Latest Odisha News

BREAKING NEWS

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୧)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ହେଲେ ....ହେଲେ କଣ ସାଗର ବାବୁ ! ଆପଣ ତାଙ୍କ ବିଷୟରେ ଯାହା କହିଦେବେ ମୁଁ ବିଶ୍ବାସ କରିଯିବି !! ନୋ ....ନଟ୍ ଆଟଲ ! ଶୁଣନ୍ତୁ ସାଗର ବାବୁ ଏମିତି ରେ ବି ମୁଁ ବହୁତ ଡିଷ୍ଟର୍ବ ଅଛି ,ତେଣୁ ପ୍ଲିଜ ଆଉ ଅଧିକ ଡିଷ୍ଟର୍ବ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୨୦)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କ'ଣ କହିବେ କୁହନ୍ତୁ ନା , ଆସ୍ଥା ଗମ୍ଭୀର ସ୍ୱର ରେ ଉତ୍ତର ଦେଲା ! ମୁଁ କହିଦେଲେ କଣ ଆପଣ ମୋ କଥାକୁ ଏତେ ସହଜରେ ବିଶ୍ୱାସ କରିଯିବେ ନା କଣ ,ସାଗର ଦୃଢ଼ତାର ସହିତ ଉତ୍ତର ଦେଲା ?" କେମିତି ଭାବୁଛନ୍ତି ଯେ ମୁଁ ଏତେ ସହଜ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୯)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆଜି ସ୍ୱପ୍ନିଲ ଯିବାର ଚାରି ମାସ ବିତି ଯାଇଛି ; ୱାଟ୍ସଆପରେ ଡ଼ିପି ରଖୁଥିବା ଫଟୋଗୁଡିକର ମୁହଁ ସବୁ ଆଖି ଆଗରେ ନାଚି ଯାଉଛି ଆସ୍ଥା ର ! ଓଜସ୍ୱିନୀ ଲାଗୁଛି ଧରା, ଅଣ ନିଶ୍ୱାସୀ ହୋଇପଡୁଛି ଜୀବନ !ସେଥିପାଇଁ ଘର କାମ ସାରି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସ୍ୱପ୍ନିଲଙ୍କ ମୃତ ଦେହ ପାଖରୁ କୌଣସି ସମ୍ପର୍କୀୟଙ୍କ ଫୋନ ନମ୍ବର କିମ୍ବା ଠିକଣା ମିଳି ନ ଥିଲା ! ତାଙ୍କ ମୋବାଇଲ ଫୋନରୁ ପୁଲିସ ଯାହା ଯାହାକୁ ଫୋନ କରିଥିଲା ସମସ୍ତେ ତାଙ୍କର ସାଙ୍ଗ ସାଥି ଶୁଭ ଚିନ୍ତକ ଥିଲେ ! ସାଙ୍ଗ ସାଥି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୭)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଯାହାହେଉ ସମ୍ଭବ ଆଉ ପିଲାମାନେ ଆସିବା ପୂର୍ବରୁ ଛାତିର କୋହ ସବୁକୁ ଆଖିର ଲୁହ ଦେଇ ବାହାର କରି ଦେଇଚି ! ବାସ୍ ଏଥର ଖୁସିରେ ରହିବାର ଅଭିନୟ କରିବାକୁ ଆଉ ଏତେ କଷ୍ଟ ହେବନି ଆସ୍ଥାକୁ ! ଘଟଣାଟି ସତ ଏକଥା କେମିତି…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୬)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ଆସ୍ଥା ଦେଖିଲା ବେଳକୁ ମୋବାଇଲରେ ଅଜଣା ନମ୍ବରଟେ !! ସେ ଯେତେବେଳେ ବି ସ୍ୱପ୍ନିଲ ଙ୍କର କଲ୍ ରିସିଭ୍ କରିଛି କିଛି କ୍ଷଣ ଖୁସି ପାଇଁ ତାକୁ ପୁଳାଏ ଦୁଃଖ ,ଯନ୍ତ୍ରଣା ,ଅସହାୟତାକୁ ଗଟଗଟ କରି ପିଇବାକୁ ପଡିଛି ! ଆଉ…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୫)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ "କଣ ଭାବୁଛ ? ତୁମ ନାଁ ପରା ଦୁଇ ଥର ଡକା ଗଲାଣି , ଯାଅ ଡାକ୍ତରଙ୍କ ଚ୍ୟାମ୍ବରକୁ । ଡ଼ଃ ଯାହା ଯାହା ପଚାରିବେ ଠିକ ଠିକ କହିବ , କିଛି ଲୁଚେଇବନି ।" ଏତକ କହି ସମ୍ଭବ ବାହାରେ କାକୁସ୍ଥ ହୋଇ ଅପେକ୍ଷା କରି ବସିଥାଏ !!…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୪)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ କ'ଣ ହୋଇପାରେ ସମ୍ଭବଙ୍କର ଏ ପରିବର୍ତ୍ତନର କାରଣ ! ମନେ ମନେ ଭାଳି ହେଉଥିଲା ଆସ୍ଥା । ଏମିତି ଅନ୍ୟମନସ୍କତା ଭିତରେ ଗାଡ଼ି ଯାଇ ଲାଗିଥିଲା ,ସହରର ଜଣାଶୁଣା ମାନସିକ ଚିକିତ୍ସକ ଡ଼ଃ. କେଶବ କରଙ୍କ କ୍ଲିନିକ ଆଗରେ ! ଆସ୍ଥାର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୩)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସମ୍ଭବ ଅନୁଭବ କରୁଛନ୍ତି ଆସ୍ଥା ପ୍ରକୃତରେ ଠିକ ନାହାନ୍ତି ! ପିଲାମାନେ ବି ଅନୁଭବ କଲେଣି ମାମାଙ୍କର କିଛି ଗୋଟେ ହୋଇଛି ! ପାପାଙ୍କୁ କହି କିଛି ଗୋଟେ କରିବାକୁ ପଡିବ ! କଣ ବି କରିବେ ସେମାନେ ? କୁନି ପିଲା ,ଏପଟେ କରୋନାର…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୧୨)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ନୂଆବର୍ଷରେ ଆଗ ଭଳି ଆଗ ଶୁଭେଚ୍ଛା ବାର୍ତ୍ତା ଆସୁନି ସ୍ୱପ୍ନିଲଙ୍କର ! ଅପେକ୍ଷା କରିବାକୁ ପଡୁଛି ଦି'ଚାରି ଦିନ ଯାଏଁ ! କି କୌଣସି ପର୍ବ ପର୍ବାଣୀରେ ବି ଶୁଭେଚ୍ଛା, ଶୁଭ କାମନା କି ଅଭିନନ୍ଦନର ବାର୍ତ୍ତା ବି ଆସୁନି ! ଜନ୍ମ…