Latest Odisha News

BREAKING NEWS

ପୂରଣ କଲେ ସ୍ୱପ୍ନ : ବ୍ୟବସାୟ ଛାଡି କୁକୁର ପାଲଟିଗଲେ ଯୁବକ

ଜାପାନ: ସମସ୍ତଙ୍କର ଏକ ସ୍ୱପ୍ନ ଥାଏ । କେହି କେହି ଜୀବନରେ ଭଲ ଚାକିରି କରିବାକୁୁ ଚାହାଁନ୍ତି ତ ଆଉ କିଏ ବିଶ୍ୱ ଭ୍ରମଣ କରିବାକୁ ଚାହାନ୍ତି । କିଛି ଲୋକ ଆରାମଦାୟକ ଜୀବନ ବିତାଇବାକୁ ମଧ୍ୟ ସ୍ୱପ୍ନ ଦେଖନ୍ତି ତ ଆଉ କିଛି ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଜାପାନରେ ରହୁଥିବା ଜଣେ ଯୁବକଙ୍କ…

ବିରୋଧସତ୍ତ୍ୱେ ୩୦୦ କୋଟି ବ୍ୟବସାୟ କଲାଣି ଫିଲ୍ମ ‘ଆଦିପୁରୁଷ’

ମୁମ୍ବାଇ: ସାଉଥ୍ ସୁପରଷ୍ଟାର ପ୍ରଭାସ ଓ ଅଭିନେତ୍ରୀ କ୍ରିତି ସାନନଙ୍କ ଅଭିନିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ରିଲିଜ୍ ହେଉ ହେଉ ଏହାର ସଂଳାପ ଓ କାହାଣୀକୁ ନେଇ ବିବାଦ ଦେଖାଦେଇଛି । ଏସବୁ ବିବାଦସତ୍ତ୍ୱେ ଫିଲ୍ମ ଭଲ ବ୍ୟବସାୟ କରୁଛି । ରିଲିଜ୍ ହେବାର ମାତ୍ର ୩ ଦିନରେ…

ଅଘୋଷିତ ବିଦ୍ୟୁତ କାଟ, ଲୋ ଭୋଲଟେଜ ନେଇ ବିଜେପିର ହୋହଲ୍ଲା

ଢେଙ୍କାନାଳ: ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପୂର୍ବାହ୍ନ ୯ଟା ପରେ ଘରୁ ବାହାରିବା ସମ୍ଭବ ହେଉନାହିଁ । ରାସ୍ତାଘାଟ ଶୂନ୍‌ଶାନ୍ ହୋଇପଡ଼ୁଛି । ଏସବୁ ଭିତରେ ଅଘୋଷିତ ବିଦ୍ୟୁତ କାଟ ଓ ଲୋ ଭୋଲଟେଜ ଯୋଗୁ ଲୋକେ ନାହିଁ ନ ଥିବା ଅସୁବିଧାର…

ବୟସ ମାତ୍ର ୧୦ : ହେଲେ ବେଲଗାମ ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା

ଲଣ୍ଡନ: ପ୍ରାୟତଃ ପିଲାମାନେ କଣ୍ଢେଇ ଏବଂ ଗାଡ଼ିର ଖେଳନାରେ ଖେଳିବାକୁ ଭଲ ପାଆନ୍ତି । ଏଥିପାଇଁ ସେମାନେ ପ୍ଲାଷ୍ଟିକ୍ ଖେଳଣା ବ୍ୟବହାର କରନ୍ତି । କଣ୍ଢେଇ ପାଇଁ ଘର ହେଉ କିମ୍ବା ଏହାର ଡିଜାଇନର୍ ସାମଗ୍ରୀ, ସବୁକିଛି ବଜାରରେ ସହଜରେ ଉପଲବ୍ଧ । ତଥାପି ଏମିତି ଜଣେ କୁନି ଝିଅ ଅଛି, ଯାହାଙ୍କ…

କରଣଙ୍କ ବିବାହରେ ସାମିଲ ହେଲେନି ଜେଜେମାଆ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ ଗତ ୧୮ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ସେ ତାଙ୍କ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି । ମୁମ୍ବାଇର ତାଜ ଲ୍ୟାଣ୍ଡସ ଆଣ୍ଡ ହୋଟେଲରେ ଧୁମ୍‌ଧାମ୍‌ରେ ଏହି ବିବାହ ଆୟୋଜିତ ହୋଇଛି । କିନ୍ତୁ…

ଫିଟ୍‌ନେସ୍ ମନ୍ତ୍ର: ୬୦ ବର୍ଷ ବୟସରେ ଦେଖାଯାନ୍ତି ୨୪ ବର୍ଷୀୟା ଯୁବତୀ

ଚୀନ୍‌: ଆଜିକାଲି ଲୋକେ ନିଜକୁ ଫିଟ୍ ଓ ସୁନ୍ଦର ଦେଖାଯିବାକୁ ବିଭିନ୍ନ ଉପାୟ ଆପଣାଉଛନ୍ତି । ଆଉ କିଛି ଲୋକ ନିଜକୁ ଏମିତି ଫିଟ୍ ରଖନ୍ତି ଯେ, ତାଙ୍କ ବୟସ ଜାଣିବା କଷ୍ଟକର ହୋଇପଡ଼େ । ସେହିପରି ଆଉ କିଛି ଲୋକ ଅଳ୍ପ ବୟସରେ ଯଥେଷ୍ଟ ପରିପକ୍ୱ ଦେଖାଯାନ୍ତି । କାରଣ ହେଉଛି ଖରାପ ଫିଟନେସ୍ ।…

ସୁରକ୍ଷା ଲୋଡ଼ିିଲେ ‘ଆଦିପୁରୁଷ’ର ଲେଖକ

ମୁମ୍ବାଇ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଫିଲ୍ମ ‘ଆଦିପୁରୁଷ’କୁ ନେଇ ଏବେ ବିବାଦ ଲାଗିରହିଛି । ଫିଲ୍ମର କାହାଣୀ ଏବଂ ସଂଳାପକୁ ନେଇ ସାରା ଦେଶରେ ବିରୋଧ ପ୍ରଦର୍ଶନ କରାଯାଉଛି । ଏହି ସମୟରେ ଫିଲ୍ମର ଲେଖକ ମନୋଜ ମୁନ୍ତାଶିର ମୁମ୍ବାଇ ପୋଲିସର ସୁରକ୍ଷା ଲୋଡିଛନ୍ତି । ନିଜ ଜୀବନ ଉପରେ ବିପଦ…

ସବୁଠୁୁ ପ୍ରାଚୀନ ମରୁଭୂମି: ଯେଉଁଠି ଦେବତାଙ୍କର ପାଦଚିହ୍ନ ଦେଖିବାକୁ ମିଳେ

ଦକ୍ଷିଣ ଆଫ୍ରିକା: ଦୁନିଆରେ ଏପରି ଏକ ସ୍ଥାନ ଅଛି ଯେଉଁଠାରେ ଦେବତାମାନଙ୍କର ପାଦଚିହ୍ନ ମିଳିଥାଏ । ପ୍ରତ୍ୟକ ରାତିରେ ଦେବତାମାନେ ନାଚିଥାନ୍ତି । ଏହାକୁ ହୁଏତ ଅନେକ ବିଶ୍ୱାସ କରିବେ ନାହିଁ । କିନ୍ତୁ ପ୍ରକୃତରେ ଏମିତି ଏକ ମରୁଭୂମି ଅଛି, ଯେଉଁଠାରେ ଦେବତାମାନଙ୍କ ପାଦଚିହ୍ନ ଦେଖିବାକୁ ମିଳେ…

୩୦ ବର୍ଷ ପୂର୍ବେ ସମୁଦ୍ରକୁ ଫିଙ୍ଗାଯାଇଥବା ବୋତଲକୁ ପାଇଲେ ମହିଳା, ତା ଭିତରୁ ମିଳିଲା ଅନେକ ତଥ୍ୟ

କାନାଡ଼ା: ପ୍ରାୟତଃ ଆମ ଜୀବନରେ ଏପରି ଘଟଣା ଘଟେ, ଯାହା ବିଷୟରେ କେହି କେବେ ଆଗରୁ ଭାବି ନ ଥିବେ । କାନାଡାର ଜଣେ ମହିଳାଙ୍କ ସହ ସମାନ ଘଟଣା ଘଟିଛି । ଯିଏ ହଠାତ୍ ଏକ ପୁରୁଣା ବୋତଲକୁ ସମୁଦ୍ରରେ ଭାସୁଥିବାର ଦେଖି ଆଣିଲେ ଓ ଏହା ଭିତରେ ଥିବା ଏକ ଚିଠି ପଢିବା ପରେ ସେ ଅନେକ ତଥ୍ୟ ପାଇଥିଲେ ।…

ଆଲିଆଙ୍କ ପ୍ରଥମ ହଲିଉଡ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର ରିଲିଜ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଆଲିଆ ଭଟ୍ଟ ଏବେ ତାଙ୍କ ହଲିଉଡ଼ ଫିଲ୍ମକୁ ନେଇ ବେଶ୍ ଚର୍ଚ୍ଚାରେ ଅଛନ୍ତି । ବଲିଉଡ଼ ପରେ ଏବେ ସେ ହଲିଉଡ଼ରେ ପ୍ରଥମ ଥର ପାଇଁ ଅଭିନୟ କରିଛନ୍ତି । ଆଲିଆଙ୍କ ପ୍ରଥମ ହଲିଉଡ ଫିଲ୍ମ ‘ହାର୍ଟ ଅଫ ଷ୍ଟୋନ’ର ଟ୍ରେଲର ରିଲିଜ ହୋଇଯାଇଛି । ଏହି ଫିଲ୍ମରେ ସେ ଖଳନାୟିକା…