Latest Odisha News

ବିମାନ ଭିତରର ସବୁ ଟିଭିରେ ଲାଗିଲା କପିଲ୍ ଶର୍ମାଙ୍କ ସୋ’: ସିଟ୍‌ରେ ବସି ହସିଲେ କପିଲ

ମୁମ୍ବାଇ: ଛୋଟ ପରଦାର ସବୁଠୁ ଲୋକପ୍ରିୟ କମେଡ଼ି ଶୋ’ ହେଉଛି ‘ଦ କପିଲ ଶର୍ମା ଶୋ’ । ଏହି ଶୋ’ର ଲୋକପ୍ରିୟତା କେବଳ ଆମ ଦେଶରେ ନୁହେଁ ବିଦେଶରେ ବି ରହିଛି । ବିଦେଶରେ ଏହି ଶୋ’ର ଲୋକପ୍ରିୟତା ବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ଏବେ ଏହି ଶୋ ବନ୍ଦ କରି କମେଡ଼ି କିଙ୍ଗ କପିଲ ଶର୍ମା ନିଜ…

ମିଥୁନଙ୍କ ମାତୃ ବିୟୋଗ: ଶୋକରେ ପୁରା ପରିବାର

ବମ୍ବେ: ବଲିଉଡରେ ଡ଼୍ୟାନ୍ସିଂ ଷ୍ଟାର ଭାବେ ଜଣାଶୁଣା ମିଥୁନ୍ ଚକ୍ରବର୍ତ୍ତୀଙ୍କ ମାଆ ଶାନ୍ତିରାଣୀ ଦେବୀଙ୍କର ଗୁରୁବାର ରାତିରେ ପରଲୋକ ହୋଇଯାଇଛି । ଦୀର୍ଘଦିନ ଧରି ସେ ଅସୁସ୍ଥ ହୋଇ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଏନେଇ ମିଥୁନ୍‌ଙ୍କ ପୁଅ ନାମଶି ଚକ୍ରବର୍ତ୍ତୀ ଜଣାଇଛନ୍ତି । ଏହି ଖବର…

ବିକିନ୍ ପିନ୍ଧା ମଡ଼େଲ ଫଟୋ ହୋର୍ଡ଼ିଂକୁ ନେଇ ହଟଚମଟ : ଉତ୍ତେଜନା ହେବାରୁ ହୋଡ଼ିଂ ହଟାଇଲା ପ୍ରଶସାନ

ଅଷ୍ଟ୍ରେଲିଆ: ଆଜିକାଲି ନିର୍ବାଚନ ହେଉ ବା ପର୍ବ , ଜନ୍ମଦିନ ହେଉ କିମ୍ବା ସମବେଦନା ବାର୍ତ୍ତା , କୌଣସି କମ୍ପାନୀର ବିଜ୍ଞାପନ ଲୋକମାନେ ରାସ୍ତାରେ ହୋର୍ଡିଂ ଲଗାଉଛନ୍ତି । କିନ୍ତୁ ନିକଟରେ ଏପରି ଏକ ହୋର୍ଡିଂ ଅଷ୍ଟ୍ରେଲିଆର ଏକ ସହରର ରାସ୍ତାରେ ଦେଖି ଲୋକେ ନିଜେ ଲଜ୍ଜିତ ହୋଇଛନ୍ତି । ଏହି…

ବିମାନବନ୍ଦରରେ କ୍ୟାଟ୍ରିନାଙ୍କୁୁ ଘେରିଲେ ପ୍ରଶଂସକ: ପୋଲିସ ପହଞ୍ଚି ହଟାଇଲା ଭିଡ଼

ମୁମ୍ବାଇ: ବଲିଉଡ଼ର ଲୋକପ୍ରିୟ ଅଭିନେତ୍ରୀ ହେଉଛନ୍ତି କ୍ୟାଟ୍ରିନା କୈଫ୍ । ତାଙ୍କର ଲୁକ୍ ଓ ଅଭିନୟ ପାଇଁ ସେ ବେଶ୍ ପରିଚିତ । ଫିଲ୍ମ ‘ଟାଇଗର -୩’ ପରଠାରୁ କ୍ୟାଟ୍ରିନାଙ୍କୁ ଆଉ ଅଭିନୟ ଦୁନିଆରେ ଦେଖିବାକୁ ମିଳି ନ ଥିଲା । ଏମିତି କି ବିବାହ ପରେ ସେ ଅଭିନୟ ଦୁନିଆରୁ ନିଜକୁ ଦୂରେଇ ରଖିଛନ୍ତି…

୧୦୦ ଏକରରେ ୧୦୦ ରୁ ଅଧିକ କିସମର ଆମ୍ବ ଚାଷ କରନ୍ତି ଚାଷୀ : ସାରା ଦେଶକୁ ଯୋଗାଉଛନ୍ତି ଆମ୍ବ

ରେୱା : ସାଧାରଣତଃ ଗ୍ରୀଷ୍ମ ଋତୁରେ ବିଭିନ୍ନ ପ୍ରକାରର ଆମ୍ବ ମିଳିଥାଏ । କଲମ୍ବୀ, ଲାଙ୍ଗଡାଠାରୁ ଆରମ୍ଭ କରି ଦୁସେହେରୀ ଆମ୍ବ ପର୍ଯ୍ୟନ୍ତ ସମସ୍ତେ ପସନ୍ଦ କରନ୍ତି । କିନ୍ତୁ ମଧ୍ୟପ୍ରଦେଶର ରେୱା ଜିଲାରେ ଜଣେ ବ୍ୟକ୍ତି ୧୦୦ କିସମର ଆମ୍ବ ଉତ୍ପାଦନ କରି ଲାଭବାନ ହୋଇଥାନ୍ତି । ମଧ୍ୟପ୍ରଦେଶର…

ସାଉଥରେ ଡେବ୍ୟୁ କରିବେ ସଞ୍ଜୟ କପୁରଙ୍କ ଝିଅ ଶନାୟା

ମୁମ୍ବାଇ: ସାଉଥରେ ଡେବ୍ୟୁ କରିବେ ଅଭିନେତା ସଞ୍ଜୟ କପୁରଙ୍କ ଝିଅ ଶନାୟା କପୁର । ସେ ସାଉଥ ଅଭିନେତା ମୋହନଲାଲଙ୍କ ସହ ଫିଲ୍ମ ବୃଷଭରେ ଡେବ୍ୟୁ କରିବେ । ଏହି ଫିଲ୍ମରେ କନ୍ନଡ ନିର୍ଦ୍ଦେଶକ ନନ୍ଦା କିଶୋର ନିର୍ଦ୍ଦେଶନା ଦେବେ । ଏଥିରେ ଶନାୟା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।…

୨୫ ସେକେଣ୍ଡରେ ୭୫ ପାହାଚ ହାତରେ ଓହ୍ଲାଇ ବିଶ୍ୱ ରେକର୍ଡ

ନେପାଳ: ଦୁନିଆର ଅନେକ ଲୋକ ଏମିତି କିଛି କୌଶଳ ଦେଖାନ୍ତି, ଯାହାକୁ ଦେଖିଲେ ଆମେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ନେପାଳର ଏମିତି ଜଣେ ଯୁବକ ଅଛନ୍ତି, ଯିଏ ଗୋଡ଼ ଉପରକୁ କରି ହାତ ସାହାଯ୍ୟରେ ସିଡ଼ି ଓହ୍ଲାଇ ବିଶ୍ୱ ରେକର୍ଡ଼ କରିଛନ୍ତି । ତାହାପୁଣି ୨୫ ସେକେଣ୍ଡରେ ୭୫ ପାହାଚ ତଳକୁ ଓହ୍ଲାଇ ଗିନିଜ…

ଏତେ ବଡ଼ ଖଟ, ଯେଉଁଥିରେ ୧୦ ଜଣ ଶୁଅନ୍ତି, ଚଢିବା ପାଇଁ ଲାଗିଛି ସିଡି

ହରିୟାଣା: ସାଧାରଣତଃ ଗୋଟିଏ ଖଟରେ ୪ରୁ ୫ ଜଣ ଶୋଇଥାନ୍ତି । କିନ୍ତୁ ହରିୟାଣାରେ ଏତେ ବଡ଼ ଖଟ ଅଛି, ଯେଉଁଥିରେ ୧୦ ଜଣ ଆରାମରେ ଶୋଇପାରିବେ । ଆଉ ସେହି ଖଟ ଉପରକୁ ଚଢିବା ପାଇଁ ସିଡ଼ି ଲାଗିଛି । ହରିୟାଣାର ନୁହର ପୁଣାନା ବ୍ଲକର ଲୁହିଙ୍ଗକାଲାନ ଗ୍ରାମର ନୁହର ମହମ୍ମଦ ହନିଫ ନାମକ ଜଣେ…

ମାଆ ହେଲେ ଅଭିନେତ୍ରୀ ସନା ଖାନ୍

ମୁମ୍ବାଇ: ମାଆ ହେଲେ ବଲିଉଡ଼ ଅଭିନେତ୍ରୀ ସନା ଖାନ୍ । ସେ ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି । ସନା ନିଜେ ସୋସିଆଲ ମିଡ଼ିଆରେ ଏହି ଖୁସି ଖବର ସେୟାର କରିଛନ୍ତି । ଏନେଇ ଉଭୟଙ୍କ ପରିବାର ମଧ୍ୟରେ ଖୁସି ଦେଖାଦେଇଛି । ଏହି ଖବର ପାଇବା ପରେ ତାଙ୍କର ପ୍ରଶଂସକମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।…

“ଫିଲ୍ମ ଅପରେସନ ୧୨/୧୭” ର ପୋଷ୍ଟର ଲୋକାର୍ପଣ

ଭୁବନେଶ୍ୱର: ଆଗକୁ ଆସୁଛି ସୁଧାଂଶୁ ମୋହନ ସାହୁ ନିର୍ଦ୍ଦେଶିତ ଓଡ଼ିଆ ଫିଲ୍ମ "ଅପରେସନ ୧୨/୧୭"ର । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ଭୂମିକା ଦାଶ ଏବଂ ଶ୍ରେୟାନ ଅଭିନୟ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଚୌଧୁରୀ ଜୟପ୍ରକାଶ ଦାସ, ଅମର ମହାପାତ୍ର, ଦୁଷ୍ମନ୍ତ, ପଙ୍କଜ ମହାନ୍ତି, ଲୋପାମୁଦ୍ରା ଏବଂ…