କବିତା : ଏମିତି ଜୀବନ
ଅଜୟ କୁମାର ମହାନ୍ତି
କ୍ଷତ ଶୁଖି ଗଲାଣି
ବ୍ୟଥା ସବୁ ଭୁଲି ଆସିଲଣି
ଏବେ ସବୁ ଠିକ୍ ଠାକ୍
ସକାଳ ଚା ର ବାସ୍ନା
ଜୀବନ ଜିଇଁଵାର ନିଶା
ସ୍ବଛନ୍ଦରେ ଟହଲମାରେ
ମଲ୍ଲୀ ଫୁଟା ଅଗଣାରେ।।
ହସନ୍ତ ଫୁଲ ବେଣୀ ଝୁଲାଏ
ପଵନକୁ ଆଖି ମାରେ
ମୌସୁମୀ ଲୋଉଟୁଥାଏ
ରିମ୍ ଝିମ୍ ଶବ୍ଦର ବର୍ଷାର ।…