Latest Odisha News

BREAKING NEWS

ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ସୁରକ୍ଷା ପାଇଁ ନଭେମ୍ବର ୧୩ରେ ଜଳପରୀଙ୍କ ସନ୍ତରଣ

ଭୁବନେଶ୍ୱର : ଶୀତଋତୁରେ ଏସିଆର ବୃହତ୍ତମ ହ୍ରଦ ଚିଲିକାକୁ ଦେଶ ବିଦେଶରୁ ନାନା ଜାତି ପ୍ରଜାତିର ପକ୍ଷୀ ଉଡ଼ି ଆସନ୍ତି ଏବଂ ଶୀତ ଦୁଇ ମାସ ପରେ ନିଜ ନିଜ ଦେଶକୁ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଚିଲିକା ହ୍ରଦ ର ବାତାବରଣ ଭିତରେ ସେମାନଙ୍କର ଏହି ଦୁଇ ମାସର ଶାନ୍ତିପୂର୍ଣ୍ଣ ସହାବସ୍ଥାନ ସାରା…

 ସତ୍ୟେନ୍ଦ୍ର ଜୈନଙ୍କୁ ଜାମିନ ମାମଲା, ରାୟ ସଂରକ୍ଷିତ ରଖିଲେ କୋର୍ଟ

ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ଦିଲ୍ଲୀ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଛନ୍ତି କୋର୍ଟ । ସ୍ବତନ୍ତ୍ର କୋର୍ଟ ନଭେମ୍ବର 16 ରେ ରାୟ ଘୋଷଣା କରିବାର ସମ୍ଭାବନା ରହିଛି। ସିବିଆଇ ଓକିଲ ଏବଂ ସତ୍ୟେନ୍ଦ୍ରଙ୍କ ଓକିଲଙ୍କ ଯୁକ୍ତି ଶୁଣିବା ପରେ…

ଯୁଦ୍ଧ ଭିତରେ ଆଲୋଚନା ଚାହୁଁଛନ୍ତି ପୁଟିନ, କିଏ କରିବ ମଧ୍ୟସ୍ଥି ?

ମସ୍କାେ: ଦକ୍ଷିଣ ୟୁକ୍ରେନର ଖେରସନ ସହରରେ ତିନି ଦିନ ହେଲେ ଗୁଳି ଫୁଟିନ । ବାରୁଦ ଗନ୍ଧ ନାହିଁ । ୟୁକ୍ରେନ ସେନା ସରକାରୀ କାର୍ଯ୍ୟାଳୟରେ ନିଜ ପତାକା ଉଡାଇବା ସହ ଜାତୀୟ ସଂଗୀତ ଗାନ କରୁଥିବା ଭିଡିଓ ଭାଇରାଲ ହେଉଛି । ଏହାରି ଭିତରେ ବିଦେଶୀ ଗଣମାଧ୍ୟମରେ ଗୋଟିଏ ଆଲୋଚନା ହେଉଛି ଯେ ପୁଟିନ…

‘ପ୍ରତୀକ୍ଷା’କୁ ବଡ଼ ସଫଳତା: ଆମେରିକାରେ ମିଳିଲା ଶ୍ରେଷ୍ଠ କାହାଣୀ ପୁରସ୍କାର

ଭୁବନେଶ୍ବର: ‘ପ୍ରତୀକ୍ଷା’କୁ ପୁଣି ମିଳିଛି ବଡ଼ ସଫଳତା  । ଏକାଦଶ ଡିସିଏସଏଏଫଏଫ( ଡିସି ସାଉଥ୍ ଏସିଆନ୍ ଫିଲ୍ମ ଫେଷ୍ଟିଭାଲ୍)  ସମାରୋହରେ ଏହି ଫିଲ୍ମକୁ ଶ୍ରେଷ୍ଠ କାହାଣୀ ପାଇଁ ପୁରସ୍କାର ମିଳିଛି। ପରଦାକୁ ଆସିବା ପୂର୍ବରୁ ଏହି ଫିଲ୍ମକୁ ନେଇ ଚର୍ଚା ହେବା ସହ ‘ପ୍ରତୀକ୍ଷା’କୁ ମିଳିଛି…

ଜ୍ଞାନବାପୀରେ ବିଶ୍ବେଶ୍ବରଙ୍କୁ ପୂଜା ହେବ କି ନାହିଁ , ସୁପ୍ରିମ କୋର୍ଟରେ ଆଜି ହେବ ଶୁଣାଣି

ନୂଆଦିଲ୍ଲୀ: ଜ୍ଞାନବାପୀ ମସଜିଦ ପରିସରରେ ଶୃଙ୍ଗାର ଗୈାରୀଙ୍କ ପୂଜା ସହ  ଶିବଲିଙ୍ଗ ପୂଜିବା ପାଇଁ ଆବେଦନ ହୋଇଥିବା ମାମଲାର ଆଜି ସୁପ୍ରିମକୋର୍ଟ ଶୁଣାଣି କରିବେ । ପୂର୍ବରୁ ମା ଗୈାରୀଙ୍କୁ ବର୍ଷକୁ ଥରେ ପୂଜା କରାଯାଉଥିବା ବେଳେ ଏବେ  ବର୍ଷସାରା ମାଙ୍କୁ ପୂଜା କରିବାର ଅଧିକାର ଦାବି…

ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି

ଭୁବନେଶ୍ୱର: ଆଜି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁଙ୍କ  ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ । ପ୍ରଥମେ ଆଜି ନିଜେ ପଢ଼ିଥିବା ସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି ।   ଖଣ୍ଡଗିରିରେ ଥିବା ତପୋବନ ହାଇସ୍କୁଲ,ପରେ ଯୁନିଟ୍ ୨ରେ ଥିବା ସରକାରୀ ଗାର୍ଲସ ହାଇସ୍କୁଲ ପରିଦର୍ଶନ କରିବେ ରାଷ୍ଟ୍ରପତି  । …

ଲକ୍ଷେ ସୈନ୍ୟଙ୍କ ମୃତାହତ ପାଇଁ ଚିନ୍ତାରେ ପୁଟିନ!

ମସ୍କୋ: ଋଷ-ୟୁକ୍ରେନ ମଧ୍ୟରେ 8 ମାସର ଯୁଦ୍ଧ ଶେଷ ହେବାକୁ ଯାଉଥିବା ଚର୍ଚା ହେଉଛି ।  ଅନ୍ତର୍ଜାତୀୟ ଗଣମାଧ୍ୟମ ଅନୁସାରେ ଲକ୍ଷାଧିକ ସୈନ୍ୟଙ୍କ ମୃତାହତକୁ ନେଇ ଏବେ ପୁଟିନ ଚିନ୍ତାରେ ଅଛନ୍ତି । ଅଧିକ କ୍ଷତି ହେଉ ତାହା ଚାହୁଁନାହାଁନ୍ତି ପୁଟିନ । ସେପଟେ ଆଲୋଚନା ମାଧ୍ୟମରେ ଯୁଦ୍ଧ ଶେଷ…

ରାଜ୍ୟ ସରକାରମାନଙ୍କୁ ଦୁଇଟି କିସ୍ତିରେ ମିଳିଲା ୧,୧୬,୬୬୫ କୋଟି ଟଙ୍କାର ଟିକସ

ନୂଆଦିଲ୍ଲୀ:  କେନ୍ଦ୍ର ସରକାର ଗୁରୁବାର ଦିନ ଦୁଇଟି କିସ୍ତିରେ ଟିକସ ହସ୍ତାନ୍ତର ଆକାରରେ ୧,୧୬,୬୬୫ କୋଟି ଟଙ୍କା ବିଭିନ୍ନ ରାଜ୍ୟକୁ ହସ୍ତାନ୍ତର କରିଛନ୍ତି । ସାଧାରଣ ମାସିକ ଟିକସ ହସ୍ତାନ୍ତର ପରିମାଣ ୫୮,୩୩୩ କୋଟି ଟଙ୍କା ତୁଳନାରେ ଏହି ଅର୍ଥ ଖୁବ ଅଧିକ  ଥିବା ଜଣାପଡିଛି । ଓଡ଼ିଶାକୁ ଟିକସ…

ଧନୁଯାତ୍ରାରେ କଂସ ହେବେ ହୃଷିକେଶ ଭୋଇ

ବରଗଡ଼: କଂସ କିଏ ହେବ ତାକୁ ନେଇ ଗତ ମାସେ ହେଲା ଦ୍ବନ୍ଦ୍ବ ଲାଗି ରହିବା ପରେ ଏଥର ହୃଷିକେଶ ଭୋଇ କଂସ ହେବା ଘୋଷଣା ହୋଇଛି । ବିଶ୍ବ ପ୍ରସିଦ୍ଧ ବରଗଡ଼ ଧନୁଯାତ୍ରାରେ କଂସ ଭୂମିକାରେ ଅଭିନୟ କରିବେ ଏଥର ହୃଷିକେଶ ଭୋଇ । ହୃଷିକେଶଙ୍କ ନାମକୁ ଚୟନ କରିଛି ଚୟନ କମିଟି । ଆଜି ଯାତ୍ରାର ମୁଖ୍ୟ…

ଜାରି ହେଲା ଏକ ଲକ୍ଷ ଭିସା: ଆମେରିକୀୟ ଭିସା ଚାହୁଁଥିବା ଭାରତୀୟଙ୍କ ପାଇଁ ଖୁସି ଖବର

ଓ୍ବାଶିଂଟନ: ଆମେରିକାରେ ମଧ୍ୟବର୍ତ୍ତିକାଳୀନ ନିର୍ବାଚନ ଚାଲିଛି । ଆଉ ଏଭଳି ସମୟରେ ଭାରତୀୟ ଛାତ୍ର ଏବଂ ଚାକିରିଆଙ୍କ ପାଇଁ ଏକ ଲକ୍ଷ ଭିସା ସ୍ଲଟ ଜାରି କରିଛି ଆମେରିକା । ଏହା ଦ୍ବାରା ଭାରତରୁ ଆହୁରି ଏକ ଲକ୍ଷ ଭାରତୀୟ ଆମେରିକା ଯାଇପାରିବେ । କରୋନା କଟକଣା ମଧ୍ୟରେ  ଗତ ଦୁଇ ବର୍ଷ ହେଲା…