ଲେଡ଼ି ଇଲେକ୍ଟ୍ରିସିଆନଙ୍କୁ ମିଳୁନି ବୟଫ୍ରେଣ୍ଡ
ଚୀନ୍: ଆଜିକାଲି ପ୍ରତ୍ୟେକ ମହିଳା ଚାକିରି ହେଉ ବା ବ୍ୟବସାୟ କରିବାକୁ ପସନ୍ଦ କରୁଛନ୍ତି । ଏମିତି କିଛି କାମ ଅଛି କେବଳ ପୁରୁଷମାନେ କରିଥାନ୍ତି । ଯଦି କୌଣସି ମହିଳା ସେହି କାମ କରେ ସମାଜ ତାକୁ ହୀନ ନଜରରେ ଦେଖିଥାଏ । କିନ୍ତୁ ଏବେ ଜଣେ ଯୁବତୀ ଇଲେକ୍ଟ୍ରିସିଆନ ଭାବେ କାମ କରି ଚର୍ଚ୍ଚାକୁ…