Latest Odisha News

BREAKING NEWS

ରାଷ୍ଟ୍ରପତି ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିବେ ଦ୍ରୌପଦୀ ମୁର୍ମୁ

ନୂଆଦିଲ୍ଲୀ: ଝାଡ଼ଖଣ୍ଡର ପୂର୍ବତନ ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଆଜି ଏନ୍‌ଡିଏର  ରାଷ୍ଟ୍ରପତି  ପ୍ରାର୍ଥୀ ପାଇଁ ନାମାଙ୍କନପତ୍ର ଦାଖଲ କରିବେ ।  ସଂସଦ ଭବନରେ ମଧ୍ୟାହ୍ନ ୧୨ଟାରେ ପ୍ରାର୍ଥୀପତ୍ର ଦାଖଲ କରିବା ନେଇ ସୂଚନା ରହିଛି ।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଗୃହମନ୍ତ୍ରୀ ଅମିତ ଶାହ,…

ପୁଅର ଜୀବନ ପାଇଁ ମା ମାଗୁଛି ସହଯୋଗର ହାତ

କେନ୍ଦ୍ରାପଡ଼ା: ପୁଅ ପାଇଁ ଝରୁଛି ମା ଆଖିରୁ ଲୁହ । ରୋଗୀଣା ପୁଅକୁ ବଞ୍ଚେଇବା ପାଇଁ  ମାଆ ଦୁଆର ଦୁଆର ବୁଲି ମାଗୁଛି ଭିଖ । ଯେଉଁ ବୟଷରେ ପିଲାମାନେ ହସିଖେଳି ବୁଲୁଛନ୍ତି ସେହି ବୟସରେ ପୁଅ ସତ୍ୟବ୍ରତ ଯନ୍ତ୍ରଣାରେ ହେଉଛି ଛଟପଟ ।   କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ବ୍ଲକ  ଅନ୍ତର୍ଗତ,…

ରାଜ୍ୟ ବିଜେପି ବିଧାୟକମାନେ ଗଲେ ଦିଲ୍ଲୀ

ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ରାଜ୍ୟ ବିଜେପି ବିଧାୟକମାନେ ଦିଲ୍ଲୀ ଗସ୍ତ କରିଛନ୍ତି । ଆସନ୍ତାକାଲି ନାମାଙ୍କନ ପତ୍ର ଦାଖଲ କାର୍ଯ୍ୟକ୍ରମରେ ଯୋଗଦେବାକୁ ଏହି ବିଧାୟକମାନେ ଦିଲ୍ଲୀ ଯାଇଥିବା କହିଛନ୍ତି । ଦିଲ୍ଲୀ ଯାଇଥିବା…

ଦିଲ୍ଲୀ ଗଲେ ଦ୍ରୈାପଦୀ ମୁର୍ମୁ: ଆସନ୍ତାକାଲି ପ୍ରାର୍ଥୀପତ୍ର ଦାଖଲ କରିବେ

ଭୁବନେଶ୍ବର:   ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରୁ ଦିଲ୍ଲୀ ଯାଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁ ।  ଦ୍ରୌପଦୀ ମୁର୍ମୁଙ୍କ ସହ ଭୁବନେଶ୍ବର ଜିଲ୍ଲା ସଭାପତି ବାବୁ ସିଂହଙ୍କ ସମେତ ବହୁ ନେତା, ଶୁଭେଚ୍ଛୁ ଓ ସମର୍ଥକ ବିମାନବନ୍ଦରରେ ଉପସ୍ଥିତ ଥିଲେ।  ସେମାନଙ୍କ…

ସାନ୍ତାଳିଙ୍କ ପାଇଁ ମୋ ମା ପ୍ରେରଣାର ଉତ୍ସ: ଇତିଶ୍ରୀ ମୁର୍ମୁ

ଭୁବନେଶ୍ୱର:ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୈାପଦୀ ମୁର୍ମୁଙ୍କ ଝିଅ ହେଉଛନ୍ତି ଇତିଶ୍ରୀ ମୁର୍ମୁ । ରାଇରଙ୍ଗପୁରରେ ନିଜ ତିନି ମାସର ଝିଅକୁ ଖେଳାଉଥିବାବେଳେ ସେଦିନ ଆସିଥିଲା ଘନଘନ ଫୋନ  । ତାଙ୍କ ସଂପର୍କୀୟମାନେ ଫୋନରେ ଜଣାଉଥିଲେ ତାଙ୍କର ମା ହୋଇଛନ୍ତି ରାଷ୍ଟ୍ରପତି ପ୍ରାର୍ଥୀ । ଏକଥା…

ଚେସ୍‌ ଅଲମ୍ପିଆଡର ମଶାଲ ରିଲେରେ ଭାଗ ନେଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ସିଂ ଠାକୁର

ଧର୍ମଶାଳା: କେନ୍ଦ୍ର ଯୁବ ବ୍ୟାପାର ଏବଂ କ୍ରୀଡ଼ା ମନ୍ତ୍ରୀ  ଅନୁରାଗ ସିଂ ଠାକୁର ବୁଧବାର ଦିନ ଧର୍ମଶାଳା ଠାରେ ଚେସ୍‌ ଅଲମ୍ପିଆଡର ମଶାଲ ରିଲେ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଛନ୍ତି । ଧର୍ମଶାଳାରେ ମଶାଲ ରିଲେକୁ ସ୍ବାଗତ କରିବାକୁ ଆୟୋଜିତ କାର୍ଯ୍ୟକ୍ରମରେ କେନ୍ଦ୍ର ମନ୍ତ୍ରୀ ମୁଖ୍ୟ ଅତିଥି…

ଜୁନ୍‍ ୨୩ ତାରିଖରେ ବାଣିଜ୍ୟ ଭବନକୁ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ବାଣିଜ୍ୟ ଏବଂ ଶିଳ୍ପ ମନ୍ତ୍ରଣାଳୟର ନୂତନ ସୌଧ - "ବାଣିଜ୍ୟ ଭବନ" କୁ ୨୩ ଜୁନ୍ ୨୦୨୨ ପୂର୍ବାହ୍ନ ୧୦:୩୦ ରେ ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମ ଅବସରରେ ପ୍ରଧାନମନ୍ତ୍ରୀ ଏକ ନୂତନ ପୋର୍ଟାଲ୍ - ର୍ନିୟାତ (ନେସନାଲ ଇମ୍ପୋର୍ଟ-ଏକ୍ସପୋର୍ଟ ରେକର୍ଡ ଫର୍‍…

ଜୁନ୍‍ ୨୬-୨୮, ୨୦୨୨ ରୁ ଜର୍ମାନୀ ଏବଂ ୟୁଏଇ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜର୍ମାନୀର ଚାନସେଲର ମାନ୍ୟବର ଶ୍ରୀ ଓଲାଫ ସ୍କୋଲେଜଙ୍କ ଆମନ୍ତ୍ରଣ କ୍ରମେ ୨୬-୨୭ ଜୁନ୍ ୨୦୨୨ ରେ ଜର୍ମାନରେ ଅନୁଷ୍ଠିତ ଜି୭ ସମ୍ମିଳନୀରେ ଯୋଗଦେବା ପାଇଁ ଜମାନର ସ୍କୋଲ୍‍ସ ଏଲମାଉ ଗସ୍ତ କରିବେ । ଏହି ସମ୍ମିଳନୀରେ ପରିବେଶ, ଶକ୍ତି, ଜଳବାୟୁ, ଖାଦ୍ୟ…

ଭାଙ୍ଗିଯିବ କି ଶିବସେନା? କିଏ ଗଢ଼ିବ ମହାରାଷ୍ଟ୍ରରେ ସରକାର

ମୁମ୍ବାଇ: ମହାରାଷ୍ଟ୍ରରେ ଏମଭିଏ ସରକାର ସଙ୍କଟରେ ।  ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ମୁଣ୍ଡ ଉପରେ ଝୁଲୁଛି ଡେମୋକ୍ଲିସ ଖଣ୍ଡା । କେତେବେଳେ ବି ଯାଇପାରେ ମୁଖ୍ୟମନ୍ତ୍ରୀ ପଦ । କାରଣ ହେଉଛି ଶିବସେନାର 40 ବିଧାୟକ ଏବେ ଉଦ୍ଧବଙ୍କ ବିରୋଧରେ ମେଳି ହୋଇଛନ୍ତି । ଶିବସେନାର ବିଦ୍ରୋହୀ…

ରାଜନୀତିରେ ମୟୂରଭଞ୍ଜର ଦବଦବା ବଢ଼ୁଛି

ଭୁବନେଶ୍ବର: ଏନଡିଏର ରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା ହେବା ପରେ ଏବେ ଜାତୀୟ ରାଜନୀତିରେ ଓଡ଼ିଶାର ଚର୍ଚା ଜୋର ଧରିଛି । କେବଳ ଓଡ଼ିଶାର ଚର୍ଚା ହେଉନାହିଁ ମୟୁରଭଞ୍ଜ ଜିଲ୍ଲାର ରାଜନୀତି, ରାଜନେତାଙ୍କ ଆଲୋଚନା ମଧ୍ୟ ଜୋରଦାର ହେଉଛି । ତେବେ ମୟୂରଭଞ୍ଜ ଜିଲ୍ଲା ଗିରିଶ ଚନ୍ଦ୍ର ମୁର୍ମୁଙ୍କ ପରେ…