ ବଡ଼ ଗଣମାଧ୍ୟମ ଗୁଡ଼ିକୁ ନୂତନ ଡିଜିଟାଲ ପ୍ଲାଟଫର୍ମ ପକ୍ଷରୁ କୌଣସି ଆହ୍ୱାନ ସୃଷ୍ଟି କରାଯାଇ ନାହିଁ ବରଂ ଗଣମାଧ୍ୟମ ନିଜ ପାଇଁ ନିଜେ ଏକ ବିପଦ। ଏହା କହିଛନ୍ତି ସୂଚନା ଓ ପ୍ରସାରଣ ମନ୍ତ୍ରୀ  ଅନୁରାଗ ଠାକୁର ।  ଏସିଆ - ପ୍ରଶାନ୍ତ ମହାସାଗରୀୟ ପ୍ରସାରଣ…

ଆନ୍ତର୍ଜାତୀୟ ସମ୍ମିଳନୀରେ ଯୋଗଦେଲେ ସାଇ ଇଣ୍ଟରନ୍ୟାସନାଲ୍‌ର ଛାତ୍ରଛାତ୍ରୀ

ଲଣ୍ଡନ: ଲଣ୍ଡନ ଅକ୍ସଫୋର୍ଡ଼ ବିଶ୍ୱବିଦ୍ୟାଳୟରେ ଚଳିତ ମାସ ୧୯ରୁ ୩୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ରାଉଣ୍ଡ ସ୍କୋୟାର ଆନ୍ତର୍ଜାତୀୟ ସମ୍ମିଳନୀର ଗ୍ଳୋବାଲ୍ ଇମରଜନ୍ କାର୍ଯ୍ୟକ୍ରମରେ ସାଇ ଇଣ୍ଟରନ୍ୟାସନାଲ୍ ସ୍କୁଲ ଏବଂ ସାଇ ଇଣ୍ଟରନ୍ୟାସନାଲ୍ ରେସିଡ଼େନ୍ସିଆଲ୍ ସ୍କୁଲର ଛାତ୍ରଛାତ୍ରୀ…

ଭାରତକୁ ୪ ଓ୍ବିକେଟରେ ହରାଇଲା ଅଷ୍ଟ୍ରେଲିଆ

ମୋହାଲି:ମୋହାଲିଠାରେ ଖେଳାଯାଇଥିବା ପ୍ରଥମ ଟି-୨୦ରେ ଭାରତକୁ ୪ ଉଇକେଟରେ ହରାଇଛି ଅଷ୍ଟ୍ରେଲିଆ । ଭାରତ ବଡ଼ ଟାର୍ଗେଟ ଦେଇଥିଲେ ମଧ୍ୟ ଅଷ୍ଟ୍ରେଲିଆ ଭାରତକୁ ୪ ଓ୍ବିକେଟରେ ପରାସ୍ତ କରିଛି ।  ଭାରତ ଦେଇଥିବା ୨୦୯ ରନର ବିଜୟ ଲକ୍ଷ୍ୟକୁ ଅଷ୍ଟ୍ରେଲିଆ  ୧୯.୨ ତମ ଓଭରରେ ୨୧୧ ରନ କରି ହାସଲ କରିଛି…

ଶଶୀ ଥରୁର ଏବଂ ଅଶୋକ ଗେହଲୋଟ ମଧ୍ୟରେ ଲଢ଼େଇ ସମ୍ଭାବନା !

ନୂଆଦିଲ୍ଲୀ: ପାଖେଇ ଆସୁଛି କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନ । ଏଥର ଦଳ ପକ୍ଷରୁ ଅଧ୍ୟକ୍ଷ ପାଇଁ ପ୍ରାର୍ଥୀ ଦିଆଯିବ ନାହିଁ ବୋଲି କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ସ୍ପଷ୍ଟ କରିଛନ୍ତି । ତେବେ ରାହୁଲ ଗାନ୍ଧୀ ଏପର୍ଯ୍ୟନ୍ତ ନିର୍ବାଚନ ଲଢ଼ିବେ କି ନାହିଁ ସ୍ପଷ୍ଟ କରିନାହାଁନ୍ତି । ରାଜସ୍ତାନ…

ପାନଛେପ କାହିଁକି ପକାଇଲ? ପଚାରିବାରୁ ସ୍କୁଟି ଉପରେ କାର ଚଢ଼ାଇଦେଲେ

ବାରାଣାସୀ: ସାମାନ୍ୟ କଥାକୁ ନେଇ ଅଭାବନୀୟ ଘଟଣା ଘଟିଛି ବନାରସରେ । ପାନ ଛେପ କାହିଁକି ପକାଇଲ ପ୍ରଶ୍ନ କରିବାକୁ ଫର୍ଚୁନର କାରରେ ଯାଉଥିବା ଦୁଇ ଯୁବକ ସ୍କୁଟିରେ ଯାଉଥିବା ଦୁଇ ବ୍ୟକ୍ତିଙ୍କୁ ଧକ୍କା ଦେଇଥିଲେ । ଫର୍ଚୁନର ଧକ୍କାରେ ସ୍କୁଟି ଚାଳକଙ୍କର ମୃତ୍ୟୁ ହୋଇଛି । ଘଟଣା ଅନୁସାରୋ…

ଗୁଜରାଟରେ ହେବନି ଭାରତ ଯୋଡୋ ଯାତ୍ରା: ଆମ୍ ଆଦମୀ ପାର୍ଟି କଂଗ୍ରେସର ଭୋଟ୍ କାଟିବ !

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡୋ ଯାତ୍ରା ରେ ରାହୁଲ ଗାନ୍ଧୀଙ୍କଠାରୁ ଆରମ୍ଭ କରି ସମସ୍ତ ବରିଷ୍ଠ ନେତା ଯୋଗ ଦେଇଛନ୍ତି । ତେବେ ପ୍ରଶ୍ନ ହେଉଛି ନଭେମ୍ବର –ଡିସେମ୍ବର ମାସରେ ଗୁଜରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି ।  ରାହୁଲ ଗାନ୍ଧୀ କି କଂଗ୍ରେସ ନେତାମାନେ ଗୁଜରାଟରେ କାହିଁକି…

ବିଷ୍ଣୁ ସେଠୀଙ୍କ ଅକାଳ ବିୟୋଗ ବିଜେପି ପରିବାର ପାଇଁ ଅପୂରଣୀୟ କ୍ଷତି: ସମୀର ମହାନ୍ତି

ଭୁବନେଶ୍ୱର : ରାଜ୍ୟ ବିଧାନସଭାର ବିରୋଧୀ ଦଳ ଉପନେତା ତଥା ଧାମନଗର ବିଧାୟକ ବିଷ୍ଣୁ ଚରଣ ସେଠୀ ଙ୍କ ବିୟୋଗରେ ରାଜ୍ୟ ବିଜେପି ତରଫରୁ ଗଭୀର ଶୋକ ବ୍ୟକ୍ତ କରାଯାଇଛି । ସାରା ଓଡିଶା ସମେତ ଏବଂ ଭଦ୍ରକବାସୀଙ୍କ ସ୍ୱାର୍ଥ ପାଇଁ ସଦା ଚିନ୍ତିତ ଓ କାର୍ଯ୍ୟ କରୁଥିବା ସ୍ୱର୍ଗତଃ ବିଷ୍ଣୁ ସେଠୀଙ୍କ…

ଉପକୂଳବର୍ତ୍ତୀ ଅଞ୍ଚଳକୁ ଅଧିକ ବିପର୍ଯ୍ୟୟ ସହନଶୀଳ କରାଯିବ: ମୁଖ୍ୟ ଶାସନ ସଚିବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟରେ ଆରମ୍ଭ କରାଯାଇଥିବା ବିପର୍ଯ୍ୟୟ ନିରୋଧି ପ୍ରଚେଷ୍ଟାକୁ ଦୃଢ଼ୀଭୁତ କରିବା ଦିଗରେ ଅନ୍ୟ ଏକ  ପଦକ୍ଷେପ ଭାବେ  ରାଜ୍ୟ ସରକାର ନୂତନ କାର୍ଯ୍ୟଯୋଜନା  ଆରମ୍ଭ କରିଛନ୍ତି ।  ମୁଖ୍ୟ ଶାସନ ସଚିବ  ସୁରେଶ ଚନ୍ଦ୍ର…

ଆଜି ରାଜ୍ୟ କଂଗ୍ରେସର ‘ଭାରତ ଯୋଡ଼ୋ’ ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ଭୁବନେଶ୍ବର: ଓଡ଼ିଶାରେ ଭାରତ ଯୋଡ଼ୋ ଯାତ୍ରା ଆୟୋଜନ ପାଇଁ ଆଜି ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ । ଓଡ଼ିଶାରେ  କାର୍ଯ୍ୟକ୍ରମ କେବେ ହେବ ସେ ନେଇ କଂଗ୍ରେସ ନେତାମାନେ ଆଲୋଚନା କରିବେ । ବୈଠକରେ ଯୋଗଦେବାକୁ ଭୁବନେଶ୍ବରରେ ପହଞ୍ଚିଛନ୍ତି ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଓ ଜୟରାମ…

ଅନୁସୂଚିତ ଜନଜାତି ତାଲିକାରେ ୧୬୦ରୁ ଅଧିକ ଜନଜାତିଙ୍କୁ ସାମିଲ ପାଇଁ ଚିଠି ଲେଖିଲେ ନବୀନ

ଭୁବନେଶ୍ୱର: ଅନୁସୂଚିତ ଜନଜାତି ତାଲିକାରେ ରାଜ୍ୟର ୧୬୦ରୁ ଅଧିକ ଜନଜାତିଙ୍କୁ ସାମିଲ କରାଯିବାକୁ ନେଇ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ବହୁଦିନ ଧରି ରାଜ୍ୟ ପକ୍ଷରୁ ଏଭଳି ପ୍ରସ୍ତାବକୁ କାର୍ଯ୍ୟକାରୀ କରାଯିବା ପାଇଁ ଚିଠିରେ ଉଲ୍ଲେଖ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…