Latest Odisha News

BREAKING NEWS

ନାଗରିକ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ କହିଲେ ‘‘ଓଡ଼ିଶାକୁ ନେଇ ଗର୍ବ କରେ’’

ଭୁବନେଶ୍ବର:  ନାଗରିକ ସମ୍ବର୍ଦ୍ଧନା ଉତ୍ସବରେ ରାଷ୍ଟ୍ରପତି ଯୋଗଦେଇ ଓଡ଼ିଶାର ଇତିହାସ, ସଂସ୍କୃତି, ଐତିହ୍ୟକୁ ମନେପକାଇଛନ୍ତି । ଓଡ଼ିଶା ପାଇଁ ସେ ବି ଅନ୍ୟମାନଙ୍କ ଭଳି ସ୍ବପ୍ନ ଦେଖନ୍ତି ବୋଲି କହିଛନ୍ତି । ଓଡ଼ିଶାର ଭବିଷ୍ୟତ ବିଷୟରେ ଆପଣମାନଙ୍କ ମନରେ କିଛି ନା କିଛି ସ୍ଵପ୍ନ ନିଶ୍ଚୟ ଥିବ…

ଭାରତ-ଇଂଲଣ୍ଡ ସେମିଫାଇନାଲ୍‌: ଟସ ଜିତି ଇଂଲଣ୍ଡର ବୋଲିଂ ନିଷ୍ପତ୍ତି

ଆଡିଲେଡ୍‌ ଓଭାଲ୍‌: ଆଜି ଭାରତ-ଇଂଲଣ୍ଡ ସେମିଫାଇନାଲ୍‌ ମ୍ୟାଚରେ ଟସ ଜିତି  ଇଂଲଣ୍ଡ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି । ଇଂଲଣ୍ଡ ବିପକ୍ଷରେ ଭାରତ ବ୍ୟାଟିଂ କରିବାକୁ ପଡିଆକୁ ଓହ୍ଲାଇଛି । ଜିମ୍ବାଓ୍ବେ ସହ ଯେଉଁ ଖେଳାଳି ଥିଲେ ସେହି ଖେଳାଳି ରିପିଟ ହେବେ ବୋଲି ଅଧିନାୟକ ରୋହିତ ଶର୍ମା…

ଅର୍ଚ୍ଚନା ନାଗ ଏବଂ ସହଯୋଗୀଙ୍କ ଘରେ ଇଡିର ଚଢ଼ାଉ

ଭୁବନେଶ୍ବର: ବ୍ଲାକ୍ ମେଲର ଅର୍ଚ୍ଚନା ନାଗ ଜେଲରେ ଥିବା ବେଳେ ଏବେ ତାଙ୍କ ଘରେ ଏବଂ ତାଙ୍କ ସହଯୋଗୀଙ୍କ ଘରେ ଇଡି ଚଢ଼ାଉ କରିଛି । ଭୁବନେଶ୍ବର ସତ୍ୟବିହାର ଘର, କଟକ, କଳାହାଣ୍ଡି କେସିଙ୍ଗା ବାସଭବନ, ଜଳେଶ୍ବର ସମେତ 8ଟି ସ୍ଥାନରେ ଇଡି ଚଢ଼ାଉ କରିଥିବା ଜଣାପଡିଛି । ଇଡି ଆର୍ଥିକ ନେଣଦେଣ…

ଆଜି ଦ୍ୱିତୀୟ ସେମିଫାଇନାଲରେ ଭାରତ-ଇଂଲଣ୍ଡ ମଧ୍ୟରେ ଲଢ଼େଇ

ଆଡିଲେଡ୍‌: ଫାଇନାଲରେ ପାକିସ୍ତାନ ସହ କାହାର ଲଢ଼େଇ ହେବ ଆଜି ସ୍ପଷ୍ଟ ହେବ । ବିଶ୍ବର ଅଧିକାଂଶ ପ୍ରଶଂସକ ଆଜିର ମ୍ୟାଚରେ ଭାରତ ବିଜୟୀ ହେବାକୁ ଅପେକ୍ଷା କରିଛନ୍ତି ।  ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ପାକିସ୍ତାନ ନିଉଜିଲାଣ୍ଡକୁ ହରାଇ  ଫାଇନାଲ୍‌ରେ ପ୍ରବେଶ କରିଛି । ସେମି ଫାଇନାଲ୍‌ରେ…

ପୁରୀରେ ହେବ ଏଏସଆଇ ର ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ

ଭୁବନେଶ୍ୱର : ପୁରୀରେ ହେବ ଏଏସଆଇ ର ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ । ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା…

ଆସୁଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ, ପ୍ରଥମ ଦିନ କରିବେ ମହାପ୍ରଭୁଙ୍କ ଦର୍ଶନ

ଭୁବନେଶ୍ବର:  ଆସନ୍ତାକାଲିଠାରୁ ୨ ଦିନିଆ ଓଡିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ନିର୍ବାଚନରେ ଜିତିବା ପରେ ପ୍ରଥମ ଥର ପାଇଁ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୈାପଦୀ ମୁର୍ମୁ । ଆସନ୍ତାକାଲି ରାଷ୍ଟ୍ରପତି ସକାଳ 10ଟା 50ରେ ଆସି ବିମାନ ବନ୍ଦରରେ…

ୟୁକ୍ରେନ ଠାରୁ ଯୁଦ୍ଧ ହାରୁଛି କି ଋଷ? ଖେରସାନ ସହରରୁ ସେନା ପ୍ରତ୍ୟାହାର କଲେ ପୁଟିନ

ମସ୍କୋ: ଆଠ ମାସ ହେଲା ଋଷ- ୟୁକ୍ରେନ ଯୁଦ୍ଧ ଚାଲିଛି । ତେବେ ଆଜିର ବଡ଼ ସୂଚନା ହେଉଛି ଯୁଦ୍ଧ ବୋଧହୁଏ ଶେଷ ଆଡକୁ ଯାଉଛି  । କାରଣ ପୁଟିନଙ୍କ ସେନା ଯୁଦ୍ଧରେ ଜିତିଥିବା ଅଂଚଳରୁ ପଛକୁ ହଟିବାକୁ ନିର୍ଦେଶ ଜାରି କରିଛି । ଏହାର କାରଣ ଥଣ୍ଡା ବୋଲି ଚର୍ଚା ହେଉଥିବା ବେଳେ ଦ୍ବିତୀୟ କାରଣ ହେଉଛି…

ଆମେରିକା ନିର୍ବାଚନରେ ଭାରତୀୟ ବନିବେ ଗେମଚେଞ୍ଜର!

ଓ୍ବାଶିଂଟନ: ଆମେରିକାରେ ଏବେ ଚାଲିଛି ମଧ୍ୟବର୍ତ୍ତିକାଳୀନ ସାଧାରଣ ନିର୍ବାଚନ । ଏହି  ନିର୍ବାଚନରେ ଭାରତୀୟ ଭୋଟରଙ୍କ ଉପରେ ନେତାଙ୍କ ନଜର । ଅନେକ ରାଜ୍ୟରେ ଭାରତୀୟ ଭୋଟର ମୁଖ୍ୟ ଭୂମିକା ଗ୍ରହଣ କରୁଥିବାରୁ ତାଙ୍କୁ କିପରି ନିଜ ଦଳ ପ୍ରତି ଆକୃଷ୍ଣ କରାଯାଇପାରିବ ସେ ନେଇ ନେତାମାନେ ଜୋର…

ସିଡନୀରେ ପ୍ରଥମ ସେମିଫାଇନ ଆଜି: ନ୍ୟୁଜିଲାଣ୍ଡକୁ ଭେଟିବ ପାକିସ୍ତାନ

ସ୍ବିଡନୀ: ଟି-ଟ୍ବେଣ୍ଟି ବିଶ୍ବକପ ପ୍ରଥମ ସେମି ଫାଇନାଲରେ ଆଜି ମୁହାଁମୁହିଁ ହେବେ ନ୍ୟୁଜିଲାଣ୍ଡ ଓ ପାକିସ୍ତାନ । ମ୍ୟାଚ ଜିତିବା ପାଇଁ  ଦୁଇଦଳ ଦୁଇ ଦିନ ହେଲା ଝାଳବୁହା ପ୍ରାକ୍ଟିସ କରିଛନ୍ତି ।  ତେବେ ପାକିସ୍ତାନ ଦୁଇ ଓପନର ଫର୍ମରେ ନାହାଁନ୍ତି । ବାବର ଏବଂ ରିଜଓ୍ବାନ ଫର୍ମରେ ନଥିଲେ…

ଆଜି ଛାଡଖାଇ, ଆମିଷ ଦୋକାନ ଆଗରେ ଲମ୍ବା ଲାଇନ

ଭୁବନେଶ୍ବର: ଆଜି ଛାଡଖାଇ ପାଇଁ ସାରା ଓଡ଼ିଶାରେ ଆମିଷ ଦୋକାନରେ ସକାଳୁ ସକାଳୁ ଗହଳି ଲାଗିଛି । ପୂଣ୍ୟମାସ କାର୍ତ୍ତିକ ମାସ ଶେଷ ହେବା ପରେ  ଆଜି ଛାଡ ଖାଇ ପଡିଛି। ଅଧିକାଂଶ ଲୋକେ  ଘରେ ଘରେ ମାଛ ମାଂସର ଆସର କରିବାକୁ ଆଜିକୁ ଅପେକ୍ଷା କରିଥାନ୍ତି । କାର୍ତ୍ତିକ ମାସ ତମାମ ପୂଣ୍ୟମାସ…