Latest Odisha News

BREAKING NEWS

ଆଜିଠୁ ପ୍ରଗତି ମଇଦାନରେ ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା

ନୂଆଦିଲ୍ଲୀ: ନୂଆଦିଲ୍ଲୀର ପ୍ରଗତୀ ମୈଦାନରେ ଆଜିଠୁ ଆରମ୍ଭ ହେବାକୁ ଯାଉଛି  ଭାରତ ଆନ୍ତର୍ଜାତିକ ବାଣିଜ୍ୟ ମେଳା । ଏହି ବାଣିଜ୍ୟ ମେଳାରେ ଓଡ଼ିଶା ପକ୍ଷରୁ ଏଥିରେ ଦେଖିବାକୁ ମିଳିବ ଓଡିଶାର ବିଭିନ୍ନ ଉତ୍ପାଦନ ତଥା କାରୁକାର୍ଯ୍ୟ। ଭାରତ ସରକାରଙ୍କ ଅଧିନସ୍ଥ ଆଇଟିପିଓ ଦ୍ବାରା ଆୟୋଜିତ ଏହି…

ଖୋର୍ଦ୍ଧା -ବଲାଙ୍ଗୀର ରେଳ ପ୍ରକଳ୍ପର ବିଛୁପାଲି – ଝରତରଭା ରେଳ ଲାଇନ ସଂପୂର୍ଣ୍ଣ କାର୍ଯ୍ୟକ୍ଷମ

ଭୁବନେଶ୍ବର: ଖୋର୍ଦ୍ଧା ରୋଡ-ବଲାଙ୍ଗୀର ରେଳ ଲାଇନ ପ୍ରକଳ୍ପର ବିଛୁପାଲୀ ଏବଂ ଝରତରଭା ମଧ୍ୟରେ 10.65 କିଲୋମିଟର ବିଶିଷ୍ଟ ବ୍ରଡ ଗଜ ରେଳ ଲାଇନ ନିର୍ମାଣ କାର୍ଯ୍ୟ ଶେଷ ହୋଇଛି। ରେଳ ସୁରକ୍ଷା ଅଯୁକ୍ତ (CRS) 10 ନଭେମ୍ବର 2022 ରେ ଏହି ନୂତନ ଭାବରେ ନିର୍ମିତ ରେଳ ଲାଇନର ଯାଞ୍ଚ କରି…

ଜି -20 ଶିଖର ସମ୍ମିଳନୀରେ ଯୋଗଦେବାକୁ ଆଜି ଇଣ୍ଡୋନେସିଆ ଯିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଇଣ୍ଡୋନେସିଆରେ ହେବାକୁ ଥିବା ଜି -20 ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ  ବାଲି ଗସ୍ତ କରିବେ । ବାଲିରେ ଅନୁଷ୍ଠିତ ଜି-୨୦ ସମ୍ମିଳନୀରେ ଚୀନ୍‌ ରାଷ୍ଟ୍ରପତି ସି ଜିନପିଙ୍ଗ୍‌, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ, ବ୍ରିଟିସ୍‌ ପ୍ରଧାନମନ୍ତ୍ରୀ…

ସାଧାରଣ ଟିସ୍ୟୁକୁ ପ୍ରଭାବିତ ନକରି ଟ୍ୟୁମର ଅବ୍ଲିଟିଭ୍ ମାତ୍ରା ପ୍ରଦାନରେ ସାହାଯ୍ୟ କରେ

ଭୁବନେଶ୍ବର: ଆପୋଲୋ କର୍କଟ କେନ୍ଦ୍ରର ରେଡିଏସନ୍ ଅଙ୍କୋଲୋଜି ବିଭାଗ ପକ୍ଷରୁ ଏକ ଷ୍ଟେରେଓଟାକ୍ଟିକ୍ ରେଡିଓ ସର୍ଜରୀ (SRS) କର୍ମଶାଳାର ଆୟୋଜନ କରାଯାଇଛି ।  ରେଡିଓଥେରାପି ହେଉଛି କର୍କଟ ଚିକିତ୍ସା କ୍ଷେତ୍ରରେ ଏକ ଗଭୀର ଟେକ୍ନୋଲୋଜି ଚାଳିତ ଚିକିତ୍ସା ମେଡାଲ । ଇଞ୍ଜିନିୟରିଂ ଏବଂ…

ଦର୍ଶକଙ୍କ ମନମୋହିଲା ରାଜାରାଣୀ ସଂଗୀତ ଉତ୍ସବ

ଭୁବନେଶ୍ୱର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ବାରା ଆୟୋଜିତ 'ରାଜାରାଣୀ ସଙ୍ଗୀତ ଉତ୍ସବ' ର ଦ୍ୱିତୀୟ ସନ୍ଧ୍ୟା ଦର୍ଶକଙ୍କ ମନ ମୋହିଛି । ଦ୍ୱିତୀୟ ଦିନର ଏହି କାର୍ଯ୍ୟକ୍ରମରେ ଦେଶର ବିଶିଷ୍ଟ ସାରଙ୍ଗୀ ବାଦକ ତଥା କିମ୍ବଦନ୍ତୀ…

ହିମାଚଳରେ କଂଗ୍ରେସ ଶାସନକୁ ନଫେରିଲେ ପ୍ରିୟଙ୍କାଙ୍କ ପାଇଁ ଅଡ଼ୁଆ

ସିମଲା: ହିମାଚଳପ୍ରଦେଶରେ କଂଗ୍ରେସ ଶାସନକୁ ଫେରିବ  । ଏଭଳି ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି ପ୍ରିୟଙ୍କା ଗାନ୍ଧୀ । ହିମାଚଳ ପ୍ରଦେଶରେ 1977 ମସିହାରୁ ହୋଇଥିବା ସମସ୍ତ ନିର୍ବାଚନରେ ଶାସନ ପରିବର୍ତ୍ତନ ହେବାର ଉଦାହରଣ ରହିଛି । ଥରେ ବିଜେପି ସରକାର କଲେ ଥରେ କଂଗ୍ରେସ ଏଠାରେ ଶାସନକୁ ଫେରୁଛି…

ପଦ୍ମପୁରରେ ଏଥର ପୁଣି ପଦ୍ମ-ଶଙ୍ଖ ଲଢ଼େଇ !

ବରଗଡ଼: ଧାମନଗର ଉପନିର୍ବାଚନ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ରାଜନୀତି ସରଗରମ ହୋଇଛି । ଧାମନଗରରେ ବିଜେପି ନିଜ ଆସନ ସୁରକ୍ଷିତ ରଖିପାରିଥିବା ବେଳେ ପଦ୍ମପୁରରେ ବିଜେଡି ନିଜ ଆସନ ରଖିପାରୁଛି କି ନାହିଁ ତାହା ସମ୍ମାନର ପ୍ରଶ୍ନ ବିଜେଡି ପାଇଁ । ପଦ୍ମପୁର ଉପନିର୍ବାଚନ ପାଇଁ ବିଜେପି ଓ…

ଗୁଜୁରାଟ ଲଢ଼େଇରେ କିଏ ହେବ ବିଜୟୀ : ବିଜେପି , କଂଗ୍ରେସ, ଆପ ମଧ୍ୟରେ କଡା ମୁକାବିଲା

ନୂଆଦିଲ୍ଲୀ: ହିମାଚଳ ପ୍ରଦେଶ ନିର୍ବାଚନ ସରିବା ପରେ ଏବେ  ଗୁଜୁରାଟ ନିର୍ବାଚନକୁ ନେଇ ତିନି ଦଳ ଭିତରେ ଆରମ୍ଭ ହୋଇଛି ଲଢ଼େଇ । ଗୁଜୁରାଟ ରାଜନୀତି ସରଗରମ ଥିବାବେଳେ ବିଜେପି , କଂଗ୍ରେସ ମଧ୍ୟରେ ଏଥର ଧଶେଇ ପଶିଛି ଆପ । ଏଥର ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଅନେକ ଲୋଭନୀୟ ଅଫର ଦେଇଛନ୍ତି…

ସେବା ଗ୍ରୁପ୍‌କୁ ଶବବାହକ ଭ୍ୟାନ ଯୋଗାଇଲା ଜେଏସ୍‌ଡବ୍ଲ୍ୟୁ

ବଡ଼ବିଲ: ଗୋଷ୍ଠୀସେବାର ଏକ ଅଂଶବିଶେଷ ଭାବେ ଜେଏସ୍‌ଡବ୍ଲ୍ୟୁ ବଡ଼ବିଲର ଏକ କମ୍ୟୁନିଟି ସେଣ୍ଟର ସେବା ଗ୍ରୁପ୍‌କୁ ଗୁରୁବାର ଏକ ମର୍ଚୁରୀ ଭ୍ୟାନ ବା ଶବବାହକ ଗା଼ଡ଼ି ପ୍ରଦାନ କରିଛି । ଏହି ଅବସରରେ ବିଶିଷ୍ଟ ସମାଜସେବୀ ପଦ୍ମଶ୍ରୀ ତୁଳସୀ ମୁଣ୍ଡା ଉପସ୍ଥିତ ଥିଲେ । କମ୍ପାନୀର ଏହି ସେବାମୂଳକ…

୧୧ରୁ ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘର ୩୦ତମ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର: ଭାରତୀୟ କର୍ଣ୍ଣ ବିଜ୍ଞାନ ସଂଘ (ଇଣ୍ଡିଆନ୍‍ ସୋସାଇଟି ଅଫ୍‍ ଓଟୋଲୋଜି)ର ୩୦ତମ ଜାତୀୟ ସମ୍ମିଳନୀ ଆଇସୋକନ୍‍ ଆସନ୍ତା ନଭେମ୍ବର୧୧ରୁ ନଭେମ୍ବର୧୩ ପର୍ଯ୍ୟନ୍ତ ଭୁବନେଶ୍ୱରରେ ଅନୁଷ୍ଠିତ ହେବ । କଳିଙ୍ଗ ଇନ୍‍ଷ୍ଟିଚ୍ୟୁଟ୍‍ ଅଫ୍‍ ମେଡିକାଲ୍‍ ସାଇନ୍‍ସେସ୍‍ ସହଯୋଗରେ ଏହି ସମ୍ମିଳନୀ…