ଧବଳେଶ୍ୱର ଝୁଲା ପୋଲ ଉପରେ ଲାଗିଲା କଟକଣା, ଥରକେ ଯାଇପାରିବେ ୨୦୦ ଯାତ୍ରୀ
କଟକ: ମୋର୍ବିର ଝୁଲା ପୋଲ ଭୁଶୁଡ଼ିବା ଘଟଣା ପରେ ଧବଳେଶ୍ବର ପୋଲ ଉପରେ ପଡ଼ିଲା ପ୍ରଭାବ । ଆଠଗଡ଼ରେ ପ୍ରସିଦ୍ଧ ଧବଳେଶ୍ୱର ଝୁଲା ପୋଲର କ୍ଷମତା କମିଥିବାରୁ ଭକ୍ତଙ୍କ ଯିବାଆସିବା ନେଇ ପ୍ରଶାସନ ଲଗାଇଲେ କଟକଣା । ଝୁଲା ପୋଲ ଉପରେ ଥରକେ ୨୦୦ ଯାତ୍ରୀଙ୍କୁ ଯିବା ଆସିବା କରିବା ପାଇଁ ଦେଲେ…