Latest Odisha News

BREAKING NEWS

ଢେଙ୍କାନାଳରେ ମା’ ଗଜଲକ୍ଷ୍ମୀଙ୍କ ପୂଜା

ଢେଙ୍କାନାଳ: ସବୁଠି ଚାଲିଛି ମା’ ଗଜଲକ୍ଷ୍ମୀଙ୍କ ପୂଜା। ସୁନ୍ଦର ସାଜସଜା ସାଙ୍ଗକୁ ରଙ୍ଗ ବେରଙ୍ଗ ଆଲୋକ ଲୋକଙ୍କୁ ମୁଖ୍ୟ ଆକର୍ଷଣ ହୋଇଥିଲା ମା’ ଗଜଲକ୍ଷ୍ମୀଙ୍କ ପୂଜା ମଣ୍ଡପ । ମା’ଙ୍କ ପୂଜା ପାଇଁ ପ୍ରଥମେ କଳସ ଶୋଭାଯାତ୍ରା ଆରମ୍ଭ କରାଯାଇଥିଲା l ମାଙ୍କ ସାମ୍ନାରେ ପୂର୍ଣ୍ଣ କଳସ ରଖାଯିବା…

ସଲମାନଖାନଙ୍କୁ ହତ୍ୟା କରିବା ପାଇଁ ସୁପାରିସ୍‌ 

ମୁମ୍ବାଇ: ବଲିଉଡ ସୁପରଷ୍ଟାର ସଲମାନ୍ ଖାନଙ୍କୁ ହତ୍ୟା କରିବା ପାଇଁ ନାବାଳକକୁ ସୁପାରୀ ଦେଇଥିଲା ଲରେନ୍ସ । ପଞ୍ଜାବ ମୋହଲିର ପୁଲିସ୍‌ ମୁଖ୍ୟ କାର୍ଯ୍ୟାଳୟରେ ମେ ୯ ତାରିଖରେ ହୋଇଥିବା ଆର୍‌ପିଜି ଆକ୍ରମଣରେ ଜଣେ ନାବାଳକ ମାଷ୍ଟର୍‌ମାଇଣ୍ଡ୍‌କୁ ଫୈଜାବାଦ୍‌ରୁ ଧରାଯାଇଛି। ଅଭିନେତା ସଲ୍‌ମାନ…

କଟକ ଖୋର୍ଦ୍ଧାରେ ପ୍ରବଳ ବର୍ଷିବ ବର୍ଷା

ଭୁବନେଶ୍ବର : ଦକ୍ଷିଣ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ଘୂର୍ଣ୍ଣିବଳୟ ପ୍ରଭାବରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ତୁହାକୁ ତୁହା ବର୍ଷା ଜାରି ରହିଛି । ପ୍ରବଳ ବର୍ଷା ହେବା ନେଇ ୟେଲୋ ୱାର୍ଣ୍ଣିଂ ଜାରି । ଆଗାମୀ ୩ ଘଣ୍ଟା ପାଇଁ ସତର୍କତା ଜାରି କଲା ଭୁବନେଶ୍ବର ଆଞ୍ଚଳିକ…

ଆମ ଆଦମୀ ପାର୍ଟିର କର୍ମୀଙ୍କୁ ବିବାହ କଲେ ବିଧାୟିକା ନରିନ୍ଦର କୌର 

ଚଣ୍ଡୀଗଡ଼:  ବୋହୂ ସାଜିଲେ ବିଧାୟକ। ବିବାହ କଲେ ବିଧାୟିକା ନରିନ୍ଦର କୌର  । ପଞ୍ଜାବର ସଙ୍ଗରୁରରୁ ବିଧାୟିକା ଥିବା ନରିନ୍ଦର କୌର ଆମ ଆଦମୀ ପାର୍ଟିର କର୍ମୀ ମନଦୀପ ସିଂଙ୍କୁ ବିବାହ କରିଛନ୍ତି | ଏହି ବିବାହ ସମାରୋହ ପଟିଆଲାର ରୋରେୱାଲ ଗ୍ରାମରେ ଅନୁଷ୍ଠିତ ହୋଇଥିଲା। ମୁଖ୍ୟମନ୍ତ୍ରୀ…

ଡ୍ୟାମ୍‌ରୁ ମାଡ଼ିଆସିଲା ପାଣି ନଦୀରେ ଫସିଗଲେ ୧୦ ଜଣ 

ଦେବଗଡ଼ : ସେଲ୍ଫି ନେବା ସମୟରେ ହଠାତ୍‌ ମାଡିଆସିଲା ପାଣି। ନଦୀରେ ଫସିଗଲେ ୧୦ ଜଣ  ।  ଦେବଗଡ଼ ଜିଲ୍ଲା ରିଆମାଳ ବ୍ଲକ ଜାମୁନାଳି ଗାଁ ଦେଇ ବୋହି ଯାଇଥିବା ନଦୀ ଭିତରେ ଲୋକ ଫସିରହିଥିବା ବେଳେ ଡ୍ୟାମ୍‌ରୁ ପାଣି ମାଡ଼ି ଆସିବାରୁ ସମସ୍ତଙ୍କ ଜୀବନ ବିପଦରେ ପଡ଼ିଯାଇଥିଲା। ଫସିଥିବା ଲୋକମାନେ…

ଆଉ ନାହାଁନ୍ତି ବର୍ଷିୟାନ ଅଭିନେତା ଅରୁଣ ବାଲି

ମୁମ୍ବାଇ: ବର୍ଷିୟାନ ଅଭିନେତା ଅରୁଣ ବାଲିଙ୍କ ଦେହାନ୍ତ। ଆଜି ମୁମ୍ବାଇରେ ତାଙ୍କର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବୟସ ବର୍ଷ ହୋଇଥିଲା। ମିଆଷ୍ଟେନିଆ ଗ୍ରାଭିସ୍ ନାମକ ଏକ ବିରଳ ନ୍ୟୁରୋମସ୍କୁଲାର ରୋଗରେ ପୀଡିତ ଥିଲେ। ଏହି ରୋଗ କାରଣରୁ ଅରୁଣ ଦୀର୍ଘଦିନ ହେବ ଚିକିତ୍ସାଧୀନ…

ଭସାଣିରେ ଭାସିଗଲେ ୫୦ରୁ ଊର୍ଦ୍ଧ୍ବ ଲୋକ, ୮ ମୃତ

କୋଲକାତା : ମା‘ଙ୍କ ଭସାଣି ସମୟରେ ବଡ଼ ଅଘଟଣ  । ପବିତ୍ର ବିଜୟାଦଶମୀ ଦିନ ଉତ୍ତର ପଶ୍ଚିମବଙ୍ଗର ଜଲପାଇଗୁଡ଼ି ଜିଲ୍ଲାର ମାଲ ନଦୀରେ ଜଗତଜନନୀ ମା’ ଦୁର୍ଗାଙ୍କ ଭସାଣ ହୋଇଥିଲା  । ନଦୀରେ ବୁଡ଼ ପକାଇବା ସମୟରେ ପ୍ରଖର ସ୍ରୋତରେ କିଛି ଲୋକ ଭାସିଯାଇଥିଲେ । ଫଳରେ ମାଲ ନଦୀରେ ୮ ଜଣଙ୍କ…

ବିଶ୍ବର ପ୍ରଥମ ହାତଘଣ୍ଟା, ଯାହାର ମୂଲ୍ୟ ୮୦ ନିୟୁତ ଡଲାର

ନୂଆଦିଲ୍ଲୀ : ଆମେ ସାଧାରଣତଃ ହାତରେ ଘଣ୍ଟା ପିନ୍ଧିବାକୁ ପସନ୍ଦ କରିଥାନ୍ତି। ପୂର୍ବରୂ କିଛି ବିଶିଷ୍ଟ ବ୍ୟକ୍ତି ହିଁ ହାତରେ ଘଣ୍ଟା ପିନ୍ଧୁଥିଲେ। କାରଣ ଘଣ୍ଟାର ଦାମ୍‌ ଏତେ ଥିଲା ଯେ ସାଧାରଣ ଲୋକ କିଣିବାକୁ ଅକ୍ଷମ ଥିଲେ। ବିଶ୍ବର ପ୍ରଥମ ହାତ ଘଣ୍ଟା ୫୧୫ ବର୍ଷ ପୂର୍ବରୁ ନିର୍ମାଣ…

ଦଶହରାରେ ପୂଜା ପାଉଛନ୍ତି ରାବଣ

ନୂଆଦିଲ୍ଲୀ : ଆଜି ହେଉଛି ପବିତ୍ର ଦଶହରା । ସବୁଠି ଚାଲିଛି ଜଗତ ଜନନୀ ମା‘ ଦୁର୍ଗାଙ୍କ ଆରାଧାନା  । କିନ୍ତୁ ଦେଶରେ ଏପରି ଏକ ସ୍ଥାନ ଅଛି ଯେଉଁଠି ଦଶହରାରେ ହୁଏ ରାବଣ ପୂଜା। ଯାହାକୁ ଆପଣମାନେ ଶୁଣିଲେ ହୁଏତ ଚକିତ ହୋଇପାରନ୍ତି  । ଆପଣମାନେ ତ ସମସ୍ତ ଦେବା ଦେବୀ ପୂଜା ପାଉ ଥିବାର ନିଶ୍ଚୟ…

‘ସମାଜ’ର ୧୦୩ତମ ସ୍ଵନକ୍ଷତ୍ର ଉତ୍ସବ ପାଳିତ

କଟକ:ଦୈନିକ ଖବରକାଗଜ ‘ସମାଜ’ର ୧୦୩ତମ ସ୍ଵନକ୍ଷତ୍ର ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ସାମାଜିକ ଓ ରାଜନୈତିକ ଜୀବନରେ ‘ସମାଜ’ ତାର ଗୁରୁତ୍ୱ ବଜାୟ ରଖିଛି। ଆସନ୍ତା ୯ ତାରିଖରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଜନ୍ମ ଶତବାର୍ଷିକୀ ପାଳନ…