Latest Odisha News

BREAKING NEWS

ସୁନାବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମହାପ୍ରଭୁ

ପୁରୀ : ଆଜି ପବିତ୍ର କାର୍ତ୍ତକ ପୂର୍ଣ୍ଣମୀ।  ପଞ୍ଚୁକର ପାଞ୍ଚଦିନ ଅବସରରେ ରାଜରାଜେଶ୍ୱର ବା ସୁନାବେଶରେ ଦଶର୍ନ ଦେଉଛନ୍ତି ମହାପ୍ରଭୁ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ମଧ୍ୟରାତ୍ରୀରୁ ଭକ୍ତଙ୍କ ଭିଡ଼ ଲାଗିଛି। ସୁନା ବେଶରେ ମହାପ୍ରଭୁଙ୍କୁ ଦର୍ଶନ କରୁଛନ୍ତି ଶ୍ରଦ୍ଧାଳୁ। ତେବେ ଆଜି ଚନ୍ଦ୍ର…

ହଟିଲା କଟକଣା, ଆସନ୍ତାକାଲି ରାଜଧାନୀରେ ଖୋଲିବ ସ୍କୁଲ

ନୂଆଦିଲ୍ଲୀ: ଦିନକୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ଅଣାଆୟତ୍ତ ହେବାରେ ଲାଗିଥିଲା । ଫଳରେ ଅଣନିଶ୍ବାସୀ ହୋଇପଡ଼ୁଥିଲେ ରାଜଧାନୀବାସୀ। ଏନେଇ ପ୍ରଦୂଷଣ ଅଳ୍ପ ମାତ୍ରାରେ ସୁଧାର ଆସିଛି । ତେଣୁ ସରକାର ନଭେମ୍ବର ୯ ତାରିଖରେ ଅର୍ଥାତ୍‌ ଆସନ୍ତାକାଲି ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି…

ତାମିଲନାଡୁର ୧୫ ଜଣ ମତ୍ସ୍ୟଜୀବୀ ଗିରଫ ସହ ୨ ବୋଟ ଜବତ କଲା ଶ୍ରୀଲଙ୍କା ନୌସେନା

ନୂଆଦିଲ୍ଲୀ : ମାଛ ଧରିବା ଅଭିଯୋଗରେ ୧୫ ଜଣ ମତ୍ସ୍ୟଜୀବୀ ଗିରଫ । ଗତକାଲି ସନ୍ଧ୍ୟାରେ ପ୍ରାୟ ୨୫୦୦ମତ୍ସ୍ୟଜୀବୀ ୪୦୦ ଡଙ୍ଗାରେ ମାଛ ଧରିବାକୁ ଯାଇଥିଲେ। ଧନୁଷ୍କୋଡି ଏବଂ ଥାଲାମନାନାର ନିକଟରେ ମାଛ ଧରିବାବେଳେ ଶ୍ରୀଲଙ୍କା ନୌସେନା ପେଟ୍ରୋଲିଂ କରି ସେମାନଙ୍କୁ  ଧରିଥିଲେ । ସାମୁଦ୍ରିକ…

ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଲା ଯାତ୍ରୀବାହୀ ବିମାନ

ନୂଆଦିଲ୍ଲୀ: ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦରେ ଖସି ପଡ଼ିଲା ଯାତ୍ରୀବାହୀ ବିମାନ। ବିମାନଟି ନିୟନ୍ତ୍ରଣ ହରାଇ ହ୍ରଦ ଭିତରକୁ ଖସିପଡ଼ିଥିଲା। ଉତ୍ତର ପଶ୍ଚିମ ବୁକୋବା ସହରରେ ଅବତରଣ କରିବାର କିଛି ସମୟ ପୂର୍ବରୁ ଖରାପ ପାଣିପାଗ କାରଣରୁ ବିମାନଟି ତାଞ୍ଜାନିଆର ଭିକ୍ଟୋରିଆ ହ୍ରଦକୁ ଖସିପଡିଥିଲା…

ଶିଶୁ କନ୍ୟାକୁ ଜନ୍ମ ଦେଲେ ଆଲିଆ

ମୁମ୍ଵାଇ: ଫ୍ୟାନ୍ସଙ୍କୁ ଖୁସି ଖବର ଦେଲେ ଆଲିଆ । ଶିଶୁ କନ୍ୟାର ପିତାମାତା ହୋଇଛନ୍ତି ରଣବୀର-ଆଲିଆ। ଏନେଇ ଆଲିଆ ଭଟ୍ଟ ଏକ ଇନଷ୍ଟାଗ୍ରାମ ପୋଷ୍ଟ କରିଛନ୍ତି, ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଛନ୍ତି। କିଛି ସମୟ ପୂର୍ବରୁ ଆଲିଆ ଭଟ୍ଟ ଇନଷ୍ଟାରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏହି…

ରାହୁଲ ଗାନ୍ଧିଙ୍କ ନାଁରେ ମାମଲା ଦାୟର

ବେଙ୍ଗାଲୁରୁ: କଂଗ୍ରେସ ନେତା ରାହୁଲ ଗାନ୍ଧି ନାଁରେ ମାମଲା ରୁଜୁ । ଭାରତ ଯୋଡ ଯାତ୍ରା ସମୟରେ ବିନା ଅୁମତିରେ କନ୍ନଡ ଚଳଚ୍ଚିତ୍ର କେଜିଏଫ୍ 2 ସଙ୍ଗୀତର ବ୍ୟବହାର କରିଥିଲା କଂଗ୍ରସ  । ଏହାକୁ ନେଇ ଏମଆରଟି ମ୍ୟୁଜିକ୍ ଲେବଲ୍ ଦ୍ବାରା ଅଭିଯୋଗ ହୋଇଥିଲା । ଏନେଇ ବେଙ୍ଗାଲୁରୁ ପୋଲିସ କଂଗ୍ରେସ…

ଦିଲ୍ଲୀରେ ଗଡ଼ିବନି ଡିଜେଲ କାର୍‌, ଦିଲ୍ଲୀ ପରିବହନ ବିଭାଗ ଦେଲେ ସୂଚନା

ନୂଆଦିଲ୍ଲୀ : ଦିନ କୁ ଦିନ ଦିଲ୍ଲୀରେ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ଅଣନିଶ୍ବାସୀ ହୋଇଗଲେଣି ଲୋକେ  । ପ୍ରଦୂଷଣକୁ ଦୃଷ୍ଟିରେ ରଖି ଏନେଇ ଦିଲ୍ଲୀ ପରିବହନ ବିଭାଗ ନେଇଛନ୍ତି ବଡ଼ ନିଷ୍ପତ୍ତି । ରାଜଧାନୀରେ ଗାଡ଼ି ଚାଲିବା ଉପରେ ଲାଗିଲା ପ୍ରତିବନ୍ଧକ। ଦିଲ୍ଲୀରେ ଗଡ଼ିବନି ଡିଜେଲ…

ଡେଲିଭରି ପାଇଁ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ

ନୂଆଦିଲ୍ଲୀ : ଡେଲିଭରି ପାଇଁ ଏଚ୍‌.ଏନ୍‌ ରିଲାଏନ୍ସ ଫାଉଣ୍ଡେସନ ହସ୍ପିଟାଲରେ ଭର୍ତ୍ତି ହେଲେ ଅଭିନେତ୍ରୀ ଆଲିଆ ଭଟ୍ଟ । ଆଜି ସକାଳ ୭.୩0ରେ ଆଲିଆ ସ୍ୱାମୀ ରଣବୀରଙ୍କ ସହ ଡାକ୍ତରଖାନାରେ ପହଞ୍ଚିଥିଲେ। ଭାଇରାଲ୍ ଭାୟାନୀଙ୍କ ଅଫିସିଆଲ୍ ଇନଷ୍ଟା ହ୍ୟାଣ୍ଡଲ୍ ଏହି ଖବର ସେୟାର କରାଯାଇଛି | ସେୟାର…

ବାଙ୍କଚୂଡ଼ା ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଲେ ମହାପ୍ରଭୁ  

ପୁରୀ : ଆଜି ହେଉଛି ପଞ୍ଚୁକର ଦ୍ବିତୀୟ ଦିନ । ଏହି ଅବସରରେ କାର୍ତ୍ତିକ ମାସ ଶୁକ୍ଳ ପକ୍ଷ ଦ୍ଵାଦଶୀ ତିଥିରେ ଶ୍ରଦ୍ଧାଳୁଙ୍କୁ ବାଙ୍କଚୂଡ଼ା ବେଶରେ ଦର୍ଶନ ଦେଉଛନ୍ତି ମହାପ୍ରଭୁ  । ଯେତେବେଳେ ଅକ୍ରୁର ଯାଇଥିଲେ ଗୋପପୁରକୁ ଶ୍ରୀକୃଷ୍ଣ ଓ ବଳରାମଙ୍କୁ ମଥୁରାକୁ ଆଣିବାକୁ  ସେ ସମୟରେ ବ୍ରଜ ଦାଣ୍ଡ…

ଟ୍ୱିଟରର ୫୦% କର୍ମଚାରୀ ଚାକିରୀରୁ ବହିସ୍କୃତ

ନୂଆଦିଲ୍ଲୀ : ଟ୍ୱିଟର ଗ୍ରହଣ କରିବାର ସପ୍ତାହ ମଧ୍ୟରେ ଏଲୋନ୍ ମସ୍କ ବହୁ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ସାରା ବିଶ୍ବରେ ଟ୍ବିଟର ଅଧାରୁ ଅଧିକ କର୍ମଚାରୀଙ୍କୁ ଛଟେଇ କରିବ ବୋଲି କର୍ମଚାରୀମାନେ ଆଶଙ୍କା ରହିଥିବା ବେଳେ ତାହା ଆଜି ସତ ହୋଇଛି । ଏଲନ୍ ମସ୍କଙ୍କ ଏଭଳି…