ଦଳିତ ଦୁଇ ଭଉଣୀଙ୍କୁ ହତ୍ୟା ଘଟଣାରେ କଠୋର ଦଣ୍ଡ ଦିଆଯିବ: ୟୁପି ଉପମୁଖ୍ୟମନ୍ତ୍ରୀ
ଲଖୀମପୁର: ଉତ୍ତରପ୍ରଦେଶରରେ ଦୁଇ ଦଳିତ ଭଉଣୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରିବା ମାମଲାରେ ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦିଆଯିବ । ଏହା କହିଛନ୍ତି ୟୁପି ଉପମୁଖ୍ୟମନ୍ତ୍ରୀ ବ୍ରଜେଶ ପାଠକ । ଲଖୀମପୁର ଖେରିରେ ଘଟିଥିବା ଏହି ହତ୍ୟା ଘଟଣାରେ 6 ଜଣଙ୍କୁ ଗିରଫ କରିଛି ପୋଲିସ । ସେ କହିଛନ୍ତି ଯେ…