Latest Odisha News

BREAKING NEWS

ଡାକ୍ତର ଲଗାଇଦେଲେ ଯୁବକଙ୍କ ଓଲଟା ଗୋଡ଼: ଚାଲିବାରେ ହେଉଛି ଅସୁବିଧା

ଇଂଲଣ୍ଡ: କୁହାଯାଏ, ଡାକ୍ତର ହେଉଛନ୍ତି ଦ୍ୱିତୀୟ ଭଗବାନ । କାରଣ ଡାକ୍ତରମାନେ ପୃଥିବୀରେ ଲୋକଙ୍କୁ ଉଦ୍ଧାର କରନ୍ତି । ଆପଣ ଅନେକ ଡାକ୍ତରଙ୍କ ଚମତ୍କାରିତା ବିଷୟରେ ଶୁଣିଥିବେ ନିଶ୍ଚୟ । କିନ୍ତୁ ଜଣେ ଡ଼ାକ୍ତରଙ୍କ ଟିକେ ଅବହେଳାରୁ ଏମିତି କିଛି କରିଦେଲେ,ଯାହାଦ୍ୱାରା ଜଣେ ଯୁବକ ଠିକ୍ ଭାବେ…

ଘରଟିଏ ପାଇଁ ବୁଲୁଥିଲେ, ଏବେ ମୁମ୍ବାଇରେ ସ୍ୱପ୍ନର ଘର କିଣିଲେ ଚାରୁ

ମୁମ୍ବାଇ: ଟିଭି ଅଭିନେତ୍ରୀ ଚାରୁ ଆସୋପା ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ଚାରୁ ଧାରାବାହିକ ‘ୟେ ରିସ୍ତା କ୍ୟା କେହଲତା ହୈ\'ରେ ଅଭିନୟ କରି ଘରେ ଘରେ ପରିଚିତ ହୋଇଥିଲେ । ଏଥିରେ ତାଙ୍କ ଅଭିନୟକୁ ଲୋକେ ଖୁବ ପସନ୍ଦ କରୁଥିଲେ । ଏବେ ସେ ନିଜ ପାଇଁ…

ଧୁମ୍‌ଧାମ୍‌ରେ ଆୟୋଜିତ ହେଉଥିଲା ସୁନ୍ଦର ଗୋଡ଼ ପ୍ରତିଯୋଗିତା, ଭାଗ ନେଉଥିଲେ କେବଳ ମହିଳା

ଲଣ୍ଡନ: ମିସ୍ ୱାର୍ଲ୍ଡ, ମିସ୍ ୟୁନିଭର୍ସ ଭଳି ବିଭିନ୍ନ ପ୍ରତିଯୋଗିତା କରାଯାଏ, ଯେଉଁଥିରେ ମହିଳାମାନଙ୍କ ସୌନ୍ଦର୍ଯ୍ୟକୁ ପରଖା ଯାଇଥାଏ । ହେଲେ ମହିଳାଙ୍କ ଗୋଡ଼କୁ ନେଇ ପ୍ରତିଯୋଗିତା କରାଯାଇଥାଏ ତାହା ଶୁଣିଛନ୍ତି ? ପୁରାତନ କାଳରେ ମହିଳାଙ୍କ ଚେହେରାର ସୌନ୍ଦର୍ଯ୍ୟ ଅପେକ୍ଷା ପାଦର…

ସେଲଫି ନେବାରୁ ପ୍ରଶଂସକଙ୍କ ହାତକୁ ଠେଲିଦେଲେ ଶାହରୁଖ

ମୁମ୍ବାଇ: ଫିଲ୍ମ “ପଠାନ”ର ସଫଳତା ପରେ ବଲିଉଡର କିଙ୍ଗ ଖାନ ତଥା ଶାହରୁଖ ଖାନ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏବେ ତାଙ୍କର ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି,ଯାହାକୁ ଦେଖି ପ୍ରଶଂସକମାନେ ନାପସନ୍ଦ କରିଛନ୍ତି । ଜଣେ ପ୍ରଶଂସକ ସେଲଫି ନେବାରୁ ଶାହରୁଖ ରାଗି କରି ହାତକୁ ଛାଟି ଦେଇଛନ୍ତି ।…

ସରିଲା ସନ୍ନି ଦେଓଲଙ୍କ ପୁଅ କରଣଙ୍କ ନିର୍ବନ୍ଧ: ଜୁନ୍‌ରେ ବିବାହ

ମୁମ୍ବାଇ: ବଲିଉଡର ଭେଟେରାନ ଅଭିନେତା ସନ୍ନି ଦେଓଲଙ୍କ ପୁଅ ତଥା ଅଭିନେତା କରଣ ଦେଓଲଙ୍କ ନିର୍ବନ୍ଧ ହୋଇଯାଇଛି । ତାଙ୍କର ପିଲାଦିନର ସାଙ୍ଗଙ୍କ ସହ ନିର୍ବନ୍ଧ ହୋଇଛି । ଆସନ୍ତା ଜୁନ୍‌ରେ ସେମାନଙ୍କ ବିବାହ ଧୁମ୍‌ଧାମ୍‌ରେ ଅନୁଷ୍ଠିତ ହେବ । ଏହି ନିର୍ବନ୍ଧ କାର୍ଯ୍ୟକ୍ରମରେ କରଣଙ୍କ…

୧୮ ବର୍ଷ ହେଲା ଜିନ୍ସ ଧୋଇ ନାହାଁନ୍ତି ମହିଳା, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଜର୍ଜିଆ:ଅନେକ ଲୋକ ଅଛନ୍ତି, ଯିଏ କି ନିଜ ଡ଼୍ରେସ ଥରେ ପିନ୍ଧିବା ପରେ ସଫା କରିଥାନ୍ତି । କିନ୍ତୁ ଆଉ କିଛି ଲୋକ ସପ୍ତାହେ ପର୍ଯ୍ୟନ୍ତ ସେମାନେ ଡ଼୍ରେସ ସଫା ନ କରି ପିନ୍ଧିଥାନ୍ତି । ଅନେକ ଜିନ୍ସ ପରି ମୋଟା ପୋଷାକକୁ ବାରମ୍ବାର ଧୋଇବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଜଣେ ମହିଳା ଅଛନ୍ତି…

ମେଟ୍ ଗାଲା ୨୦୨୩ରେ ଇଶା ଅମ୍ବାନୀ

ମୁମ୍ବାଇ: ନ୍ୟୁୟର୍କରେ ଆୟୋଜିତ ହୋଇଛି ଦୁନିଆର ସବୁଠୁ ବଡ ଫ୍ୟାସନ ଇଭେଣ୍ଟ ‘ମେଟ ଗାଲା ୨୦୨୩’ । ଏଥିରେ ବଲିଉଡରୁ ଆରମ୍ଭ କରି ହଲିଉଡ ପର୍ଯ୍ୟନ୍ତ ସମସ୍ତ ଅଭିନେତ୍ରୀମାନେ ସାମିଲ ହୋଇଛନ୍ତି । ଏହି ଇଭେଣ୍ଟରେ ପ୍ରସିଦ୍ଧ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ଝିଅ ଇଶା ଅମ୍ବାନୀ ମଧ୍ୟ ଯୋଗ ଦେଇଛନ୍ତି…

ଛାଡପତ୍ର ଖୁସିରେ ମଦ ବୋତଲ ଧରି ଫଟୋସୁଟ୍ କଲେ ମହିଳା

ନ୍ୟୁୟର୍କ: ବିବାହ ପରେ କେହି ନିଜ ସାଥୀଙ୍କଠାରୁ ଦୂରେଇ ଯିବାକୁ ଚାହାଁନ୍ତି ନାହିଁ । କିନ୍ତୁ ବେଳେବେଳେ ପରିସ୍ଥିତି ଏପରି ହୋଇଯାଏ ଯେ ଦୁଇ ଜଣଙ୍କୁ ଅଲଗା ହେବାକୁ ପଡେ । ଛାଡପତ୍ର ସ୍ୱାମୀ ଏବଂ ସ୍ତ୍ରୀ ପାଇଁ ଏକ ଅତ୍ୟନ୍ତ ଦୁଃଖଦାୟକ ଘଟଣା । କିନ୍ତୁ ଜଣେ ମହିଳା ଛାଡ଼ପତ୍ର ଖୁସିରେ ମଦବୋତଲ…

ମଣିଷ ପାଲଟିଗଲା କୁକୁର: ପାଣି ପରି ଖର୍ଚ୍ଚ କଲେ ଟଙ୍କା

ଜାପାନ: ସମସ୍ତଙ୍କର ସଉକ ଭିନ୍ନ ଭିନ୍ନ ରହିଥାଏ । ଆଉ କିଛି ଲୋକ ନିଜ ସଉକକୁ ପୂରଣ କରିବା ପାଇଁ ପାଣି ପରି ପଇସା ଖର୍ଚ୍ଚ କରିବାକୁ ପଛାନ୍ତି ନାହିଁ । ଜାପାନର ଏମିତି ଜଣେ ଯୁବକ ନିଜ ସଉକକୁ ପୂରଣ କରିବାକୁ ଯାଇ ନିଜକୁ କୁକୁର ବନାଇ ଦେଇଛନ୍ତି । ଏଥିଲାଗି ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି…

୪୦ ବର୍ଷ ହେଲା କେଶ କାଟି ନାହାନ୍ତି ବ୍ୟକ୍ତି, ଏବେ ଲୋକେ ଡ଼ାକୁଛନ୍ତି ଜଟିଆ ବାବା

ଭୋପାଳ : ଦୁନିଆରେ ଅନେକ ଲୋକଙ୍କ ଭିନ୍ନ ଭିନ୍ନ ରୁଚି ଥାଏ । କେହି କାର, ଘର କିଣିବାକୁ ଭଲ ପାଆନ୍ତି ତ ଆଉ କେହି ବିଦେଶ ଭ୍ରମଣ କରିବାକୁ ପସନ୍ଦ କରନ୍ତି । ସେମିତି କେହି କେହି ଖେଳିବାକୁ ଭଲ ପାଉଥିବା ବେଳେ ଆଉ କେହି ବିଭିନ୍ନ ପଶୁ ପାଳିବାରେ ରୁଚି ରଖନ୍ତିି । କିନ୍ତୁ, ଏପରି ଜଣେ ବ୍ୟକ୍ତି…