Latest Odisha News

BREAKING NEWS

କମ୍ପାନୀର ଅଜବ ନିୟମ: କାମ କରି ପାରୁ ନ ଥିବା କର୍ମଚାରୀ ଖାଇଲେ କଞ୍ଚା କଲରା

ଚୀନ୍‌: ଅନେକ କମ୍ପାନୀ ନିଜର ଉନ୍ନତି ନେଇ କର୍ମଚାରୀମାନଙ୍କୁ ପରାମର୍ଶ ଦେଇଥାନ୍ତି । କିନ୍ତୁ ଆଉ କିଛି କମ୍ପାନୀ କର୍ମଚାରୀମାନଙ୍କୁ ଚାକିରିରୁ ବିଦା କରିବା ସହ ଦଣ୍ଡିତ ମଧ୍ୟ କରିଥାନ୍ତି । ଏବେ ସେମିତି ଏକ ଘଟଣା ଚୀନର ଏକ କମ୍ପାନୀରେ ଘଟିଛି, ଯାହା ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେବାରେ…

୪ ହଜାର ଟଙ୍କାରେ କିଣିଥିବା ଚେୟାରକୁ ଯୁବକ ବିକିଲେ ୮୨ ଲକ୍ଷରେ, ବଦଳିଗଲା ଭାଗ୍ୟ

ନ୍ୟୁୟର୍କ: ୪ ହଜାର ଟଙ୍କାରେ କିଣିଥିବା ଚେୟାରକୁ ଯୁବକ ବିକିଲେ ୮୨ ଲକ୍ଷ ଟଙ୍କାରେ । ଏହା ପଢିବା ପରେ ଆପଣଙ୍କୁ ଟିକେ୍ ଖଟ୍‌କା ଲାଗିପାରେ । ହେଲେ ଘଟଣାଟି ସତ । ଆମେରୀକିୟ ଜଣେ ଯୁବକ ଫେସବୁକ୍ ମାର୍କେଟରେ ଏକ ପୁରୁଣା ଚମଡ଼ା ଚେୟାର ବିକ୍ରି କରି ଲାଭବାନ୍ ହୋଇଛନ୍ତି । କେବଳ ଲାଭବାନ…

ନମକିନ୍ ପ୍ୟାକେଟରେ ତିଆରି ପୋଷାକରେ ନଜର ଆସିଲେ ଉର୍ଫି

ମୁମ୍ବାଇ: ଅଭିନେତ୍ରୀ ତଥା ମଡ଼େଲ ଉର୍ଫି ଜାଭେଦ୍ ସବୁବେଳେ ନିଜ ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଏବେ ନମକିନ୍ ପ୍ୟାକେଟରେ ତିଆରି ପୋଷାକ ପିନ୍ଧି ପୁଣି ଚର୍ଚ୍ଚାକୁ ଆସିଛନ୍ତି । ସେ ନମକିନ୍ ପ୍ୟାକେଟ୍‌ରେ ତିଆରି କରାଯାଇଥିବା ପ୍ୟାଣ୍ଟ ଓ ଟପ୍ ପିନ୍ଧିଛନ୍ତି । ଏଥିରେ ତାଙ୍କ…

କୁକୁର,ବିଲେଇ ନୁହେଁ, ମହିଳା ଘରେ ପାଳୁଛନ୍ତି ୩୫ଟି ଜୋକ

ବିଟ୍ରେନ: ସାଧାରଣତଃ ଲୋକମାନେ ଘରେ କୁକୁର,ବିଲେଇ, ଠେକୁଆ ,ଶୁଆ ଆଦି ରଖିବାକୁ ପସନ୍ଦ କରିଥାନ୍ତି । ଲୋକମାନେ ନିଜ ଘରର ସଦସ୍ୟ ଭାବେ ସେମାନଙ୍କର ଯତ୍ନ ବି ନିଅନ୍ତି । ବାହାରକୁ ବୁଲିବାକୁ ଗଲେ ସେମାନଙ୍କୁ ବି ସାଙ୍ଗରେ ନେଇ ଯାଇଥାନ୍ତି । ହେଲେ ବ୍ରିଟେନ୍‌ରେ ଜଣେ ମହିଳା ଯିଏ କୁକୁର କିମ୍ବା…

ଏକାଠି ନଜର ଆସିଲେ ବିଜୟ ଓ ରଶ୍ମିକା : ପୁଣି ଡ଼େଟ୍ କରୁଥିବା ନେଇ ଚର୍ଚ୍ଚା

ମୁମ୍ବାଇ: ଅଭିନେତା ବିଜୟ ଦେବରକୋଣ୍ଡା ଓ ଅଭିନେତ୍ରୀ ରଶ୍ମିକା ମନ୍ଦାନା ଙ୍କ ସମ୍ପର୍କକୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଏବେ ଉଭୟ ଉଭୟଙ୍କୁ ଡ଼େଟ୍ କରୁଥିବା ନେଇ ଚାରିଆଡ଼େ ଚର୍ଚ୍ଚା ହେଉଛି । ନିକଟରେ ଏକ ହୋଟେଲରେ ବିଜୟ ଓ ରଶ୍ମିକାଙ୍କୁ ଏକାଠି ଦେଖିବାକୁ ମିଳିଛି । ଏହାର ଏକ ଭିଡ଼ିଓ ଏବେ ସୋସିଆଲ…

ଏମିତି ଏକ ଗାଁ; ଯେଉଁଠି ରହିଛି କୁକୁରର ସ୍ମାରକୀ, ପ୍ରତିଦିନ କରାଯାଏ ପୂଜା

ରାଜସ୍ଥାନ: ଅନେକ ପ୍ରକାରର ସ୍ମାରକୀ ବିଷୟରେ ଆପଣ ନିଶ୍ଚୟ ଶୁଣିଥିବେ । କିନ୍ତୁ ଆପଣଙ୍କୁ ଏପରି ସ୍ମାରକୀ ବିଷୟରେ କହିବାକୁ ଯାଉଛୁ ଯାହା ଆପଣ କେବେ ଦେଖିବା ତ ଦୂରର କଥା ଶୁଣି ମଧ୍ୟ ନ ଥିବେ । ଏହି ସ୍ମାରକୀ ଏକ କୁକୁରର ଅଟେ । ରାଜସ୍ଥାନର ଜାଲୋର ପାରାଟିଲୋଡା-ଦାଦଲ ରାସ୍ତାରେ ଏକ କୁକୁରର…

ତରଭୁଜ-ଖରଭୁଜ ମିଶ୍ରଣ କରି ଚାଷୀ ଉତ୍ପାଦନ କଲେ ନୂତନ ଫଳ

ଚୀନ୍‌: ଗ୍ରୀଷ୍ମ ଋତୁରେ ତରଭୁଜ ଏବଂ ଖରଭୁଜ ଖାଇବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ଏହି ଦୁଇଟି ଫଳର ସ୍ୱାଦ ଓ ଏହାର ଉପକାର ଦେହ ପାଇଁ ଭଲ ହୋଇଥିବାରୁ ଲୋକେ ସେମାନଙ୍କ ଖାଦ୍ୟ ମେନୁରେ ଏହାକୁ ରଖିଥାନ୍ତି । ପ୍ରାୟତଃ ଅମଳ ବୃଦ୍ଧି କରିବାକୁ ଚାଷୀମାନେ ଭିନ୍ନ ଭିନ୍ନ କୌଶଳ ବ୍ୟବହାର…

ଚାଷ କରିବାକୁ ଜମି କିଣିଲେ ଶାହରୁଖଙ୍କ ଝିଅ ସୁହାନା

ମୁମ୍ବାଇ: ବଲିଉଡ୍‌ର କିଙ୍ଗ୍ ଖାନ୍ ତଥା ଶାହାରୁଖ୍ ଖାନ୍‌ଙ୍କ ଝିଅ ସୁହାନା ଖାନ୍ ଏବେ ଚର୍ଚ୍ଚାରେ । ନିକଟରେ ସେ ଚାଷ ପାଇଁ ମୁମ୍ବାଇର ଅଲିବାଗ୍‌ରେ ୧.୫ ଏକର ଜମି କିଣିଛନ୍ତି । ଯାହାକୁ ସେ ୧୨ କୋଟି ୯୧ ଲକ୍ଷ ଟଙ୍କାରେ କିଣିଛନ୍ତି । ଗତ ୧ ତାରିଖରେ ସେ ଏହାକୁ ପଞ୍ଜୀକରଣ କରିଥିଲେ । ସୁହାନା…

ସବୁଠୁ ବଡ କାଞ୍ଜି ବରା: ଯାହାର ଓଜନ ୫ କିଲୋ, ଚଉଡ଼ା ଅଢେଇ ଫୁଟ୍

ରାଜସ୍ଥାନ: ରାଜସ୍ଥାନର ବିକାନେର୍ ସହର ହେଉଛି ଖାଦ୍ୟପ୍ରେମୀଙ୍କ ସହର ଭାବେ ପରିଚିତ । ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ଏଠାକାର ଲୋକମାନେ ବିଭିନ୍ନ ସମୟରେ ଚର୍ଚ୍ଚାକୁ ଆସିଛନ୍ତି । ଏଠାରେ ଏପରି ଜଣେ ବ୍ୟକ୍ତି ଅଛନ୍ତି, ଯିଏ ନୂଆ ନୂଆ ଖାଦ୍ୟ ପ୍ରସ୍ତୁତ କରି ସାରା ବିଶ୍ୱରେ ପ୍ରସିଦ୍ଧ ହେବା ସହ…

କିଆରାଙ୍କ ମିନି ସ୍କଟ୍‌କୁ ନେଇ ଚର୍ଚ୍ଚା: ଦାମ ଜାଣିଲେ ହେବେ ତାଜୁବ

ମୁମ୍ବାଇ: ବଲିଉଡ କୁଇନ କିଆରା ଆଡଭାନୀ ଏବେ ଚର୍ଚ୍ଚାରେ । ତାଙ୍କର ଆଗାମୀ ଫିଲ୍ମ ‘ସତ୍ୟପ୍ରେମ କି କଥା’ର ପ୍ରମୋଶନକୁ ନେଇ ସେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମରେ ତାଙ୍କ ସହିତ କାର୍ତ୍ତର୍ିକ ଆର୍ଯ୍ୟନ ଅଭିନୟ କରିଛନ୍ତି । ଫିଲ୍ମର ପ୍ରମୋଶନରେ କିଆରା ପ୍ରତିଦିନ ନୂଆ ନୂଆ ଲୁକରେ ନଜର…