Latest Odisha News

BREAKING NEWS

ଆଉ ଦିନକ ପରେ ଭାରତ – ନ୍ୟୁଜିଲ୍ୟାଣ୍ଡ ଟି-20 ସିରିଜ୍

ୱେଲିଙ୍ଗଟନ:  ଆଉ ଦିନକ ପରେ  ୧୮ ତାରିଖରୁ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ପ୍ରଥମ  ଟି-୨୦ ମ୍ୟାଚ୍ ।  ଟି-20 ବିଶ୍ବକପରେ ନିଉଜିଲ୍ୟାଣ୍ଡ ପାକିସ୍ତାନଠାରୁ ହାରିଥିବା ବେଳେ ଭାରତ ଇଂଲଣ୍ଡଠାରୁ ହାରିଥିଲା । ଏବେ ଦୁଇ ସେମିଫାଇନାଲ ଦଳ ପୁଣି ମୁହାଁମୁହିଁ ହେବେ ।…

ଏଲଏସିରେ ଚୀନକୁ ଭାରତ ଦେବ ମୁହଁ ତୋଡ ଜବାବ

ନୂଆଦିଲ୍ଲୀ:  ପୂର୍ବ ଲଦାଖ ସୀମାରେ ଚୀନକୁ ଟକ୍କର ଦେବାକୁ ଭାରତ ଏବେ ନୂଆ ରଣନୀତି ପ୍ରସ୍ତୁତ କରିଛି ।  ବର୍ତ୍ତମାନ ପର୍ଯ୍ୟନ୍ତ ଏଲଏସି ଉପରେ ଚୀନ୍ ସେନା ଦ୍ୱାରା ନିର୍ମାଣ କାର୍ଯ୍ୟ ଚର୍ଚ୍ଚାର ବିଷୟ ପାଲଟିଥିଲା। ଏହାକୁ ନେଇ ଦେଶରେ ମଧ୍ୟ ଆଲୋଚନା ହେଉଥିଲା । ଏବେ ଭାରତୀୟ ସେନା ମଧ୍ୟ…

ସଂଜୟ ଦାସବର୍ମାଙ୍କ ପଛରେ ଷଡ଼ଯନ୍ତ୍ର କରୁଛି କିଏ?

ଭୁବନେଶ୍ବର:‘‘କିଛି ବ୍ୟକ୍ତିମାନେ ଷଡ଼ଯନ୍ତ୍ର ଆରମ୍ଭ କରିଛନ୍ତି ଭୁବନେଶ୍ବରରୁ । ସେ ଷଡ଼ଯନ୍ତ୍ର ଭୁବନେଶ୍ବରରୁ ଆରମ୍ଭ ହୋଇ ପୁରୀଠାରେ ପହଁଚି ବାସୁଦେଇପୁରବାଟେ ଦେଇ ଏଗାର ପଂଚାୟତରେ ପଶିବାକୁ ଚେଷ୍ଟା କରୁଛନ୍ତି, ତାଙ୍କୁ ଜବାବ ଦେବା କି ନାହିଁ ? ଏହା ହେଉଛି ବିଜେଡିର ବରିଷ୍ଠ ନେତା ତଥା…

ଜେଏସ୍‌ଡବ୍ଲୁ ଜନଶୁଣାଣି ସଫଳ: ନୂଆଗାଁ ଖଣି ସଂପ୍ରସାରଣକୁ ସ୍ଥାନୀୟ ବାସିନ୍ଦାଙ୍କ ସମର୍ଥନ

ବଡ଼ବିଲ : ନୂଆଗାଁ ଲୁହାପଥର ଖଣିର କ୍ଷମତା ସଂପ୍ରସାରଣ ନିମନ୍ତେ ପରିବେଶ ମଞ୍ଜୁରୀ ପାଇଁ ଆୟୋଜିତ ଜନଶୁଣାଣି କାର୍ଯ୍ୟକ୍ରମରେ ନୂଆଗାଁ ଖଣିର ନିକଟବର୍ତ୍ତୀ ଗାଁ ଗୁଡିକର ଗ୍ରାମବାସୀମାନେ ସର୍ବସମ୍ମତିକ୍ରମେ ଜେଏସ୍‌ଡବ୍ଲୁ ଷ୍ଟିଲ୍‌କୁ ସମର୍ଥନ କରିଛନ୍ତି । ଜେଏସ୍‌ଡବ୍ଲୁ ଷ୍ଟିଲ୍‌ ଏହାର…

ବାଲିରେ ବିଶ୍ବ ନେତାଙ୍କ ଆଗରେ ମୋଦିଙ୍କ ଦବଦବା, କଟକ ବାଲିଯାତ୍ରାକୁ କଲେ ପ୍ରଶଂସା

ବାଲି : ଇଣ୍ଡୋନେସିଆର ବାଲିରେ ଆୟୋଜିତ ହେଉଥିବା ଜି-୨୦ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦବଦବା ଦେଖିବାକୁ ମିଳିଛି । ଏସବୁ ଭିତରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ । ସବୁଠୁ ବଡ଼ କଥା ହେଲା ଇଣ୍ଡୋନେସିଆ ସହ ଭାରତର ନିବିଡ ସମ୍ବନ୍ଧ କଥା ମନେ…

ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି ୩୫ ଖଣ୍ଡ କରି ଫ୍ରିଜରେ ରଖିଥିଲା ଅଫତାବ

ନୂଆଦିଲ୍ଲୀ: ମହାରାଷ୍ଟ୍ରର ଶ୍ରଦ୍ଧା ୱାକରଙ୍କୁ ତାଙ୍କ ପ୍ରେମିକ ଅଫତାବ ପ୍ରଥମେ ପ୍ରେମ କରି ପରେ ତାଙ୍କୁ ହତ୍ୟା କରି ୩୫ ଖଣ୍ଡ କରିବା ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ଦେଶର ରାଜଧାନୀ ଦିଲ୍ଲୀରେ ପ୍ରେମିକା ଶ୍ରଦ୍ଧାଙ୍କୁ ହତ୍ୟା କରି  ବିଭତ୍ସ ଭାବେ ଖଣ୍ଡ ଖଣ୍ଡ କରି ଜଙ୍ଗଲରେ…

ଇଣ୍ଡୋନେସିଆର ବାଲିରେ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ମିଳିଲା ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା

ବାଲି : ଇଣ୍ଡୋନେସିଆର ବାଲିରେ ପହଁଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀଙ୍କୁ ବାଲିରେ ଭବ୍ୟ ସ୍ବାଗତ ସମ୍ବର୍ଧନା ଦିଆଯାଇଛି । ଜି -20 ଶିଖର ସମ୍ମିଳନୀରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର  ଇଣ୍ଡୋନେସିଆର ବାଲିରେ ପହଞ୍ଚିଛନ୍ତି। ବିଶ୍ୱ…

ବାଂଲଦେଶରେ ଖୋଲିଲା କିସ୍‍ର ଶାଖା ‘ଡିସ୍‍’

ଭୁବନେଶ୍ୱର : ବିଶ୍ୱର ସର୍ବବୃହତ ଆବାସିକ ଜନଜାତି ବିଦ୍ୟାଳୟ କିସ, ଭୁବନେଶ୍ୱର ଢ଼ାଞ୍ଚାରେ ବାଂଲାଦେଶରେ ଖୋଲିଛି ଡାଫୋଡିଲ୍‍ ଇନଷ୍ଟିଚ୍ୟୁଟ୍‍ ଅଫ୍‍ ସୋସିଆଲ୍‍ ସାଇନ୍‍ସେସ୍‍ (ଡିସ୍‍)। ଢ଼ାକାଠାରେ ଲୋକସଭା ସାଂସଦ ତଥା କିଟ୍‍ ଓ କିସ୍‍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ ସୋମବାର ଏହାର ଉଦଘାଟନ…

‘ଉଡ୍ର’ର ନିଆରା କାର୍ଯ୍ୟକ୍ରମ “ତାରେ ଜମିନ୍ ପର୍‌”

ଭୁବନେଶ୍ୱର : ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ “ତାରେ ଜମିନ୍ ପର୍‌” ଏକ ନିଆରା କାର୍ଯ୍ୟକ୍ରମ ଝାରପଡା ସ୍ଥିତ ଉତ୍କଳ କନିକା ଗ୍ୟାଲେରିଆ ମଲ୍‌ର ଗେମ୍ ଜୋନ୍ ଠାରେ ଆୟୋଜନ ହୋଇଯାଇଛି । ‘ଉଡ୍ର’ ଚାରିଟେବୁଲ୍ ଟ୍ରଷ୍ଟର ସଦସ୍ୟମାନେ ମଧୁରମୟୀ ଆଶ୍ରମର ପିଲାମାନଙ୍କୁ ଏକ ବସ୍ ଯୋଗେ ଉତ୍କଳ…

ପୁଅ କାନ୍ଧରେ ଜଗା ଦର୍ଶନ କଲେ ବାପା, ଲୋକେ କହିଲେ ଏମିତି ପୁଅ ସମସ୍ତଙ୍କୁ ଦିଅ…

ପୁରୀ: ବୃଦ୍ଧ ବାପା-ମା’… କାହା ପାଇଁ  ଅଲୋଡା ତ କାହା ପାଇଁ ବୋଝ । ଏଇ ହାତ ଧରି ଦିନେ ବାପା ଚାଲି ଶିଖେଇଥିଲେ । ବଡ ହେଲା ପରେ ସେଇ  ହାତ ଦୂରେଇ ଦେଉଛି ବାପାଙ୍କୁ । ନିଜ ପରିବାରରେ ଅଦରକାରୀ ହୋଇ ଯାଉଛନ୍ତି  ବାପା ।  ହେଲେ ଧନ୍ୟ ଏଇ ପୁଅ । ବୟସର  ସାୟହ୍ନରେ ବୁଢା ବାପାର ଜଗା ଦର୍ଶନ…