ଧାରାବାହିକ ଉପନ୍ୟାସ : ଚୋରାବାଲି (୩୧ )
ସ୍ୱର୍ଣ୍ଣଲତା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଚୋରାବାଲି’ ଭାଗ : ୩୧
ଆପଣଙ୍କ କଥା ପଚାରୁଥିଲେ । ମା’ ଶୋଇଛନ୍ତି ବୋଲି କହିଲି ଯେ, ଶୁଣିଛନ୍ତି ନା' କେଜାଣି । ବହୁତ ତରବରରେ ଥିଲେ । ତାଙ୍କର ତ’ ଖାଲି ଫୋନ୍ ପରେ ଫୋନ୍..ସାଙ୍ଗେ ସାଙ୍ଗେ ପଳେଇଲେ ।
ଓଃ...
ଲଞ୍ଚ ପାଇଁ କ'ଣ…