Latest Odisha News

BREAKING NEWS

ବିଧାନସଭାରେ ମାନିଲେ ମନ୍ତ୍ରୀ, ଛତିଶଗଡ଼ ପାଇଁ ମହାନଦୀରେ କ୍ରମାଗତ କମୁଛି ଜଳ ପ୍ରବାହ

ଭୁବନେଶ୍ୱର: ଛତିଶଗଡ଼ ସରକାରଙ୍କ ମନମାନି ପାଇଁ ମହାନଦୀ ଅବବାହିକା ଶୁଖିବାରେ ଲାଗିଛି । ଅଣମୌସୁମୀ ସମୟରେ କ୍ରମାଗତ ଭାବେ ମହାନଦୀ ଅବବାହିକାରେ ଜଳ ପ୍ରବାହର ପରିମାଣ କ୍ରମାଗତ ଭାବେ ହ୍ରାସ ପାଇ ଆସୁଛି । ମହାନଦୀରେ ଜଳପ୍ରବାହ ନେଇ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଅଣତାରକା…

ପୁଣି ମାସେ ବଢ଼ିଲା ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧି

କଟକ: ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ ଅବଧିକୁ ରାଜ୍ୟ ସରକାର ଆଉ ମାସକ ଲାଗି ବୃଦ୍ଧି କରିଛନ୍ତି । ଗାଡ଼ି ପଞ୍ଜିକରଣ ନମ୍ବରର ଶେଷ ଅଙ୍କ ୧, ୨, ୩ ଓ ୪ ଥିଲେ ନଭେମ୍ବର ୩୦ ସୁଦ୍ଧା HSRP ଲଗାଇବାକୁ ନିର୍ଦ୍ଦେଶନାମା ଥିଲା । ଏବେ ଅବଧି ଏକ ମାସ ବୃଦ୍ଧି ପରେ ଗାଡ଼ି ପଞ୍ଜିକରଣ…

ରାଜଧାନୀର ୪ଟି ସ୍ଥାନରେ NH ଉପରେ ନିର୍ମାଣ ହେବ ଫୁଟ୍ ଓଭର ବ୍ରିଜ୍

ଭୁବନେଶ୍ୱର: ବଢ଼ୁଥିବା ଜନସଂଖ୍ୟା ଓ ଗାଡ଼ିକୁ ଦେଖି ଜାତୀୟ ରାଜପଥ ପ୍ରଶସ୍ତ କାର୍ଯ୍ୟ ଚାଲିଛି । ଜାତୀୟ ରାଜପଥ ୧୬ରେ ବିଭିନ୍ନ ସ୍ଥାନରେ ଓଭର ବ୍ରିଜ୍ ନିର୍ମାଣ କରାଯିବା ସହ ଜାତୀୟ ରାଜପଥକୁ ୬ ଲେନ୍ କରିବା କାର୍ଯ୍ୟ ଜାରି ରହିଛି । ରାଜଧାନୀରେ ଆଉ ୪ଟି ଫୁଟ୍ ଓଭର ବ୍ରିଜ୍ ନିର୍ମାଣ କରାଯିବ…

ଡିସେମ୍ବର ପହିଲାରୁ ଭୁବନେଶ୍ୱର ସହ ୩ ସହରରେ ଡିଜିଟାଲ୍ ମୁଦ୍ରା କାରବାର

ଭୁବନେଶ୍ୱର: ଡିସେମ୍ବର ପହିଲାରୁ ଡିଜିଟାଲ୍ ମୁଦ୍ରା ବ୍ୟବହାର କରି ପାରିବେ ଲୋକ । ଏନେଇ ଆଜି ରିଜର୍ଭ ବ୍ୟାଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମ ପର୍ଯ୍ୟାୟରେ ଦେଶର ୩ ସହରରେ ଆରମ୍ଭ ହେବ ଖୁଚୁରା ଡିଜିଟାଲ୍ ମୁଦ୍ରା କାରବାର । ପାଇଲଟ୍ ପ୍ରୋଜେକ୍ଟ ତାଲିକାରେ ଓଡ଼ିଶାର ଭୁବନେଶ୍ୱର ସହ…

ଚଢ଼ାଉକୁ ବିରୋଧ, ଆସନ୍ତାକାଲି ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା

ବରଗଡ଼: ଉପନିର୍ବାଚନ ଭୋଟ୍ ଗ୍ରହଣ ପୂର୍ବରୁ ପଦ୍ମପୁରରେ ଜୋର ଧରିଛି ରେଡ୍ ରାଜନୀତି । ଗୋଟିଏ ଦିନରେ ଆୟକର ବିଭାଗ ଓ ଜିଏସଟି ଚଢ଼ାଉ ପଦ୍ମପୁର ରାଜନୈତିକ ପାଣିପାଗକୁ ଉଷ୍ମ କରିଛି । ରାଜନୈତିକ ଆରୋପ ପ୍ରତ୍ୟାରୋପ ଜାରି ରହିଥିବା ବେଳେ ୧୨ ଘଣ୍ଟିଆ ପଦ୍ମପୁର ବନ୍ଦ ଡାକରା ଦେଇଛି ପଦ୍ମପୁର ବଣିକ…

ବିମାନରେ ମିଳିବ 5G ! କରି ପାରିବେ କଲ୍, ଚଲାଇ ପାରିବେ ଇଣ୍ଟରନେଟ୍

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ମଝି ଆକାଶରୁ କରି ପାରିବେ କଲ୍ । ଇଚ୍ଛା ଅନୁସାରେ ଦେଖି ପାରିବେ ଅନଲାଇନ୍ ଭିଡିଓ । ଖୁବଶୀଘ୍ର ବିମାନ ଯାତ୍ରା ବେଳେ ମିଳିପାରେ ୫ଜି ସେବା । ଏବେ ଦେଶରେ ୫ଜି ସେବା ଆରମ୍ଭ ହୋଇଥିବା ବେଳେ ଶୀଘ୍ର ହିଁ ଦେଶର ଅନ୍ୟ ସହରରେ ଉପଲବ୍ଧ ହେବ । ୪ଜି ତୁଳନାରେ…

‘ରାଜରାସ୍ତାରେ ଶିକ୍ଷକ, ପଦ୍ମପୁର ଉପନିର୍ବାଚନ ପ୍ରଚାରରେ ମନ୍ତ୍ରୀ’: ମୋହନ ମାଝୀ

ଭୁବନେଶ୍ୱର: ରବିବାର ଠାରୁ ଭୁବନେଶ୍ୱରର ଲୋୟର ପିଏମଜିରେ ଆନ୍ଦୋଳନ ଆରମ୍ଭ କରିଛନ୍ତି ପ୍ରାଥମିକ ଶିକ୍ଷକ । ଆଜି ଦ୍ୱିତୀୟ ଦିନରେ ହଜାର ହଜାର ଶିକ୍ଷକ ଲୋୟର ପିଏମଜିରେ ଆନ୍ଦୋଳନରେ ବସିଛନ୍ତି । ସେପଟେ ଶିକ୍ଷକ ଆନ୍ଦୋଳନକୁ ନେଇ ବାଚସ୍ପତି ବିଧାନସଭାରେ ରୁଲିଂ ଦେଇଛନ୍ତି । ଶିକ୍ଷକ ଆନ୍ଦୋଳନ…

ଏଲନ୍ ମସ୍କଙ୍କୁ ପଛରେ ପକାଇବେ କି ଏହି ଅରବପତି ?

ନୂଆଦିଲ୍ଲୀ: ଦୁନିଆର ୧ ନମ୍ବର ଧନୀ ତାଲିକାରୁ ଖସି ପାରନ୍ତି ଏଲନ୍ ମସ୍କ । ଆମେ ଏକଥା କହୁ ନାହୁଁ ବରଂ ଦୁନିଆର ଟପ୍-୧୦ ଅରବପତିଙ୍କ ନେଟ୍ ୱର୍ଥ ଏମିତି କିଛି ସଂକେତ ଦେଉଛି । ବିଶ୍ୱର ଧନୀ ତାଲିକାର ଦ୍ୱିତୀୟରେ ଥିବା ଫ୍ରାନ୍ସର ଅରବପତି ବର୍ଣ୍ଣାର୍ଡ ଅର୍ଣ୍ଣାଲ୍ଟ ଓ ମସ୍କଙ୍କ ସମ୍ପତ୍ତି…

ରେଲୱେ ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ି ୨୦ ଯାତ୍ରୀ ଗୁରୁତର

ମୁମ୍ବାଇ: ମହାରାଷ୍ଟ୍ର ଚନ୍ଦ୍ରପୁର ରେଳ ଷ୍ଟେସନରେ ବଡ଼ ଅଘଟଣ ଘଟିଛି । ଭୁଶୁଡ଼ି ପଡ଼ିଛି ରେଲୱେ ଫୁଟ୍ ଓଭର୍ ବ୍ରିଜ୍ । ଫୁଟ୍ ଓଭର ବ୍ରିଜ୍ ଭୁଶୁଡ଼ିବା ଫଳରେ ୬୦ ଫୁଟ ଉଚ୍ଚରୁ ପ୍ରାୟ ୨୦ ଜଣ ଯାତ୍ରୀ ରେଳ ଟ୍ରାକ ଉପରକୁ ଖସି ପଡ଼ିଛନ୍ତି । ୮ ଜଣଙ୍କ ଅବସ୍ଥା ସଂକଟାପନ୍ନ ରହିଥିବା ବେଳେ…

ଅନ୍ତରୀକ୍ଷରେ ଆଉ ୨୪ ପୃଥିବୀ !

ଭୁବନେଶ୍ୱର: ପୃଥିବୀ ଛଡ଼ା କୌଣସି ଗ୍ରହରେ ଜୀବନଧାରଣ ସମ୍ଭବ କି ? ଯଦି ହଁ ତେବେ କେଉଁଠି ରହୁଛନ୍ତି ଏଲିୟନ୍ସ ? ଏମିତି ଅନେକ ପ୍ରଶ୍ନକୁ ନେଇ ସୃଷ୍ଟିର ବଡ଼ ଜୀବ ମଣିଷ ଗବେଷଣା ଜାରି ରଖିଛି । ଏବେ ବୈଜ୍ଞାନିକଙ୍କୁ ଏମିତି ୨୪ଟି ଗ୍ରହ ମହାକାଶରେ ମିଳିଛି, ଯାହା ଜୀବନଧାରଣ ପାଇଁ ପୃଥିବୀ ଠାରୁ…