Latest Odisha News

BREAKING NEWS

କଣ୍ଟେନର ପଛରୁ ପିଟିଲା କାର୍‌, ୬ ଜଣଙ୍କ ଚାଲିଗଲା ଜୀବନ

ନୂଆଦିଲ୍ଲୀ : ତାମିଲନାଡ଼ୁର ଚେଙ୍ଗଲପେଟ ଜିଲ୍ଲାରେ ବଡ଼ ଦୁର୍ଘଟଣା । ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି  । ତିରୁବନ୍ନା ମଲାଇରୁ ଚେନ୍ନାଇ ଫେରୁଥିବା ବାଟରେ ହୋଇଥିଲା ଅଘଟଣ  । ଘଟଣାସ୍ଥଳରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି  । ତେବେ ଏହି ସମସ୍ତ…

ପକ୍ଷାଘାତ ପୀଡ଼ିତା କନିଆଙ୍କୁ ଟେକି ଟେକି ସାତଘେରା ନେଲେ ବର

ନୂଆଦିଲ୍ଲୀ : ପକ୍ଷାଘାତରେ ପୀଡ଼ିତ କନିଆ, ବର ସାଜିଛି ସାହାରା । କଥା ଦେଇ କଥା ରଖିଛନ୍ତି ମହାବୀର । ଆଉ ରୀନାବାଳାଙ୍କ ମଥାରେ ସିନ୍ଦୂର ଦେଇ ସାତ ଜନମର ସାଥୀ କରିଛନ୍ତି । ବର ମହାବୀର ସିଂହ ଓ କନ୍ୟା ରୀନାବାଳାଙ୍କ ପାଖରେ ହାର ମାନିଛି ଅକ୍ଷମତା । ଦୁହିଁଙ୍କ ବିବାହ ବର୍ତ୍ତମାନ ସମାଜକୁ…

ପିଟିଆଇ ପଦରୁ ହଟିବେ ଇମ୍ରାନ ଖାଁ

ନୂଆଦିଲ୍ଲୀ : ଇମ୍ରାନ ଖାଁଙ୍କୁ ବଡ଼ ଝଟ୍‌କା । ପାକିସ୍ତାନ ନିର୍ବାଚନ ଆୟୋଗଙ୍କର ବଡ଼ ନିଷ୍ପତ୍ତି  । ପାକିସ୍ତାନ ତେହରିକ-ଇ-ଇନସାଫ (ପିଟିଆଇ) ମୁଖ୍ୟ ପଦରୁ ଇମ୍ରାନ ଖାଁଙ୍କୁ ହଟାଇବା ଲାଗି ପାକିସ୍ତାନ ନିର୍ବାଚନ ଆୟୋଗ ବଡ଼ ପଦକ୍ଷେପ ନେଇଛନ୍ତି। ଦୁର୍ନୀତି ମାମଲାରେ ଇମ୍ରାନ ଦୋଷୀ…

RRR କୁ ମିଳିଲା ‘ସର୍ବଶ୍ରେଷ୍ଠ ଅନ୍ତର୍ଜାତୀୟ ଚିତ୍ର’ ସମ୍ମାନ

ନୂଆଦିଲ୍ଲୀ : ବେଷ୍ଟ୍‍ ଇଣ୍ଟରନ୍ୟାସନାଲ ପିକ୍ଚର ଆଓ୍ଵାର୍ଡ ଜିତିଛି ଆରଆରଆର (RRR) । ପ୍ରଶଂସକ କହିଲେ ପୁଣି ରିଲିଜ୍‌ ହେଉ ଏହି ଫିଲ୍ମ  । ଏହି ଫିଲ୍ମଟି ରିଲିଜ ହେବା ପରେ ବହୁ ପ୍ରଶଂସକଙ୍କ ପସନ୍ଦ ଆସିଥିଲା ଏହି ଫିଲ୍ମ  । ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଳୀଙ୍କୁ ନ୍ୟୁୟର୍କ ଫିଲ୍ମ…

ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ନଜର ଆସିଲେ ଅକ୍ଷୟ କୁମାର

ନୂଆଦିଲ୍ଲୀ : ମରାଠି ଫିଲ୍ମକୁ ନେଇ ଚର୍ଚ୍ଚାକୁ ଆସିଲେ ବଲିଉଡ ଅଭିନେତା ଅକ୍ଷୟ କୁମାର । ଏହି ଫିଲ୍ମରେ ଛତ୍ରପତି ଶିବାଜୀ ମହାରାଜଙ୍କ ଭୂମିକାରେ ଅଭିନୟ କରିବେ ଖିଲାଡ଼ି ଷ୍ଟାର ଅକ୍ଷୟକୁମାର । ମରାଠି ଚଳଚ୍ଚିତ୍ର ନାଁ ରହିଛି ‘ଭେଦାତ୍‌ ମରାଠେ ଭୀର୍‌ ଦୌଦ୍‌ଲେ ସାତ୍‌’। ଅକ୍ଷୟ ନିଜ…

ସିଂହଦ୍ଵାର ଥାନାରେ ହାଜର ହେବେ ଅନିମେଶ ଚକ୍ରବର୍ତ୍ତୀ

ପୁରୀ : ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡାଇବା ପ୍ରସଙ୍ଗ ନେଇ ପ୍ରତିକ୍ରିୟା ରଖିଲେ ପୁରୀ ଏସ୍ପି । କହିଲେ ଆଇନଗତ  ଭାବରେ ଅନିମେଶଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ । ଶ୍ରୀମନ୍ଦିର ଉପରେ ଡ୍ରୋନ୍ ଉଡାଇବା ସହ ୟୁଟ୍ୟୁବରେ ଭିଡିଓ ଅପଲୋଡ଼ କରିବା ଘଟଣାରେ ପୁରୀ ସିଂହଦ୍ଵାର ଥାନାରେ…

ଗିରଫ ହେଲେ ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ

ନୂଆଦିଲ୍ଲୀ : ତୃଣମୂଳ କଂଗ୍ରେସର ରାଷ୍ଟ୍ରୀୟ ମୁଖପାତ୍ର ସାକେତ ଗୋଖଲେ ଗିରଫ  । ବିଳମ୍ବିତ ରାତିରେ ରାଜସ୍ଥାନର ଜୟପୁର ବିମାନବନ୍ଦରରୁ ଗିରଫ କରିଛି ଗୁଜରାଟ ପୁଲିସ । ମୋର୍ବୀ ବ୍ରିଜ୍‌ ଭୁଶୁଡ଼ିବା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମିଥ୍ୟା ପ୍ରଚାର କରିବା…

ବ୍ରିଟିଶ ନାଗରିକଙ୍କ ପାଇଁ ଇ-ଭିସା ବ୍ୟବସ୍ଥା

ନୂଆଦିଲ୍ଲୀ: ବ୍ରିଟିଶ ନାଗରିକଙ୍କ ପାଇଁ ଆସିଲା ପୁଣି ଇ-ଭିସା ବ୍ୟବସ୍ଥା  । ଏଣିକି ଆବେଦନ କରିପାରିବେ ବ୍ରିଟେନ ନାଗରିକ । ଏହି ଇ-ଭିସା ବ୍ୟବସ୍ଥା ଆରମ୍ଭ କରିବେ କେନ୍ଦ୍ର ସରକାର । ଖ୍ରୀଷ୍ଟମାସକୁ ଦୃଷ୍ଟିରେ ରଖି ନିଷ୍ପତ୍ତି ନେଇଛନ୍ତି ସରକାର । କରୋନା ହେବା ପରଠୁ ଇ-ଭିସା ବ୍ୟବସ୍ଥା…

ସମସ୍ତଙ୍କ ଭଲପାଇବା ପାଇ ମୁଁ ସୁସ୍ଥ ଅଛି : ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ

ନୂଆଦିଲ୍ଲୀ : ଝିଅ ପାଇଁ ମିଳିଛି ନୂଆ ଜୀବନ । ବାପାଙ୍କୁ କୀଡନି ଦାନ କରି ପତୃଋଣ ସୁଝିବାର ଛୋଟ ପ୍ରୟାସ କରିଛନ୍ତି ଝିଅ ରୋହିଣୀ ! ଅସ୍ତ୍ରୋପଚାର ସଫଳ ପରେ ଝିଅ ରୋହିଣୀଙ୍କୁ ପାଖରେ ଦେଖି ଭାବ ପ୍ରବଣ ହୋଇପଡ଼ିଛନ୍ତି ଲାଲୁ ଯାଦବ । ତାଙ୍କ ମୁହଁରୁ ଯେମିତି ଝରି ପଡୁଛି କୃତଜ୍ଞତା ମିଶା…

ଶୀତଦିନେ ଜଳଖିଆରେ ସାମିଲ କରନ୍ତୁ ଅଣ୍ଡା

ଓଡ଼ିଶା ସମ୍ବାଦ ବୁରୋ : ଶରୀର ସୁସ୍ଥ ପାଇଁ ସଠିକ୍ ପରିମାଣରେ ଖାଦ୍ୟ ଖାଇବା ଆବଶ୍ୟକ । କେତେକ ଖାଦ୍ୟ ମଧ୍ୟରୁ ଅଣ୍ଡା ଏପରି ଏକ ଖାଦ୍ୟ ଯାହା ଆମ ଶରୀରରେ ଅନେକ ପୋଷକ ତତ୍ତ୍ୱର ଅଭାବକୁ ପୂରଣ କରିଥାଏ । ଅଣ୍ଡା ପ୍ରୋଟିନଯୁକ୍ତ ଖାଦ୍ୟ । ଏଥିରେ ଭିଟାମିନ୍ ବି, ଭିଟାମିନ ବି ୧୨,…